-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||     

HOME   ଜିଲ୍ଲା

ସପ୍ତାହ ହେବ ମଣ୍ଡିରେ ଶୀତକାକରରେ ଧାନ ଧରି ଜଗି ବସିଛି ଚାଷୀ

15-Jan-2021



ଜୟପୁର (ପ୍ରେରଣା ଖବର): ଖରା, ବର୍ଷା, ଶୀତ କାକରରେ ଜମିରେ ଖଟି ଧାନ ଅମଳ କରିଥିଲୁ। ବ୍ୟାଙ୍କ, ଲ୍ୟାମ୍ପ ଓ ହାତଉଧାର, ମହାଜନ, ବିହନ ଓସାର ବେପାରୀଙ୍କ ଠାରୁ ଧାର ଆଣି ଚାଷ କରିଥିଲୁ। ଦୀର୍ଘ ୧୦ବର୍ଷ ମଧ୍ୟରେ ଏଭଳି ଖରାଫ ସମୟ କେବେ ଦେଖି ନାହୁଁ। ଗତ ୭ଦିନ ହେବ ଉପରୋକ୍ତ ଚାଷୀ ମାନେ ପଲକାପୁଟ, ଟାଙ୍କୁଆ, ବଡଜିଉନା, ଅନ୍ତା ଆଦି ମଣ୍ଡିରେ ଧାନ ଜମା କରି ଜଗି ବସି ରହିଛନ୍ତି। ଟୋକେନରେ ଯେଉଁ ତାରିଖରେ ଧାନ କିଣାଯିବାର ଥିଲା କାର୍ଯ୍ୟକାରୀ ସଂସ୍ଥା ସେ ଦିନ କିଣି ନଥିଲେ। ଏବେ ଟାର୍ଗେଟ୍ ସରିଗଲା ବୋଲି କହୁଛନ୍ତି। ୧୫ରେ ସ୍ବତନ୍ତ୍ର ଦଳ ଯାଂଚ ପରେ ହିଁ ଧାନ ନିଆଯିବ ବୋଲି କହୁଛନ୍ତି। ଧାନ ଯଦି ସରକାର ନ ନେବେ ତେବେ ଆମେ ବାଧ୍ୟ ହୋଇ ଦଲାଲ ଓ ମଧ୍ୟସ୍ଥିଙ୍କ ନିକଟରେ ୧୩୫୦ ରୁ ୧୪୦୦ଟଙ୍କା ମଧ୍ୟରେ ବିକ୍ରୀ କରିବାକୁ ବାଧ୍ୟ ହେବୁ। ଅଭାବି ବିକ୍ରିର ଶୀକାର ହେବୁ। ଏହି ସ୍ଥିତିରେ କିଭଳି ଋଣ ଟଙ୍କା ପରିଶୋଧ କରିବୁ। କଣ ଖାଇବୁ, ବର୍ଷ ତମାମ ପରିବାର କିଭଳି ବଂଚିବ ବୋଲି କହିଛନ୍ତି ଚାଷୀ ସୁରେନ୍ଦ୍ର ଅମନାତ୍ୟ, ବୁଦୁ ପରଜା, ଚମ୍ପା ମୁଦୁଲି। ଠିକଣା ସମୟରେ ବିହନ କିମ୍ବା ସାର ମିଳିଲାନି। ତଥାଫି ଧାର ଉଧାର, ବିହନ ଓ ସାର ବେପାରୀଙ୍କ ଠାରୁ ବିହନ ଓ ଧାନ ବିଳମ୍ବରେ ଆଣି ଚାଷ କରିଥିଲି। ଏବେ ଟୋକେନ୍ ମିଳିନି। କଣ କରିବୁ, କିଭଳି ଧାର ସୁଝିବୁ। ଦଲାଲ ମାନେ କମ୍ ଦରରେ ଧାନ ମାଗୁଛନ୍ତି। ଟୋକେନ୍ ନଥିଲେ ଧାନ ଯଦି ସରକାର କିଣିବେ ନାହିଁ ତେବେ ତାଙ୍କୁ ବିକିବୁ। ଏହି ସ୍ଥିତି ଲାଗି ରହିଲେ ଚାଷୀ ମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ପୁରଷତି ପୁଜାରୀ, ଭଦ୍ର ନାୟକ, ସୁବାସ ପେଣ୍ଟିଆ, ବୈଦ୍ୟ ଭତ୍ରା, ନବୀନ ହରିଜନ। ପ୍ରକାଶ ଯୋଗ୍ୟ, ଚଳିତ ବର୍ଷ ଖରିଫ ମଣ୍ଡି ଖୁବ ଶାନ୍ତି ଶୃଙ୍ଖଳାର ସହ ଚାଳିଥିଲା। ଚାଷୀ, କାର୍ଯ୍ୟକାରୀ ସଂସ୍ଥା ଲ୍ୟାମ୍ପ, ମହିଳା ସ୍ବୟଂ ସହାୟକ ଦଳ, ପାଣିପଂଚାୟତ ଓ ମିଲର ମାନଙ୍କ ମଧ୍ୟରେ ସଲାସୁତରା ହୋଇ କଟନିଛଟନିରେ ଧାନ କିଣା ଚାଳିଥିଲା। ତେବେ ଚାଷୀ ମାନେ ଶାନ୍ତିରେ ଧାନ ମଣ୍ଡିରେ ବିକ୍ରୀ କରୁଥିଲେ। ଏଥିରେ କେଁ ପୁରାଇଛି ସରକାର। ପଂଜୀକୃତ ଚାଷୀଙ୍କ ସଂଖ୍ୟା, ଜମିର ପରିମାଣ ଓ ଅମଳ ହେବାକୁ ଥିବା ଧାନ ସଂପର୍କରେ ଜାଣି ସୁଦ୍ଧା ରାଜ୍ୟ ସରକାର ଧାନ କିଣା ଟାର୍ଗେଟ ଆଉ ଜିଲ୍ଲା ଯୋଗାଣ ବିଭାଗକୁ ଦେଇନଥିଲେ। ଅନ୍ୟ ପକ୍ଷରେ ଏହାରି ମଧ୍ୟରେ ବହୁ ଚାଷୀଙ୍କୁ ଟୋକେନ୍ ବି ଇସ୍ୟୁ କରାଯାଇଛି। ଜିଲ୍ଲାରେ ଥିବା ୧୦୩ଟି ମଣ୍ଡିରୁ ୨୩ହଜାର ୪୧୨ଜଣ ଚାଷୀଙ୍କ ଠାରୁ ରାଜ୍ୟ ସରକାର ୨୦ଲକ୍ଷ ୮୦ହଜାର କୁଇଣ୍ଟାଲ ଧାନ କିଣିଛି। ଏବେ ବି ୯ଲକ୍ଷ କୁଇଣ୍ଟାଲ ଧାନ ଚାଷୀଙ୍କ ନିକଟରେ ରହିଛି। କିଛି ଚାଷୀଙ୍କୁ ଟୋକେନ୍ ଇସ୍ୟୁ କରାଯାଇଛି, କିନ୍ତୁ ଧାନ କିଣାଯାଇନି। ଆଉ ବହୁ ଚାଷୀଙ୍କୁ ଟାର୍ଗେଟ ବିବାଦ ପରେ ଟୋକେନ୍ ମିଳି ପାରିନି,କିନ୍ତୁ ସେମାନଙ୍କ ଠାରେ ଧାନ ମହଜୁଦ ଅଛି। ଏଭଳି ଜିଲ୍ଲାରେ ୯ଲକ୍ଷ କୁଇଣ୍ଟାଲ ଧାନ ଚାଷୀଙ୍କ ନିକଟରେ ରହିଥିବା ପ୍ରଥମିକ ଆକଳନରୁ ଜଣା ପଡ଼ୁଛି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ। ଟୋକେନ୍ ପାଇଥିବା ଚାଷୀ ମାନେ ୧୫ତାରିଖ ସୁଦ୍ଧା ୧୪ଟି ବ୍ଲକର ୧୦୩ଟି ମଣ୍ଡିରେ ଧାନ ଜମା କରି ରଖିବାକୁ ଜିଲ୍ଲାପ୍ରଶାସନ ନିର୍ଦେଶ ଜାରୀ କରିଥିଲା। ଏହି ୧୦୩ଟି ମଣ୍ଡିକୁ ପ୍ରଶାସନର ବ୍ଲକ ଓ ରାଜସ୍ବବିଭାଗର କର୍ମଚାରୀଙ୍କୁ ନେଇ ଗଠନ କରାଯାଇଥିବା ୧୦୩ଟି ସ୍ବତନ୍ତ୍ର ଦଳ ଯାଇ କେତେ ଧାନ ମଣ୍ଡି ଗୁଡ଼ିକରେ ଗଚ୍ଛିତ ରହିଛି ତାହାର ରିପୋର୍ଟ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ଯୋଗାଣ ବିଭାଗକୁ ଦେବେ। ଏହି ୧୦୩ଟି ଦଳକୁ ବିଡିଓ ଓ ତହସିଲଦାର ମାନେ ସୁପରଭାଇଜ କରିବା ଯୋଜନା ରହିଛି ବୋଲି କହିଛନ୍ତି ଜିଲ୍ଲାଯୋଗାଣ ଅଧିକାରୀ। ଏହି ରିପୋର୍ଟକୁ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିବା ପରେ ନୂଆ ଟାର୍ଗେଟ୍ ଆସିବା ପରେ ଧାନ କିଣାଯିବ। ତେବେ ବହୁ ଚାଷୀ ଟୋକେନ୍ ପାଇ ନଥିବା ଏବଂ ସେମାନଙ୍କ ନିକଟରେ ଧାନ ରହିଥିବା ସଂପର୍କରେ ବି ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ତେବେ ରାଜ୍ୟ ସରକାର ଟୋକେନ୍ ନ ପାଇ ଘରେ ଧାନ ଥିବା ଚାଷୀଙ୍କୁ ଟୋକେନ୍ ନ ଦେଲେ ଆଗାମୀ ଦିନରେ ବଡ଼ ଧରଣର ସମସ୍ୟାକୁ ବି ଏଡ଼ାଇ ହେବ ନାହିଁ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026

You Might Also Like