-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
15-Dec-2025
ବଲାଙ୍ଗୀର(ପ୍ରେରଣା ଖବର)- ଆଜି ସ୍ଥାନୀୟ କୋଶଲ କଳା ମଣ୍ଡଳ ପଡିଆ ଠାରେ ୧୭ ତମ ବହୁଭାଷୀ ନାଟ୍ୟ ମହୋତ୍ସବ ମାଠଖାଇ ମହୋତ୍ସବର ଶୁଭ ସ୍ତମ୍ଭ ସ୍ଥାପନ ହୋଇଛି । ମଠଖାଇ ମହୋତ୍ସବର ସଦସ୍ୟ ଗଣ ଗଦାଧର ବାରିକ, ରାମଚନ୍ଦ୍ର ସାହୁ, ରୁଦ୍ରଦେବ ପ୍ରଧାନ, ମହେନ୍ଦ୍ର ମଲ୍ଲିକ, ଗୋପାଳ ମିଶ୍ର, ଚିତ୍ତରଞ୍ଜନ ଦାଶ, ବୀରେନ୍ଦ୍ର ବନଛୋର, ବୀରେନ୍ଦ୍ର ଝାଙ୍କର, ଚିତ୍ତରଞ୍ଜନ ମିଶ୍ର, ଗୁପ୍ତେଶ୍ୱର ପୃଷ୍ଟି, ରାଜେନ୍ଦ୍ର ମିଶ୍ର, ଜିତେନ୍ଦ୍ରିୟ ତ୍ରିପାଠୀ, ଅର୍ଜୁନ ସାହୁ ଓ ବ୍ୟାସଦେବ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।