-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
09-Oct-2020
ଆୟକର ବିଭାଗ ବୁଧବାର ଦିନ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହଯୋଗୀ ଶଶିକଳାଙ୍କର ୨ ହଜାର କୋଟି ଟଙ୍କାର ସଂପତ୍ତି ଜବତ୍ କରିଛି । ତାମିଲନାଡୁର କୋଡାନାଡ ଓ ସିରୁଆଥାବର ଅଞ୍ଚଳରୁ ଏହି ସଂପତ୍ତି ଜବତ କରାଯାଇଛି । ଆୟକର ବିଭାଗର ଜଣେ କର୍ମଚାରୀ କହିଛନ୍ତି କି ଏହାକୁ ମିଶାଇ ଶଶିକଳାଙ୍କର ମୋଟ ୨ ହଜାର କୋଟିର ସଂପତ୍ତି ଜବତ୍ ହୋଇସାରିଲାଣି । କେଉଁଠୁ କେତେ ସଂପତ୍ତି ଜବତ୍ ହୋଇଛି ତାର ସଂପୂର୍ଣ୍ଣ ତଥ୍ୟ ଆୟକର ବିଭାଗ ଦେଇ ନଥିବା ବେଳେ ପୂର୍ବମାସ ୩ ଶହ କୋଟି ଟଙ୍କାର ସଂପତ୍ତି ଜବତ ହୋଇଥିବା ସୂଚନା ମିଳିଥିଲା