-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||     

HOME   ଦେଶ ବିଦେଶ

କବାଡି ଖେଳୁ ଖେଳୁ ହଠାତ ଉଡ଼ିଗଲା ପ୍ରାଣବାୟୁ: ମୃତ୍ୟୁର ଜୀବନ୍ତ ଦୃଶ୍ୟ ଦେଖି ଅବାକ୍ ହୋଇଗଲେ ଦର୍ଶକ

21-Jan-2021



ଧମତରି (ପ୍ରେରଣା ଖବର ବ୍ୟୁରୋ) : ଜନ୍ମ ମୃତ୍ୟୁ ଜୀବନ ସବୁଠାରୁ ବଡ ସତ୍ୟ। ଜନ୍ମ ମୃତ୍ୟୁ ବିଧିର ବିଧାନ। ଜଣେ ଜନ୍ମ ନେଇଛି ମାନେ ତାର ମୃତ୍ୟୁ ସୁନିଶ୍ଚିତ। ଜନ୍ମ ମୃତ୍ୟୁର ଡୋର ଭଗବାନଙ୍କ ହାତରେ। ମଣିଷ ଭଗବାନଙ୍କ ଇଚ୍ଛାରେ ଜନ୍ମ ନେଇଥାଏ ଓ ତାଙ୍କରି ଇଚ୍ଛାନୁସାରେ ଦୁନିଆରୁ ବିଦା ହୋଇଥାଏ। ମୃତ୍ୟୁ କେତେବେଳେ କେଉଁ ଅବସ୍ଥାରେ ଆସିବ ତାହା କେହି ବି କହିପାରିବେନି। ବେଳେ ବେଳେ ଏମିତି ମୃତ୍ୟୁ ଆସେ ଯାହାକୁ ବିଶ୍ୱାସ କରିବା ସହଜ ହୋଇନଥାଏ। ଏହିଭଳି ଏକ ଘଟଣା ଘଟିଛି ଛତିଶଗଡ଼ରେ। ଛତିଶଗଡ଼ ଧମତରି ଜିଲ୍ଲା ଗୋଜି ଗାଁରେ କବାଡି ଖେଳୁ ଖେଳୁ ଜଣେ ଖେଳାଳିଙ୍କ ପ୍ରାଣବାୟୁ ଉଡ଼ିଗଲା।

ଗାଁରେ କବାଡି ପ୍ରତିଯୋଗିତା ଚାଲିଥିଲା। ଜାନୁଆରୀ ୨୦ ତାରିଖ ସନ୍ଧ୍ୟାରେ କୋକଡି ଗାଁ ନନ୍ଦୁ ସାହୁ ନିଜ ଟିମ ସହ ଖେଳିବାକୁ ଯାଇଥିଲେ। ମ୍ୟାଚ୍ ବେଳେ ନନ୍ଦୁଙ୍କ ପାଳି ଆସିଥିଲେ। ସେ ବିପକ୍ଷ ଦଳ ସହ ଖେଳିବାକୁ ଗଲାବେଳେ ବିପକ୍ଷ ଦଳ ନନ୍ଦୁଙ୍କୁ ଘେରିଗଲେ। ଏତିକିବେଳେ ନନ୍ଦୁ କବାଡି ସହ ଜୀବନ ଯୁଦ୍ଧ ବି ହାରିଯାଇଥିଲେ। ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବାପରେ ଭିଡିଓ ଆଧାରରେ ପୋଲିସ ପଚରାଉଚୁରା କରୁଛି।

ନନ୍ଦୁ କବାଡି ଖେଳିବା ସମୟରେ ନିଶ୍ୱାସ ଧରି ରଖିଥିଲେ ଯାହା ସବୁଦିନ ପାଇଁ ବନ୍ଦ ହୋଇଗଲା। ହଠାତ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଗଲା। ପ୍ରତ୍ୟକ୍ଷଦର୍ଶୀ ଘଟଣା ଦେଖି ଅବାକ ହୋଇ ରହିଗଲେ। ଦର୍ଶକ ଖୋଲା ଆଖିରେ ମୃତ୍ୟୁର ଏହି ଜୀବନ୍ତ ଦୃଶ୍ୟ ଦେଖି ଚକିତ ହୋଇଗଲେ ସତେ ଯେମିତି ଦର୍ଶକଙ୍କ ହୃଦ ସ୍ପନ୍ଦନ କିଛି କ୍ଷଣ ପାଇଁ ଅଟକି ଯାଇଥିଲା। ଉତ୍ସାହର ସହ ଆରମ୍ଭ ହୋଇଥିବା କବାଡି ପ୍ରତିଯୋଗିତାରେ ଶୋକର ଛାୟା ଖେଳିଗଲା। ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। କୁରୁନ୍ଦ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ମ୍ୟାଚରେ ଅଂଶଗ୍ରହଣ କରିଥିବା ଉଭୟ ଟିମର ଖେଳାଳିଙ୍କୁ ପୋଲିସ ପଚରାଉଚୁରା କରୁଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026

You Might Also Like