-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
17-Feb-2026
ଭୁବନେଶ୍ୱର(ପ୍ରେରଣା ଖବର): ରାଜ୍ୟସ୍ତରୀୟ ବରିଷ୍ଠ ସାମ୍ବାଦିକ ତଥା ବାର୍ତ୍ତା ସମ୍ପାଦକ ଶ୍ରୀ ମୂରଲୀଧର ମିଶ୍ର ଚକ୍ଷୁରୋଗରେ ପୀଡିତ ହୋଇ ଚିକିତ୍ସାଧିନ ଅଛନ୍ତି। ସେ କଟକ ସ୍ଥିତ କଟକ ସ୍ଥିତ ମଡର୍ଣ୍ଣ ଆଇ କେୟାର ଓ ସୁପର ସ୍ପେଶାଲିଟି କ୍ଲିନିକ୍ ର ସୁନାମଧନ୍ୟ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍ ଦେ ତାଙ୍କର ଅସ୍ତ୍ରୋପଚାର କରିଛନ୍ତି। ତାଙ୍କର ଅସ୍ତ୍ରୋପଚାର ଜନିତ କାରଣରୁ ଡାକ୍ତର ତାଙ୍କୁ ଅନ୍ୟୁନ ଏକମାସ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ତାଙ୍କର ବହୁ ଶୁଭେଚ୍ଛୁ, ହିତାକାଂକ୍ଷୀ ଓ ସାମ୍ବାଦିକ ବନ୍ଧୁମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି।