-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ରାଜନୀତି

କୋଟି କୋଟି ଟଙ୍କାର ସମ୍ପତ୍ତି,ସବୁଜ ହୀରା ପଡ଼ି ରହିଛି ଖୋଲା ଆକାଶ ତଳେ

13-May-2025



ବଲାଙ୍ଗିର(ପ୍ରେରଣା ଖବର): କେନ୍ଦୁପତ୍ର ହେଉଛି ପଶ୍ଚିମ ଓଡ଼ିଶାର ସବୁଜ ହୀରା।ଏହା ପଶ୍ଚିମ ଓଡ଼ିଶାରେ ବହୁ ମାତ୍ରାରେ ମିଳେ।ପଡ଼ିଆ ଜମିରେ କେନ୍ଦୁପତ୍ର ଉଠିଥାଏ।ବୁଦା ବୁଦା ହୋଇ ବିକ୍ଷିପ୍ତ ଭାବରେ ପଡ଼ିଆ ଜମି ମାନଙ୍କ ରେ ସବୁଜ ପତ୍ର ଆଚ୍ଛାଦିତ ହୋଇଥାଏ।ଜଙ୍ଗଲ ବିଭାଗର ଏକ ଅଂଶ କେନ୍ଦୁପତ୍ର ବିଭାଗ ଏହାର ସମ୍ପୂର୍ଣ ଦାୟିତ୍ଵ ବହନ କରେ।ଶ୍ରମିକଙ୍କ ଦ୍ଵାରା ପ୍ରଥମେ ପୁରୁଣା ବୁଦା ଗୁଡ଼ିକୁ କଟା ଯାଇଥାଏ।ବୁଦା କଟେଇ କୁ ବୁଶ କଟିଙ୍ଗ କୁହାଯାଏ।ଏହି କାର୍ଯ୍ୟରେ ଶ୍ରମିକ ମାନଙ୍କ ପାରିଶ୍ରମିକ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।ବୁଦା କଟା ସରିଲା ପରେ ସେହି ବୁଦା ମାନଙ୍କରେ

ପୁନଃ କଅଁଳ ପତ୍ର ହୁଏ।ଏହି ପତ୍ର ତୋଳିବା ପରିସ୍ଥିତିକୁ ଆସିଲେ ତାକୁ ପୁଣି ଶ୍ରମିକଙ୍କ ଦ୍ଵାରା ତୋଳା ଯାଏ।ସେହି ପତ୍ର କୁ ପତ୍ର ତୋଳାଳୀ ମାନେ କେରୀ କେରି କରି ବାନ୍ଧି କେନ୍ଦୁପତ୍ର ବିଭାଗକୁ ମୁନସୀ ଚପରାସିଙ୍କ ମାଧ୍ୟମରେ ଗଣନା କରି ଦେଇଥାନ୍ତି।ପତ୍ରକୁ କେରି ଏବଂ ଚଟ୍ଟା ଭାବରେ କେନ୍ଦୁପତ୍ର ବିଭାଗ ତୋଳାଳୀ ମାନଙ୍କ ଠାରୁ କିଣି ଥାଏ।ଏହି ପତ୍ର କିଣାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି।କଞ୍ଚା ପତ୍ରକୁ ବିଡା ବିଡା କରି ଜମିରେ ଖୋଲା ଆକାଶ ତଳେ ଶୁଖାଯାଏ।ଶୁଖିଲା ପରେ ପତ୍ର କୁ ସଂଗ୍ରହ କରି ପତ୍ର ଫଡ଼ି କୁ ନିଆଯାଏ।ପତ୍ର ତୋଳାଳୀଙ୍କ ଠାରୁ ପତ୍ର କିଣିଲା ପରେ ପତ୍ରକୁ ଶୁଖାଇ ଫଡିକୁ ନେବା କେନ୍ଦୁପତ୍ର ବିଭାଗର ଦାୟିତ୍ଵ।ଏହାପରେ ଲକ୍ଷାଧିକ ଟଙ୍କା ପତ୍ର ବନ୍ଧେଇ ରେ ଖର୍ଚ୍ଚ ହୁଏ। ଗୋଚ୍ଛା କଟେଇ ସାଧାରଣତଃ ଫେବୃଆରୀ ମାସରେ ହୁଏ।ପ୍ରାୟ ଏପ୍ରିଲ,ମେ ମାସରୁ ପତ୍ର ତୋଲା ହୋଇଥାଏ।ପଶ୍ଚିମ ଓଡ଼ିଶାରେ ସାଧାରଣତଃ ଗ୍ରୀଷ୍ମର ପ୍ରଭାବ ମାର୍ଚ୍ଚ ମାସରୁ ଅନୁଭୂତ ହୋଇଥାଏ। ଅତ୍ୟଧିକ ଗ୍ରୀଷ୍ମ ର ପ୍ରଭାବରେ କାଳବୈଶାଖୀ ହୋଇଥାଏ।ଏଣୁ ପବନ ବର୍ଷା ର ସମ୍ଭାବନା ଥାଏ।ବର୍ଷା ଏବଂ କରା ମାଡ଼ରେ ବୁଦା ରେ ଥିବା ପତ୍ର ଗୁଡ଼ିକ ନଷ୍ଟ ହୁଏ।କେବେ କେବେ ପତ୍ର ମାନଙ୍କ ରେ ମାତା ହୋଇ ନଷ୍ଟ ହୋଇଯାଏ।ଲକ୍ଷାଧିକ ଟଙ୍କାର ବୁଶ କଟେଇ କ୍ଷତି ହୁଏ।ପତ୍ରତୋଳାପରେ କେବେ କେବେ କାଳବୈଶାଖୀ ପ୍ରଭାବରେ ଜମି ମାନଙ୍କରେ ସୁଖାଯାଇଥିବା ପତ୍ର ପବନରେ ଉଡ଼ି ଯାଇଥାଏ।ଅଦିନିଆ ବର୍ଷା ଜଳରେ ପତ୍ର ଭିଜି ନଷ୍ଟ ହୋଇଯାଇଥାଏ।ଯଦ୍ୱାରା ସରକାର ଙ୍କ କୋଟି କୋଟି ଟଙ୍କା ର ସମ୍ପତ୍ତି ନଷ୍ଟ ହୋଇ ଯାଇଥାଏ।ବର୍ଷ ବର୍ଷ ଧରି ସରକାର କେନ୍ଦୁପତ୍ର ବ୍ୟବସାୟ କରି ଶତ ପ୍ରତିଶତ ରାଜସ୍ବ ଗୋଟାଉଛନ୍ତି।ହେଲେ ବିଭାଗ କୋଟି କୋଟି ଟଙ୍କା ର ସମ୍ପତ୍ତି(କେନ୍ଦୁପତ୍ର)କୁ ଖୋଲା ଆକାଶ ତଳେ ଛାଡ଼ି ନିର୍ଭୀକ ନିଦ୍ରା ରେ ଶୋଉଥିବା ସରକାରୀ ଅର୍ଥ ର ଅପବ୍ୟବହାର।ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ କେନ୍ଦୁପତ୍ର ବିଭାଗର ସ୍ଥାୟୀ ଫଡ଼ି ନ ଥିବାରୁ ସମୟ ସମୟରେ ନିଆଁ ଲାଗି ଆମଦାନୀ କରାଯାଇଥିବା କୋଟି କୋଟି ଟଙ୍କାର କେନ୍ଦୁପତ୍ର ପୋଡ଼ି ଛାରଖାର ହୋଇଯାଏ।ପ୍ରକୃତ ରେ ନିଆଁ ଲାଗି ପୋଡିଛି ନା ନିଆଁ ଲଗେଇ ମିଛରେ କିଣା ଯାଇଥିବା ପତ୍ରକୁ ପୋଡ଼ି ପାଉଁଶ କରି ସରକାରୀ ବାବୁ ମାନେ ମାଲେମାଲ ହେଉଛନ୍ତି କି,ଏହାର ସରଜମିନ ତଦନ୍ତର ଆବଶ୍ୟକତା ଥିବା ବେଳେ ବିଭାଗର ତୁ ତ ମୁତୁରୀ ମୁଁ ତ ମୁତୁରୀ ଉପାଖ୍ୟାନ ଦେଖିବାକୁ ମିଳୁଛି।କେନ୍ଦୁ ପତ୍ର ବିଭାଗରେ ଥିବା ଅଧିକାରୀ,ମୁନସୀ,ଚପରାସି ବେଶ୍ ମାଲେ ମାଲ ହେଉଥିବା ଅନେକ ସମୟରେ ଚର୍ଚ୍ଚା ହୋଇଥାଏ।

ଏହି ବ୍ୟବସାୟରେ ସରକାରୀ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ଏହାର ଦାୟିତ୍ବ ରେ ଥିବା କର୍ମଚାରୀ ମାନଙ୍କ ଅବହେଳା ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ହେଉ ସମୁଲେ ବ୍ୟବସାୟ କୁ କ୍ଷତି ରେ ପହଞ୍ଚାଇଥାଏ।ଏଣୁ କଥାରେ ଅଛି ସରକାର କି ମାଲ ଦରିଆ ମେଁ  ଡାଲ୍।ସରକାର କୋଟି କୋଟି ଟଙ୍କା ଏହି ବ୍ୟବସାୟ ରେ ବିନିଯୋଗ କରି କୋଟି କୋଟି ଟଙ୍କା ଆମଦାନୀ କରି ଏକ ବଡ ଧରଣର ରାଜସ୍ବ ପାଉଛନ୍ତି।ଏଣୁ ପତ୍ର ତୋଳା ପରେ ପତ୍ର କୁ ସୁରକ୍ଷାରେ ସୁଖାଇବା ପାଇଁ କିଛି ସ୍ଥାୟୀ ବ୍ୟବସ୍ଥା କଲେ ହେଉଥିବା କୋଟି କୋଟି ଟଙ୍କାର କ୍ଷୟକ୍ଷତି ତଥା ବାଟମାରଣା କୁ ରୋକାଯାଇ ପାରନ୍ତା।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like