-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
08-Oct-2020
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍ବାମ-ସ୍ତ୍ରୀଙ୍କ ମୃତ୍ୟୁ। ହଳଦିଆପଦର ଛକ ଜାତୀୟ ରାଜପଥ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୁଖ୍ୟ ରାସ୍ତାରେ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ପଡି ରହିଛି।ବାଇକରେ ଯିବା ସମୟରେ ସ୍ବାମୀ-ସ୍ତ୍ରୀଙ୍କୁ ଅଜଣା ଗାଡି ଚାପି ଦେଇଥିବା ସୂଚନା ମିଳିଛି। କନିଷି ଠାରୁ ବ୍ରହ୍ମପୁର ଅଭିମୁଖେ ମୋଟରସାଇକେଲରେ ଯାଉଥିବା ବେଳେ ଏହି ମର୍ମନ୍ତୁଦ ସଡ଼କ ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ୍ ପହିଁଞ୍ଚି ସ୍ବାମୀ-ସ୍ତ୍ରୀଙ୍କ ଶବକୁ ଜବତ କରିବା ସହ ପୋଷ୍ଟମୋର୍ଟମ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି!!*