-+91-9937148622 |

prerana_bgr@rediffmail.com |

  Saturday 2nd May 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   (01-May-2026)       ||      କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   (01-May-2026)       ||      ଶ୍ରମିକ ଚାଲାଣକୁ ରୋକିବା ପାଇଁ ଜନ ସଚେତନତା, ବାଲାଙ୍ଗୀର ପୋଲିସ ପକ୍ଷରୁ ସହରରେ ବାଇକ୍ ରେଲି    (01-May-2026)       ||      ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ    (01-May-2026)       ||      ସୁବର୍ଣ୍ଣପୁର ରୁ ରାଜଧାନୀ ଯାଏ ଲମ୍ବିଛି ଠକ ସରୋଜ କୁମ୍ଭାରର ଜାଲ    (01-May-2026)       ||      ସୁପ୍ରିୟା ମାର୍ଗ ର ୨୫ତମ ରୌପ୍ୟ ଜୟନ୍ତୀ ରଥଯାତ୍ରା ପ୍ରସ୍ତୁତି ବୈଠକ    (01-May-2026)       ||      ଜେଏସ୍ ଏମ୍ କଲେଜ ପକ୍ଷରୁ ଭଗବାନ ବୁଦ୍ଧ ଜୟନ୍ତୀ ପାଳିତ   (01-May-2026)       ||      *ସୁବର୍ଣ୍ଣପୁର ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ପାଳିତ*- *ଶ୍ରମିକ କଲ୍ୟାଣ ପାଣ୍ଠି ରୁ ୩ କୋଟି ୬୦ ଲକ୍ଷ ୭୬ ହଜାର ସହାୟତା - ପ୍ରଦାନ*-   (01-May-2026)       ||      ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସାହିତ୍ୟ ଅକାଦେମିର ଆଲୋଚନାଚକ୍ର- ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦ   (01-May-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା କମିଟି ସଂସ୍କୃତି ମନ୍ତ୍ରୀ ସୂର୍ଜ ବଂଶୀ ସୁରଜଙ୍କୁ ଭେଟି ନିମନ୍ତ୍ରଣ ସହ ଆଲୋଚନା କଲେ   (01-May-2026)       ||      କଟକ କଲେକ୍ଟରେଟ କର୍ମଚାରୀ ଷ୍ଟାଫ୍ କମିଟିର ନିର୍ବାଚନ   (01-May-2026)       ||      ଗନ୍ଧମାର୍ଦ୍ଧନ ପାହାଡ଼ରେ ହୁତୁହୁତୁ ହୋଇ ଜଳୁଛି ନିଆଁ, ଅନ୍ୟପଟେ ହରିଶଙ୍କରରେ ଜମୁଛି ବୈଶାଖୀ ମେଳା    (01-May-2026)       ||      ଲ୍ୟାପଟପ୍ ଧରି ଗାଁ କୁ ଯାଅ - ବିଡ଼ିଓ ସିନାପାଲି   (30-Apr-2026)       ||      ଜଳଛତ୍ର ଓ ବିଶ୍ରାମାଗାର ପାଇଁ ବିଡ଼ିଓଙ୍କୁ ଦାବିପତ୍ର   (30-Apr-2026)       ||      ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ   (30-Apr-2026)       ||      ପୌର ପରିଷଦ ନିକଟରେ ଫେରାଦ ହେଲେ ୩ ୱାର୍ଡର ବାସିନ୍ଦା: ମୌଳିକ ସମସ୍ୟାର ସମାଧାନ ପାଇଁ ୧୦ ଦଫା ଦାବିପତ୍ର ପ୍ରଦାନ   (30-Apr-2026)       ||      ଟଙ୍କା ପାଇବାକୁ ବ୍ୟାଙ୍କକୁ କଙ୍କାଳ ପ୍ରମାଣ ଧରି ଯିବା ଘଟଣାରେ ଆରଡିସି ତଦନ୍ତ ପରେ ପ୍ରାଥମିକ ଭାବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଭୁଲ ରହିଥିବା ଗଣମାଧ୍ୟମକୁ କହିଛନ୍ତି   (30-Apr-2026)       ||      ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଜି ଶାସକ ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ   (30-Apr-2026)       ||      ନୂଆପଡ଼ାରେ ଉପ-ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀମାନଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ   (30-Apr-2026)       ||      କଣ୍ଟାମାଳ ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା    (30-Apr-2026)       ||     

HOME   ରାଜ୍ୟ

ଅସୁରକ୍ଷିତ ପୋଟେରୁ ପୋଲ, ବିପଦପୂର୍ଣ୍ଣ ଭାବରେ ଯାତାୟାତ କରୁଛନ୍ତି ଲୋକେ

31-Aug-2025



ପୋଲର ଦୁଇ ପାର୍ଶ୍ୱରେ ଥିବା ସୁରକ୍ଷା ୱଲ ବନ୍ୟାଜଳରେ ଧୋଇ ହୋଇଯାଇଛି 

କାଲିମେଳା(ସନ୍ତୋଷ କୁମାର ପଣ୍ଡା)କାଲିମେଳା ଠାରୁ ମାଲକାନଗିରି ସଂଯୋଗ କରୁଥିବା ୩୨୬ ଜାତୀୟ ରାଜପଥର ପୋଟେରୁ ପୋଲ ଉପରେ ବିପଦପୂର୍ଣ୍ଣ ଯାତାୟାତ ନେଇ ଅଭିଯୋଗ ହୋଇଛି । ଚଳିତ ବର୍ଷାରେ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇ ଉପର ଅଂଶ ଧୋଇ ହୋଇ ଯାଇଛି । ଯାହାଫଳରେ ଉପର ଅଂଶ ଉଠିଯାଇ ଆବୁଡା ଖାବୁଡା ହୋଇ ଯାଇଛି । ଦୁଇଚକିଆ ଏବଂ ଚାରି ଚକିଆ ଯାନବାହନ ଠିକ୍ ଭାବେ ଯାଇପାରୁ ନାହିଁ । ନିକଟସ୍ଥ ଲୋକେ ଅନେକ ଖାଲୁଆ ସ୍ଥାନରେ ବାଲି ବସ୍ତା ରଖି ଯାତାୟାତ କରୁଛନ୍ତି । ପୋଲର ଦୁଇ ପାର୍ଶ୍ୱରେ ଥିବା ସୁରକ୍ଷା ୱ।ଲ ବନ୍ୟାଜଳରେ ଧୋଇ ହୋଇ ଯାଇଛି । ନିକଟରେ ବିଦ୍ୟାଳୟ ଥିବାରୁ ଛାତ୍ରଛାତ୍ରୀ ମାନେ ନିତ୍ୟ ଏହି ପୋଲ ଉପର ଦେଇ ଯିବାଆସିବା କରୁଛନ୍ତି । ଅସୁରକ୍ଷିତ ଏହି ପୋଲ  ଉପରେ ବିପଦପୂର୍ଣ୍ଣ ଯାତାୟାତକୁ ରୋକିବା ପାଇଁ ତୁରନ୍ତ ମରାମତି ର ଆବଶ୍ୟକତା ପଡୁ ଅଛି। ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ନିବେଦନ କରାଯାଇଛି  ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   01-May-2026
  ଜିଲ୍ଲା  
କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   01-May-2026
  ଜିଲ୍ଲା  
ଶ୍ରମିକ ଚାଲାଣକୁ ରୋକିବା ପାଇଁ ଜନ ସଚେତନତା, ବାଲାଙ୍ଗୀର ପୋଲିସ ପକ୍ଷରୁ ସହରରେ ବାଇକ୍ ରେଲି   01-May-2026
  ଜିଲ୍ଲା  
ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   01-May-2026
  ଜିଲ୍ଲା  
ସୁବର୍ଣ୍ଣପୁର ରୁ ରାଜଧାନୀ ଯାଏ ଲମ୍ବିଛି ଠକ ସରୋଜ କୁମ୍ଭାରର ଜାଲ   01-May-2026
  ଜିଲ୍ଲା  
ସୁପ୍ରିୟା ମାର୍ଗ ର ୨୫ତମ ରୌପ୍ୟ ଜୟନ୍ତୀ ରଥଯାତ୍ରା ପ୍ରସ୍ତୁତି ବୈଠକ   01-May-2026
  ଜିଲ୍ଲା  
ଜେଏସ୍ ଏମ୍ କଲେଜ ପକ୍ଷରୁ ଭଗବାନ ବୁଦ୍ଧ ଜୟନ୍ତୀ ପାଳିତ   01-May-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ପାଳିତ*- *ଶ୍ରମିକ କଲ୍ୟାଣ ପାଣ୍ଠି ରୁ ୩ କୋଟି ୬୦ ଲକ୍ଷ ୭୬ ହଜାର ସହାୟତା - ପ୍ରଦାନ*-   01-May-2026
  ଜିଲ୍ଲା  
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସାହିତ୍ୟ ଅକାଦେମିର ଆଲୋଚନାଚକ୍ର- ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦ   01-May-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା କମିଟି ସଂସ୍କୃତି ମନ୍ତ୍ରୀ ସୂର୍ଜ ବଂଶୀ ସୁରଜଙ୍କୁ ଭେଟି ନିମନ୍ତ୍ରଣ ସହ ଆଲୋଚନା କଲେ   01-May-2026
  ଜିଲ୍ଲା  
କଟକ କଲେକ୍ଟରେଟ କର୍ମଚାରୀ ଷ୍ଟାଫ୍ କମିଟିର ନିର୍ବାଚନ   01-May-2026
  ଜିଲ୍ଲା  
ଗନ୍ଧମାର୍ଦ୍ଧନ ପାହାଡ଼ରେ ହୁତୁହୁତୁ ହୋଇ ଜଳୁଛି ନିଆଁ, ଅନ୍ୟପଟେ ହରିଶଙ୍କରରେ ଜମୁଛି ବୈଶାଖୀ ମେଳା    01-May-2026

You Might Also Like