-+91-9937148622 |

prerana_bgr@rediffmail.com |

  Thursday 2nd July 2026 |

| | | |

R.N.I. Regd No. ODIODI/2010/46693

Breaking News

ତହସିଲ ଅଫିସ୍ ଭିତରକୁ ପ୍ରବେଶ କରିବା ପାଇଁ ଓକିଲଙ୍କୁ   ତହସିଲଦାରଙ୍କ ବାରଣ କରିବା ଘଟଣା♦️ ମାନବିକ ଅଧିକାରଙ୍କ ଦ୍ୱାରସ୍ଥ ହେଲେ ଓକିଲ, ଘଟଣାର ତଦନ୍ତ କରିବାକୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ    (01-Jul-2026)       ||      ୧୦ ଦଫା ଦାବୀ ନେଇ ଆଜିଠୁ ଡାକ୍ତରଖାନାରେ ଡ଼ାକ୍ତରଙ୍କ କାମ ବନ୍ଦ   (01-Jul-2026)       ||      *ପୌର ପରିଷଦ ପକ୍ଷରୁ ଅଳିଆ ସଫା ପାଇଁ ଆଠ ଗୋଟି ଯାନ ର ଶୁଭାରମ୍ଭ*-   (01-Jul-2026)       ||      ଡିଜିଟାଲ ଲର୍ନିଙ୍ଗ ସମ୍ପର୍କରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ଯ କ୍ରମ   (01-Jul-2026)       ||      ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା    (01-Jul-2026)       ||      ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ   (01-Jul-2026)       ||      ନିଶା ମୁକ୍ତ ଓଡ଼ିଶା ଅଭିଯାନ ରେ ଓଡ଼ିଶା ପୋଲିସକୁ ମିଳିଲା ଉଲ୍ଲେଖନୀୟ ସଫଳତା    (01-Jul-2026)       ||      ନିଶା ନିବାରଣ ଉପରେ ସଚେତନ କରିବା ପାଇଁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଙ୍କ ସହଯୋଗ ଲୋଡ଼ିଲା ବଲାଙ୍ଗୀର ପୋଲିସ    (01-Jul-2026)       ||      ବରପାଲି ପୋଲିସ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ   (01-Jul-2026)       ||      ଆଇନ ସଚେତନତା ଶିବିର    (01-Jul-2026)       ||      ଡାବୁଗାଁ ଠାରେ ପୁସ୍ତକ ବିଭ୍ରାଟକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ ରେ ୧୨ଘଣ୍ଟିଆ ବନ୍ଦ ପାଳନ   (01-Jul-2026)       ||      କଟକସଦର ବ୍ଲକ୍ ଅଫିସରେ ସୂଚନାଅଧିକାର କର୍ମୀଙ୍କୁ ଦୁର୍ବ୍ୟବହାର ।ଅବସରପ୍ରାପ୍ତ କର୍ମଚାରୀଙ୍କ ନାମରେ ଥାନାରେ ଏତଲା !   (01-Jul-2026)       ||      ୧୧୯ କଲୋନୀର ନର୍ଦ୍ଦମା ଅବରୋଧ,ଜଳ ନିଷ୍କାସନ ବାଧାପ୍ରାପ୍ତ    (01-Jul-2026)       ||      ବିନିକା ଅଞ୍ଚଳରେ ମଧ୍ୟରାତ୍ରରୁ ମୂଷଳଧାରାରେ ଲାଗି ରହିଛି ବର୍ଷା।   (01-Jul-2026)       ||      *ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର* *ପାରମ୍ପରିକ ଲୋକକଳା: ସରମଙ୍ଗଲା*   (01-Jul-2026)       ||      ପରିବେଶ ଅନୁକୂଳ ଜୀବନ ପାଇଁ ସାମୂହିକ ପ୍ରୟାସ ଅପରିହାର୍ଯ୍ୟ   (01-Jul-2026)       ||      *ଓଡିଶା ଆଦିତ୍ୟ ବାହିନୀ ନୂତନ ଶାଖା ଗଠନ   (01-Jul-2026)       ||      ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   (01-Jul-2026)       ||      କଣ୍ଟାବାଞ୍ଜିରେ ମଦ ଦୋକାନୀ ଗ୍ରାହକଙ୍କୁ ନିସ୍ତୁକ ମାଡ଼ ମାରିଲେ♦️ ଟଙ୍କାର ପ୍ରଲୋଭନ ଦେଖାଇ ଘଟଣା ଚାପି ଦେଲେ    (30-Jun-2026)       ||      ପୌର ପରିଷଦ, ବଲାଙ୍ଗୀରର ତିନି ଜଣ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା   (30-Jun-2026)       ||     

HOME   ଅପରାଧ

ବଲାଙ୍ଗୀର: ଦ୍ୱିପହରରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

12-Apr-2025



ବଲାଙ୍ଗୀର (ପ୍ରେରଣା ଖବର): ଦ୍ୱିପ୍ରହରରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା। ବଲାଙ୍ଗୀର ଜିଲା ଚିମିନିଭାଟି ପଡ଼ା ପ୍ରାଥମିକ ସ୍କୁଲ ନିକଟ ଜନଗହଳି ରାସ୍ତାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି l ହତ୍ୟାକାରୀ ଫେରାର ହୋଇଯାଇଥିବା ବେଳେ ପୋଲିସ ଟିମ୍‌ ପହଞ୍ଚି ତଦନ୍ତ କରୁଛି।ପରିବାରଲୋକେ ପହଞ୍ଚିବା ପରେ ଯୁବକଙ୍କ ପରିଚୟ ମିଳିଛି l ତାଙ୍କ ନାମ ରାମ ଦାସ ବୋଲି ଜଣାପଡ଼ିଛି

ପ୍ରାରମ୍ଭିକ ସୂଚନାନୁଯାୟୀ, ରାମ ହେଉଛନ୍ତି ଚିମିନିଭାଟି ପଡ଼ାର ଜଣେ ଟ୍ରକ ଡ୍ରାଇଭର l ହେଲେ ତାଙ୍କ ନିକଟରେ ଯେଉଁ ବାଇକ୍‌ ଛିଡା ହୋଇଛି ତାହା କୁରୁଲ ଗ୍ରାମର କୃଷ୍ଣ ରାଉତଙ୍କର ବୋଲି ଜଣାପଡ଼ିଛି। ଟଙ୍କା ପଇସା ଧାର ଉଧାରକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି l ଘଟଣାସ୍ଥଳରେ ପୋଲିସର ସାଇଣ୍ଟିଫିକ୍‌ ଟିମ ପହଞ୍ଚି ତଦନ୍ତ ଚଳାଇଛି l ଏସ୍‌ଡିପିଓ ସରୋଜ ଉପାଦେୟ ନିଜେ ରହି ଘଟଣାର ତଦନ୍ତ କରୁଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ତହସିଲ ଅଫିସ୍ ଭିତରକୁ ପ୍ରବେଶ କରିବା ପାଇଁ ଓକିଲଙ୍କୁ   ତହସିଲଦାରଙ୍କ ବାରଣ କରିବା ଘଟଣା♦️ ମାନବିକ ଅଧିକାରଙ୍କ ଦ୍ୱାରସ୍ଥ ହେଲେ ଓକିଲ, ଘଟଣାର ତଦନ୍ତ କରିବାକୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ   01-Jul-2026
  ଜିଲ୍ଲା  
୧୦ ଦଫା ଦାବୀ ନେଇ ଆଜିଠୁ ଡାକ୍ତରଖାନାରେ ଡ଼ାକ୍ତରଙ୍କ କାମ ବନ୍ଦ   01-Jul-2026
  ଜିଲ୍ଲା  
*ପୌର ପରିଷଦ ପକ୍ଷରୁ ଅଳିଆ ସଫା ପାଇଁ ଆଠ ଗୋଟି ଯାନ ର ଶୁଭାରମ୍ଭ*-   01-Jul-2026
  ଜିଲ୍ଲା  
ଡିଜିଟାଲ ଲର୍ନିଙ୍ଗ ସମ୍ପର୍କରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ଯ କ୍ରମ   01-Jul-2026
  ଜିଲ୍ଲା  
ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା   01-Jul-2026
  ଜିଲ୍ଲା  
ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ   01-Jul-2026
  ଜିଲ୍ଲା  
ନିଶା ମୁକ୍ତ ଓଡ଼ିଶା ଅଭିଯାନ ରେ ଓଡ଼ିଶା ପୋଲିସକୁ ମିଳିଲା ଉଲ୍ଲେଖନୀୟ ସଫଳତା   01-Jul-2026
  ରାଜ୍ୟ  
ନିଶା ନିବାରଣ ଉପରେ ସଚେତନ କରିବା ପାଇଁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଙ୍କ ସହଯୋଗ ଲୋଡ଼ିଲା ବଲାଙ୍ଗୀର ପୋଲିସ   01-Jul-2026
  ଜିଲ୍ଲା  
ବରପାଲି ପୋଲିସ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ   01-Jul-2026
  ଜିଲ୍ଲା  
ଆଇନ ସଚେତନତା ଶିବିର   01-Jul-2026
  ଜିଲ୍ଲା  
ଡାବୁଗାଁ ଠାରେ ପୁସ୍ତକ ବିଭ୍ରାଟକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ ରେ ୧୨ଘଣ୍ଟିଆ ବନ୍ଦ ପାଳନ   01-Jul-2026
  ଜିଲ୍ଲା  
କଟକସଦର ବ୍ଲକ୍ ଅଫିସରେ ସୂଚନାଅଧିକାର କର୍ମୀଙ୍କୁ ଦୁର୍ବ୍ୟବହାର ।ଅବସରପ୍ରାପ୍ତ କର୍ମଚାରୀଙ୍କ ନାମରେ ଥାନାରେ ଏତଲା !   01-Jul-2026

You Might Also Like