-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||     

HOME   ରାଜ୍ୟ

ଜେଲ ଗଲେ କୁବେର ସିଏସଓ ସୁରେଶ କୁମାର ପାଣିଗ୍ରାହୀ

21-Nov-2024



ବଲାଙ୍ଗୀର (ଚିତ୍ରସେନ ବେହେରା): ଜେଲ୍ ଗଲେ  କୁବେର ସିଏସଓ ସୁରେଶ କୁମାର ପାଣିଗ୍ରାହୀ। ଆୟଠାରୁ ଅଧିକ ୨୮୦ ପ୍ରତିଶତ ସଂମ୍ପତ୍ତି ଠୁଳ କରିଛନ୍ତି ସୋନପୁରର ଏହି କୁବେର ସିଏସଓ। ଗତକାଲି ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ,ସୋନପୁର,ବଲାଙ୍ଗିର ଓ ଭୁବନେଶ୍ବର ସମେତ ଏକକାଳିନ ୧୧ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ। ୧ କୋଟି ୭୨ ଲକ୍ଷ ଟଙ୍କାର ମ୍ୟୁଚୁଆଲ ଫଣ୍ଡ,ବ୍ୟାଙ୍କ ଇନସ୍ୟୁରାନ୍ସ, ବ୍ୟାଙ୍କବାଲାନ୍ସ ରହିଛି। ,ପ୍ରାୟ ୮ ଲକ୍ଷ ଟଙ୍କାର ସୁନାଗହଣା,ଘରୁ ନଗଦ ୧ଲକ୍ଷ ୪୯ ହଜାର ଜବତ ହୋଇଛି। ଏହାସହ ବରଗଡ ବିଜେପୁରରେ ଥିବା ୪ ଏକର ଫାର୍ମହାଉସ ଠାବ ହୋଇଛି। ବଲାଙ୍ଗିର ଏସବିଆଇ ବ୍ୟାଙ୍କରେ ଏକ ଲକର ମଧ୍ୟ ରହିଛି ଏହି କୁବେର ସିଏସଓଙ୍କ ନାମରେ। ତେବେ ଏତେ ଟଙ୍କାର ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ ଟିମ୍। 
ସୋନପୁରରେ ୧୯୯୪ ମସିହାରେ ଯୋଗାଣ ବିଭାଗରେ ଇନିସ୍ପେକଟର ଭାବେ ଚାକିରି ଆରମ୍ଭ କରିଥିଲେ ସୁରେଶ କୁମାରଂପାଣିଗ୍ରାହୀ। ସମାନ ପୋଷ୍ଟରେ ସମ୍ବଲ ପୁର୍,ବରଗଡ,ନୂଆପଡା ଓ ବଲାଙ୍ଗିରରେ ଚିକିରି କରିଥିଲେ। ବଲାଙ୍ଗିରରେ ୨୦୧୨ ମସିହାରେ ପଦୋନ୍ନତି ପାଇ ଏସିଏସଓ ହୋଇଥିଲେ। ପରେ ୨୦୨୦  ମସିହାରେ କଲାହାଣ୍ଡି ଜିଲ୍ଲାରେ ସିଏସଓ ଭାବେ କାର୍ଯ୍ୟ କରିଥିଲେ। ପରେ ବର୍ଷେପରେ ୨୦୨୧ମସିହାରେ ସୋନପୁର ଜିଲ୍ଲାରେ ସିଏସଓ ଭାବେ କାର୍ଯ୍ୟକରୁଥିଲେ। ତାଙ୍କର ସଂମ୍ପୁର୍ଣ୍ଣ ୧୯ଟି ପ୍ଲଟ,୩ଟି ଭୁଭନେଶ୍ବର ମୁଖ୍ୟ ସ୍ଥାନରେ ଫ୍ଲାଟ ରହିଛି। ୪ଟି ସମ୍ବଲପୁରରେ ମଧ୍ୟ ପ୍ଲଟ ରହିଛି। ୧୦ଟି ପ୍ଲଟ ବିଜେପୁରରେ ରହିଛି। ବରଗଡ ଓ ବଲାଙ୍ଗିରରେ ଗୋଟିଏ ଗୋଟିଏ ପ୍ଲଟ ଠାବ ହୋଇଛି। ଏହାସହ ତାଙ୍କ ଭାଇଙ୍କ ନାମରେ ଏକ ପେଟ୍ରୋଲ ପମ୍ପ,ଗୋଟିଏ ଫ୍ଲାଏଆସ ଇଟା ଫେକ୍ଟରୀ ମଧ୍ୟ ରହିଛି। ମୋଟ ଉପରେ ଆୟଠାରୁ ୨୮୦ ପ୍ରତିଶତ ଆୟବର୍ହିଭୁତ ସମ୍ପତ୍ତି ଥିବା ଜଣାପଡିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026

You Might Also Like