-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ମାଆ ତାରା ତାରିଣୀ ମନ୍ଦିର ରେ ପୂଜା ହେଲା ଅଧର ପଣା

12-Apr-2025



ଗଞ୍ଜାମ(ଶୁଭଙ୍କର ଦାସ): ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଯାଇଛି ।  ଦୀର୍ଘ ଏକ ମାସ ଧରି ମା'ଙ୍କ ପୀଠ ରେ ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଥିବା ଚୈତ୍ର ଯାତ୍ରାର ଆଜି ଶେଷଦିନ ବା ପୂର୍ଣମୀ ହୋଇଥିବାରୁ ମା ଙ୍କ ନିକଟରେ ଲାଗିହୋଈଛି ଅଧରପଣା l ଖିର,ଘିଅ,ନବାତ, କଦଳୀ, ନଡ଼ିଆ, ଛେନା ଭଳି ବିଭିନ୍ନ ପ୍ରକାର ସାମଗ୍ରୀ ରେ ପଣା ପ୍ରସ୍ତୁତ କରାଯାଇ ମା ଙ୍କ ନିକଟରେ ଲାଗି କରାଯିବା ପରେ ପଣା ହାଣ୍ଡିକୁ ଭାଙ୍ଗି ଦିଆଯାଇଥାଏ l ଚୈତ୍ର ଯାତ୍ରା ଲାଗି ମା ଙ୍କ ପୀଠକୁ ଆମନ୍ତ୍ରିତ ଦେବୀ ମାନଙ୍କୁ ଶେଷଦିନ ରେ ଅଧରପଣା ଜ୍ଞାପନ କରାଯାଇ ବିଦାୟ କରାଯିବା  ବିଶ୍ୱାସ ରହିଛି l  ଏବଂ ଯାତ୍ରାରେ ବୁଲୁଥିବା  ଆଶରୀରୀ, ପ୍ରେତାତ୍ମା, ଯୋଗିନୀ, ଡାକିନୀ, ପିଶାଚ, ମାନଙ୍କୁ ଏହି ଅଧର ପଣା ଦେଇ ବିଶ୍ୱାସରେ ବାହାର କରିଦେବା ର ବିଧାନ ରହିଛି, ସେବାୟତ ସଂଘର ସଭାପତି ତପନ କୁମାର ରଣା,  ମୁଖ୍ୟ ସେବାୟତ ବାପୁଜୀ ରଣାଙ୍କ ସଂଯୋଜନାରେ ଏବଂ ଅନ୍ୟ ସେବାୟତ ମାନେ ଯଥା  ଜଗନ୍ନାଥ ରଣା ଦୁର୍ଗା ପ୍ରସାଦ ରଣା, ରାମଚନ୍ଦ୍ର ରଣା,  କୈଳାସ ଚନ୍ଦ୍ର ରଣା, ଧ୍ରୁବ ଚରଣ ରଣା, ଦୁର୍ଗା ମାଧବ ରଣା, ଟୁନା ରଣା, ମିଟୁ ରଣା, ଦୀପକ ରଣା, ଅଶୋକ ରଣା, ପ୍ରକାଶ ଚନ୍ଦ୍ର ରଣା, ଅମୁଲ୍ୟ ରଣା, ସନାତନ ରଣା, ଶିବରାମ ରଣା,  ଅକ୍ଷୟ ରଣା, ସୂର୍ଯ୍ୟ ରଣା ଙ୍କ ସହିତ ଅନ୍ୟ ସେବାୟତ ମାନଙ୍କ ସହଯୋଗରେ ତିନିଗୋଟି ବଡ଼ ମାଟି ହାଣ୍ଡିକୁଚିତ୍ର ବିଚିତ୍ର ରେ ଅଙ୍କନ କରିଲା ପରେ ତାହାକୁ ଧୋଇ  ସେଥିରେ କ୍ଷୀର,  ଛେନା, ନବାତ, ପାଚିଲା ପକ୍ଵଫଳକୁ ଛୋଟ, ଛୋଟ କରି କାଟି  ଏହି

ମାଟିହଣ୍ଡାରେ ପକାଇ ତାକୁ ଭଲଭାବେ ମିଶାଯାଏ ଏବଂ ପଣା ଉପରେ  ଗୁଜୁରାତି,ଓ ଗୋଲ ମରିଚ ଗୁଣ୍ଡ ମିଶାଇ ଦିଆଯାଏ |ଏବଂ ଦୁଇ ଭଉଣୀଙ୍କ ପାଖରେ ଭୋଗ ଲାଗି, ଆଳତି ପରେ ସେହି ପଣା ହାଣ୍ଡି ଗୁଡିକ ସେବାୟତ ମାନେ ମୁଣ୍ଡରେ ଧରିଥାନ୍ତି, ଏବଂ ଅନ୍ୟ ସେବାୟତ ଓ ଭକ୍ତ ମାନେ ଢୋଲ, ମହୁରୀ, ଘଣ୍ଟ, ମୃଡୁଙ୍ଗ, ଗିନି ର ତାଳେ, ତାଳେ, ମାଆଙ୍କ ଜୟଗାନ କରି ବେଢା ବୁଲିବା ପରେ,ପାହାଡ଼ ଉପର ସମ୍ମୁଖ ସିଂହଦ୍ୱାର  ପାବଛ ରାସ୍ତରେ ସେଗୁଡିକୁ ଅଦୃଶ୍ୟ ଶକ୍ତି ମାନଙ୍କ ଉଦ୍ଦେଶ୍ୟରେ ପଣା ହାଣ୍ଡିଗୁଡିକକୁ ତଳେ ପକେଇ ଦିଆ ଯାଏ |  ବିଶ୍ୱାସ ଓ ଲୋକ କଥା ଆନୁସାରେ  ଚତୃପାର୍ଶ୍ଵରେ ବୁଲୁଥିବା  ଏହି ଅଦୃଶ୍ୟ ଶକ୍ତି ମାନେ ସେହି ସୁସ୍ୱାଦୁ ପଣା କୁ ପିଇ ବହୁତ ଖୁସି ହୋଇ ଅନ୍ୟତ୍ର ପଳାୟନ  କରନ୍ତି | ତେଣୁଚୈତ୍ର ଯାତ୍ରା ସରିବା ପରେ ପୂର୍ଣ୍ଣମୀ ଦିନ ଏହି ଅଧର ପଣା ନୀତି ସମ୍ପର୍ଣ କରାଯାଇ ଥାଏ |


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like