-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||     

HOME   ରାଜନୀତି

ଆଠ ଘଣ୍ଟା ବଦଳରେ ଏବେ ବାର ଘଣ୍ଟା କରିବାକୁ ପଡିବ ଡିଉଟି

11-Jan-2021



ଭୁବନେଶ୍ୱର,(ଶୁଭାଶିଷ ନାୟକ):ବଦଳିଲା ନିୟମ , ଏପ୍ରିଲରୁ କର୍ମଚାରୀ କରିବେ ୧୨ ଘଣ୍ଟା କାର୍ଯ୍ୟ ।OSCH କୋଡ ଡ୍ରାଫ୍ଟ ନିୟମରେ  ମଧ୍ୟ ୧୫ ରୁ ୩୦ ମିନିଟ ମଧ୍ୟରେ ସର୍ବାଧିକ କାର୍ଯ୍ୟକୁ ମଧ୍ୟ ୩୦ ମିନିଟ ଗଣନା କରି ଓଭର ଟାଇମରେ ସାମିଲ କରିବାର ନିୟମ ରହିଛି ।

ଚଳିତ ବର୍ଷ ଏପ୍ରିଲ ୧ ରୁ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି, ପିଏଫ(PF) ଓ କାର୍ଯ୍ୟ ସମୟ ମଧ୍ୟରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ । କର୍ମଚାରୀମାନଙ୍କ ଗ୍ରାଚ୍ୟୁଇଟି ଓ ପ୍ରୋଭିଡେଣ୍ଟ୍ ଫଣ୍ଡ (PF) ଆଇଟମରେ ବଡଧରଣର ବୃଦ୍ଧି ହେବ । ଏହି ସମୟରେ ଟେକ୍ ହୋମ ସାଲାରି ହ୍ରାସ ପାଇବ । ଏପରିକି କମ୍ପାନୀର ବାଲାନ୍ସ ସିଟ ମଧ୍ୟ ପ୍ରଭାବିତ ହୋଇପାରେ । ଏହାର କାରଣ ହେଉଛି ଗତ ବର୍ଷ ସଂସଦରେ ପାରିତ ହୋଇଥିବା ତିନୋଟି ମଜୁରୀ କୋଡ ବିଲ ( code of wage bill) । ଏହି ବିଲ ଚଳିତ ବର୍ଷ ଏପ୍ରିଲ ୧ରୁ ଲାଗୁ ହେବାର ସମ୍ଭାବନା ରହିଛି ।

   ମଜୁରୀର ନୂତନ ସଂଜ୍ଞା ଅନୁଯାୟୀ ଭତ୍ତା ମୋଟ ବେତନର ସର୍ବାଧିକ ୫୦ ପ୍ରତିଶତ ହେବ । ଏହାର ଅର୍ଥ ହେଉଛି ଏପ୍ରିଲରୁ ମୂଳ ବେତନ ମୋଟ ବେତନର ୫୦ ପ୍ରତିଶତ କିମ୍ବା ତା ଠାରୁ ଅଧିକା ହେବା ଉଚିତ୍ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶରେ ୭୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଏହି ଉପାୟରେ ଶ୍ରମ ଆଇନରେ ପରିବର୍ତ୍ତନ କରାଯାଉଛି । ସରକାର ଏହା ଦାବି କରିଛନ୍ତି ଯେ, ଉଭୟ ନିଯୁକ୍ତିଦାତା ଓ ଶ୍ରମିକଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ ।

   ଏହି ନିୟମ ଅନୁସାରେ ଦରମା ହ୍ରାସ ପାଇବ ଓ PF ବୃଦ୍ଧି ପାଇବ । ନୂତନ ଡ୍ରାଫ୍ଟ ନିୟମ ଅନୁଯାୟୀ ,ମୌଳିକ ଦରମା ମୋଟ ବେତନର ୫୦ ପ୍ରତିଶତ କିମ୍ବା ଅଧିକ ହେବା ଉଚିତ୍ । ଏଥିଯୋଗୁଁ  ଅଧିକାଂଶ କର୍ମଚାରୀଙ୍କ ବେତନ ସଂରଚନା ପରିବର୍ତ୍ତନ ହେବ, କାରଣ ବେତନର ଅଣ- ଭତ୍ତା ଅଂଶ ସାଧାରଣତଃ ମୋଟ ବେତନର ୫୦%ରୁ କମ ଅଟେ । ଏଥି ସହିତ ମୋଟ ବେତନରେ ଭତ୍ତାରେ ଅଂଶ ଅଧିକ ହୋଇଯାଏ । ମୌଳିକ ଦରମା ବୃଦ୍ଧି ଦ୍ଵାରା PF  ବୃଦ୍ଧି ହେବ , ଯାହାର ଅର୍ଥ ହେଉଛି ଟେକ୍ - ହୋମ କିମ୍ବା ଅନ ହ୍ୟାଣ୍ଡ ପେରେ ଦରମା ହ୍ରାସ ହେବ ।

  ଗ୍ରାଚ୍ୟୁଇଟି ଏବଂ PF ର ଆବେଦନରେ ବୃଦ୍ଧି ଯୋଗୁଁ ଅବସର ପରେ ମିଳୁଥିବା ରାଶିରେ ବୃଦ୍ଧି ହେବ । ତେଣୁ ଉଚ୍ଚ ବେତନ ପ୍ରାପ୍ତ ଅଧିକାରୀଙ୍କ ବେତନ ସରଂଚନା ସର୍ବାଧିକ ପରିବର୍ତ୍ତନ ହେବା ସହ ଏମାନେ ଅଧିକ ପ୍ରଭାବିତ ହେବେ । PF ଓ ଗ୍ରାଚ୍ୟୁଇଟି ବୃଦ୍ଧି ହେବା ଦ୍ୱାରା କମ୍ପାନୀ ଗୁଡ଼ିକର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ । କାରଣ ସେମାନଙ୍କୁ ମଧ୍ୟ କର୍ମଚାରୀଙ୍କ ପାଇଁ PF ରେ ଅଧିକ ଅବଦାନ ଦେବାକୁ ପଡ଼ିବ । କମ୍ପାନୀ ଗୁଡ଼ିକର ବାଲାନ୍ସ ସିଟ ମଧ୍ୟ ଏହି କାରଣରୁ ପ୍ରଭାବିତ ହେବ ।

  ନୂତନ ଡ୍ରାଫ୍ଟ ଆଇନ ସର୍ବାଧିକ କାର୍ଯ୍ୟ ସମୟକୁ ୧୨ଘଣ୍ଟା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି । OSCH କୋଡ ଡ୍ରାଫ୍ଟ ନିୟମରେ  ମଧ୍ୟ ୧୫ ରୁ ୩୦ ମିନିଟ ମଧ୍ୟରେ ସର୍ବାଧିକ କାର୍ଯ୍ୟକୁ ମଧ୍ୟ ୩୦ ମିନିଟ ଗଣନା କରି ଓଭର ଟାଇମରେ ସାମିଲ କରିବାର ନିୟମ ରହିଛି ।  ପ୍ରଚଳିତ ନିୟମରେ ୩୦ ମିନିଟରୁ କମ୍ ସମୟରେ ଓଭର୍ ଟାଇମ ଯୋଗ୍ୟ ବିବେଚିତ ହେବ ନାହିଁ। ଡ୍ରାଫ୍ଟ ନିୟମ ଅନୁସାରେ କୌଣସି କର୍ମଚାରୀଙ୍କୁ ୫ ଘଣ୍ଟାରୁ ଅଧିକ ସମୟ ପାଇଁ ନିରନ୍ତର କାର୍ଯ୍ୟ କରିବାକୁ ବାରଣ କରାଯାଇଛି । କର୍ମଚାରୀ ମାନଙ୍କୁ ପ୍ରତି ୫ ଘଣ୍ଟା ପରେ ଅଧଘଣ୍ଟା ବିଶ୍ରାମ ଦେବା ପାଇଁ ନିର୍ଦ୍ଦେଶାନାମା ମଧ୍ୟ ଡ୍ରାଫ୍ଟ ନିୟମରେ ଅନ୍ତର୍ଭୁକ୍ତ କରାଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026
  ରାଜ୍ୟ  
ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା   13-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026

You Might Also Like