-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||     

HOME   ରାଜ୍ୟ

ବିଜେପୁରରେ ଧାନ ହେରଫେର : ମଣ୍ତିରେ ଚଢ଼ଉ, ୮୮ କ୍ବିଣ୍ଟାଲ ଧାନ ଜବତ

15-Jan-2021



ବିଜେପୁର (ପ୍ରେରଣା ଖବର): ବରଗଡ଼ ଜିଲ୍ଲା ବିଜେପୁର ବ୍ଳକର ଧାନ ମଣ୍ତିଗୁଡିକ ବେପାରୀଙ୍କ କବଜାରେ। ଏଠାରେ ବ୍ୟାପକ ଧାନ ହେ‌ରଫେର ଘଟଣା ସାମନାକୁ ଆସିଛି। ଏମ୍.ଶ୍ରୀଗିଡା ସମବାୟ ସମିତି ଅନ୍ତର୍ଗତ ବଲଣ୍ତା ମଣ୍ତିରେ ଗୁରୁବାର ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ ହୋଇଛି। ସେଠାରୁ ୮୮ କ୍ବିଣ୍ଟାଲ ଧାନ ଜବତ ହୋଇଛି। ବିଭାଗୀୟ ଯୁଗ୍ମ ନିେର୍ଦ୍ଦଶକ ଅଜିତ ପାତ୍ର, ଏସିଏସଓ ଦେବବ୍ରତ ମହାପାତ୍ର ଏମ୍‌. ଶ୍ରିଗିଡ଼ା ମଣ୍ତିରେ ଚଢାଉ କରି କାଗଜପତ୍ର ଓ ପଡ଼ି ରହିଥିବା ଧାନ ଯାଂଚ ବେଳେ ୮୮.୮୫ କ୍ବିଣ୍ଟାଲ ଧାନ ବଳକା ରହିଯାଇଥିବା ଜାଣିବାକୁ ପାଇଥିଲେ। ପୂର୍ବରୁ ଉକ୍ତ ପରିମାଣର ଧାନକୁ ପାର୍ବତୀ ଦେବୀ ରାଇସ ମିଲ୍‌ ନାମରେ ଇସ୍ୟୁ ହୋଇଥିବା ବେଳେ ମିଲ୍‌ ମାଲିକ ଧାନ ଉଠାଇ ଥିବା କହିଥିଲେ। ତଥାପି ପଡ଼ି ରହିଥିବା ଧାନର କେହି ଦାବିଦାର ନଥିଲେ। ଫଳରେ ଉକ୍ତ ଧାନକୁ ତ୍ରିବେଣୀ ଫୁଡ ପ୍ରଡକ୍ଟକୁ ହସ୍ତାନ୍ତର କରାଯାଇଛି। ଚଢଉ ବେଳେ ବରଗଡ଼ ସିଏସ୍‌ଓ ଦାଶରଥି ସୋରେନ, ଏସିଏସ୍‌ଓ ଦିବ୍ୟ ସିଂ ବଡମାଲି, ଯୋଗାଣ ନିରୀକ୍ଷକ ପ୍ରମୋଦ ପଣ୍ତା, ଅତାବିରା ନିରୀକ୍ଷକ ବିଶ୍ବରଂଜନ ସାହୁ ଓ ବିଜେପୁରର ପ୍ରମିଲା ତିର୍କି, ଏସିଏସ୍‌ଓ ଶମ୍ଭୁ ପ୍ରସାଦ ହରିପାଲ ସାମିଲ ଥିଲେ। ସୂଚନା ଯୋଗ୍ୟ, ଏମ୍.ଶ୍ରିଗିଡା ମଣ୍ତିରେ ପ୍ରାୟ ୬୯୯ ଜଣ ଚାଷୀଙ୍କ ୩୫,୭୩୫ କ୍ବିଣ୍ଟାଲ ଧାନ ଉଠିଥିବା ବେଲେ ୨୯୭ଜଣ ଚାଷୀଙ୍କ ୩୦,୯୯୬ କ୍ବିଣ୍ଟାଲ ଧାନ ପଡ଼ି ରହିଛି। ମଣ୍ତିର ମୋଟ ୩୦ ଜଣ ଚାଷୀଙ୍କ ଟୋକନ୍‌ ବାତିଲ ହୋଇଛି। ଏବେ କୌଣସି ମିଲ୍‌ ସହିତ ଟ୍ୟାଗ ନଥିବାରୁ ୪ ଦିନ ହେଲା ଅଚଳାବସ୍ଥା ଲାଗି ରହିଛି। କେଉଁଟିପାଲି ପେକ୍ସରେ ୬୩୪ ଚାଷୀଙ୍କ ୩୨,୩୦୨ କ୍ବିଣ୍ଟାଲ ଧାନ ଉଠିଥିବା ବେଲେ ୧୭ହଜାର କ୍ବିଣ୍ଟାଲ ପଡ଼ି ରହିଛି। ଲାଉମୁଣ୍ତା ପେକ୍ସରେ ୧୩୩ଜଣ ଚାଷୀଙ୍କ ୬,୪୫୧ କ୍ବିଣ୍ଟାଲ ଉଠିଛି ଓ ୩୩ ଚାଷୀଙ୍କ ୧୨ କ୍ବିଣ୍ଟାଲ ପଡ଼ି ରହିଛି। ଅର୍ଡା ମଣ୍ତିରେ ୭୩ ଚାଷୀଙ୍କ ୮୧୪୧ ପାକେଟ ଧାନ ଉଠି ପାରିନାହିଁ। ଯଦ୍ବାରା ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଣେ ମଣ୍ତିରେ ବସ୍ତା ବସ୍ତା ଧାନ ପଡ଼ି ରହିଛି। ପ୍ରଶାସନକୁ ଅବଗତ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଖରିଫ ଧାନ ବିକ୍ରୟ ପାଇଁ ବିଜେପୁର ବ୍ଳକ ଅନ୍ତର୍ଗତ ୧୧ଟି ମଣ୍ତି ଖୋଲିଛି। ହେଲେ ଧାନ ବିକ୍ରି ଠିକ୍‌ ଭାବରେ ହୋଇପାରି ନାହିଁ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026

You Might Also Like