-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
08-Oct-2020
*କେନ୍ଦ୍ରମନ୍ତ୍ରୀ ରାମ ବିଲାଶ ପାଶ୍ୱାନଙ୍କର ପରଲୋକ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ସେ ଖାଦ୍ୟଯୋଗାଣ ମନ୍ତ୍ରୀ ଦାୟିତ୍ୱ ତୁଲାଉଥିଲେ।*ଗତବର୍ଷ ରାଜନୈତିକ ଜୀବନରେ ୫୦ ବର୍ଷ ପୂରଣ କରିଥିଲେ । ଭିପି ସିଂହ, ଦେବେଗୌଡ଼ା, ଗୁଜରାଲ ସରକାରରେ ମନ୍ତ୍ରୀ ଥିଲେ । ବାଜପେୟୀ, ମନମୋହନ ଓ ମୋଦି ସରକାରରେ ବି ମନ୍ତ୍ରୀ ଥିଲେ
୬ ଜଣ ପ୍ରଧାନମନ୍ତ୍ରୀଙ୍କ ସମୟରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ ରାମବିଳାସ । ଏବେ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଥିଲେ । ଲୋକ ଜନଶକ୍ତି ପାର୍ଟିର ସଭାପତି ଥିଲେ ରାମବିଳାସ ପାସୱାନ* କେନ୍ଦ୍ର ମନ୍ତ୍ରୀ RamVilasPaswan ଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶୋକ ପ୍ରକାଶ ।