-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||     

HOME   ଦେଶ ବିଦେଶ

ସୋନୁ ସୁଦ୍‌ଙ୍କୁ ଝଟକା, ବିଏମସି ନୋଟିସ୍ ବିରୋଧରେ ଦାଖଲ ଆବେଦନକୁ ଖାରଜ କଲେ ହାଇକୋର୍ଟ

21-Jan-2021



ମୁମ୍ବାଇ (ପ୍ରେରଣା ଖବର ବ୍ୟୁରୋ) : ବମ୍ଵେ ଉଚ୍ଚ ନ୍ୟାୟାଳୟରୁ ଅଭିନେତା ସୋନୁ ସୁଦ୍‌ଙ୍କୁ ଲାଗିଲା ଝଟକା। ହାଇକୋର୍ଟ ଅଭିନେତାଙ୍କ ଆବେଦନ ଓ ଅନ୍ତରୀଣ ଯାଚିକାକୁ ଖାରଜ କରିଛନ୍ତି। ସୋନୁ ସୁଦ୍ ଜୁହୁ ସ୍ଥିତ ନିଜର ଅବୈଧ ବାସଭବନ ନିର୍ମାଣକୁ ନେଇ ବୃହନ ମୁମ୍ବାଇ ନଗର ନିଗମ(ବିଏମସି)ର ନୋଟିସ୍‌କୁ ଚ୍ୟାଲେଞ୍ଜ ଦେଇଥିଲେ। ବିଚାରପତି ପୃଥ୍ଵୀରାଜ ଚହ୍ଵାଣ ଉକ୍ତି ଅପିଲ୍ ଓ ଆବେଦନକୁ ଖାରଜ କରିଛନ୍ତି।

ସୁଦଙ୍କ ଓକିଲ ଅମୋଘ ସିଂହ ବିଏସମି ଦ୍ଵାରା ଜାରି ନୋଟିସ୍‌ର ପାଳନ ପାଇଁ ୧୦ ସପ୍ତାହର ସମୟ ମାଗିଥିଲେ ଏବଂ  ଅଦାଲତକୁ ଅନୁରୋଧ କରିଥିଲି ଯେ ସେ ନଗର ନିଗମକୁ କୋଠା ନଭାଙ୍ଗିବାକୁ ନିର୍ଦ୍ଦେଶ ଦିଅନ୍ତୁ। ଅଦାଲତ ଏହି ଅନୁରୋଧକୁ ସ୍ଵୀକାର କରିବାକୁ ମନା କରିବା ସହ ଏମିତି କରିବାକୁ ଅଭିନେତାଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ଥିବା କହିଥିଲେ।
ବିଏମସି ଗତ ବର୍ଷ ଅକ୍ଟୋବରରେ ସୋନୁ ସୁଦ୍‌ଙ୍କୁ  ନୋଟିସ୍ ଜାରି କରିଥିଲେ। ଉକ୍ତ ନୋଟିସ୍‌କୁ ସୁଦ୍Shock to Sonu Sood, Bombay High Court dismisses petition filed against BMC notice ୨୦୨୦ ଡିସେମ୍ବରରେ ଦିଓ୍ଵାନୀ ଅଦାଲତରେ ଚ୍ୟାଲେଞ୍ଜ ଦେଇଥିଲେ। ମାତ୍ର ଅଦାଲତ ତାଙ୍କ ଆବେଦନକୁ ଖାରଜ କରିଥିଲେ। ଏହା ପରେ ସେ ବମ୍ଵେ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ବିଏମସି ନିଜର ନୋଟିସ୍‌ରେ ଅଭିଯୋଗ କରିଛି ଯେ ସୁଦ ଜନବହୁଳ ଅଞ୍ଚଳରେ ଛଅ ମହଲା ବିଶିଷ୍ଟ କୋଠାର ଡିଜାଇନ ପରିବର୍ତ୍ତନ କରି ଏହାକୁ ଏକ ବାଣିଜ୍ୟିକ ହୋଟେଲରେ ପରିଣତ କରିଥିଲେ।
ବିଏମସି ଜାନୁଆରୀ ୧୩ରେ ଶୁଣାଣିରେ ଅଦାଲତରେ ନିଜର ଦଲିଲ ଦେଇ ଅଭିନେତା ଅବୈଧ ନିର୍ମାଣ ଜରିଆରେ ଅର୍ଥ ରୋଜଗାର କରିଥିବା ଅଭିଯୋଗ କରିଥିଲା। ନଗର ପାଳିକା ଅନୁଯାୟୀ ସୁଦ ଲାଇସେନ୍ସ ନେବାକୁ ଉଚିତ୍ ମଣିନଥିଲେ ଏବଂ ହୋଟେଲ୍‌କୁ ବିଲ୍ଡିଂରେ ପରିଣତ କରି ଦେଲେ। କିଛି ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ସୋନୁଙ୍କୁ ବିଏମସି ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା, ହେଲେ ସେ ଏହାକୁ ଅଣଦେଖା କରି ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026

You Might Also Like