-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
13-May-2025
ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ
ବଜାରରେ ବିକ୍ରି ହେଉଛି ନକଲି ମୃଦୁ ପାନୀୟ
ବରା, ଯାଜପୁର ଜିଲ୍ଲାର ବଗୀ ଅଞ୍ଚଳରେ ବଢ଼ିବାରେ ଲାଗିଛି ମୃଦୁପାନୀୟ ଡିଗ୍ରି । ନାମୀଦାମୀ କମ୍ପାନୀ ସହ ୩୦ରୁ ଅଧିକ ନନ୍ ବ୍ରାଣ୍ଡ କମ୍ପାନୀର ମୃତ୍ୟୁ ପାନୀୟ ବରୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ମିଳୁଛି । ପୂର୍ବାପେକ୍ଷା ବର୍ତ୍ତମାନ ନନ୍ ବ୍ରାଣ୍ଡ ମୃଦୁ ପାନୀୟ ଅଧିକ ବିକ୍ରି ହେଉଛି । ନାମିଦାମୀ କମ୍ପାନା ଠାରୁ କମ୍ ଦରରେ ମିଳୁଥିବା ଏବଂ ଆବର୍ଷଣୀୟ ପ୍ୟାଙ୍କି ଯୋଗୁ ଗ୍ରାହନ ଏହାକୁ ଅଧିକ ପସନ୍ଦ କରୁଛନ୍ତି । ସହର ଅପେକ୍ଷା ଗ୍ରାମଞ୍ଚଳରେ ସର୍ବାଧୂକ ଦିକ୍ରି ହେଉଛି ଏହି ପାନୀୟ। ହୋଇସେଲ୍ ବ୍ୟବସାୟୀ ରାଜ୍ୟ ତଥା ରାଜ୍ୟ ବାହାରୁ ଏହାକୁ ଆଣି ବ୍ୟବସାୟ କରୁଥିବା ଜଣାପଡ଼ିଛି। ବରା, ରତ୍ନଗିରି, ବାଲିଆ କାରପଡ଼ା,
ନେଇ ନାହାନ୍ତି । ବଜାରରେ ମିଳୁଥିବା ବା ପାଣି ପାଇଚ ଓ ବୋଡକ ସମେତ ବିଭିନ୍ନ ନନ୍ ମୃଦୁ ପାନୀୟର ନାହିବା ବି ଦିନକୁ ବଢ଼ିବାରେ ଲାଗିଛି। ଏସବୁ କେତେ ଯେ ବିଶୁଦ୍ଧ, ତାହା କେହି ଜାଣିନାହାନ୍ତି। ପାଣି ବୋତଲ କିମ୍ବା ମୃଦୁପାନୀୟ ଜିଣିବା ସମୟରେ ଘରେ ତାହାର ପ୍ୟାକେଜିଂ ଓ ଏକ୍ସପାଏରି ତାରିଖ ନଜରକୁ ଆସୁନି ।
ସମେତ ରାଜ୍ୟ ବାହାରେ ଏହାକୁ ପ୍ରସ୍ତୁତ କରୁଥିବା ଭୋଳାଲ୍ କମ୍ପାନୀ ବରା ଆଞ୍ଚଳ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ପ୍ରତ୍ୟେକ ଦୋନାନରେ ନନ୍ ବ୍ରାଣ୍ଡର ମୃଦୁ ପାନୀୟ ବହୁଳ ଭାବେ ନିକ୍ରି ହେଉଛି । ଏହା ପିଇବା ଯୋଗ୍ୟ କି ନାହିଁ, ତାହାର ଯାଞ୍ଚ କରାଯାଇନି | ଆଜି ପର୍ଯ୍ୟନ୍ତ ଗୋଟିଏ ବି ବୋଳାନରେ ବଢ଼ଇ ହୋଇନାହିଁ । କେବଳ ମୃଦୁ ପାନୀୟ ନୁହଁ, ନିମ୍ନମାନନ୍ଦ ପାଣି ବୋଡଲ ମଧ୍ୟ ବିକ୍ରି ହେଉଛି। ସେହିପରି ଅବଧୂ ସରି ଯାଇଥିବା ନାମିଦାମା କମ୍ପାନୀର ମୃଦୁ ପାନୀୟ ବି ଦିକ୍ରି ହେଉଛି। ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି
ବାଲିଆପାଳ, କାଇପଡ଼ା, ରାମଳନ୍ଦ୍ରପୁର ଗଳି ବ୍ୟବସାଯାକ ପେଣ୍ଠସ୍ଥଳୀକୁ ଖାଦ୍ୟ ସୁରକ୍ଷା ଅଧୁଜାଗା ମାନେ ଆସୁ ନବାରୁ ତାହାର ମାନ ମଧ୍ୟ ପରୀକ୍ଷା କରଯାଇନି । ଖରାର ପ୍ରକୋପ ଦିନକୁ ଦିନ ବଢୁଥିବା ବେଳେ ଘରୁ ବାହାରିଲେ ଲୋକେ ଆଉ ପାଣି ବୋତଲ ଉପଯୁକ୍ତ ସହ ଗୁଣବତ୍ତା ପରୀକ୍ଷା ଚରାଯାର ନବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଯାହା ଫଳରେ ବଢାଗରେ ନନ୍ ବ୍ରାଣ୍ଡ କମ୍ପାନୀର ଚଲାଇ ସକ୍ରିୟ ହୋଇ ଉଠିଛନ୍ତି | ନନ୍ ବ୍ରାଣ୍ଡ ମୃହ ପାନୀୟ ବ୍ରାଣ୍ଡେଜ ପାନୀୟ ଠାରୁ କମ୍ ଦରରେ ମିଳୁଛି । ଏହାର ସୁଯୋଗ ନେଉଛନ୍ତି