-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
13-Jan-2025
ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ବିଛୁବାହାଲି ଗ୍ରାମର ସ୍କୁଲ ଯିବା ରାସ୍ତା କଡ଼ରୁ ବିଦ୍ୟୁତ ଖୁଣ୍ଟରୁ ଟେନ୍ସଫର୍ମର ଚୋରି ହେଇ ଯାଇ ଥିବା ଅଭିଯୋଗ ହୋଇଛି l ବିଦ୍ୟୁତ ବିଭାଗ ର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚୋରି ବିଷୟରେ ଜଣାଇ ଦିଆଯାଇଛି l କିଛି ଦିନ ତଳେ ଆଉ ଏକ ଗାଁ ରୁ ମଧ୍ୟ ଅନୁରୂପ ଭାବେ ଟ୍ରାନ୍ସଫର୍ମର ଚୋରି ହେଇ ଥିବା ଘଟଣା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ପୋଲିସ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି l
( ତ୍ରିନାଥ ବାଗଙ୍କ ରିପୋର୍ଟ )