-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
06-Jan-2021
ଅନୁଗୁଳ(ଲକ୍ଷ୍ମୀଧର କବି) - ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ଡରେ ଛଡାଗଲା ଘଡିଆଳ କୁମ୍ଭୀର । 3 ଟି ଅଣ୍ଡିରା ଓ 3 ଟି ମାଈ ଘଡ଼ିଆଳକୁ ଆଠମଲ୍ଲିକ ବନଖଣ୍ଡ ସୁନାଖଣି ଖଣିଠାରେ ଛଡ଼ାଗଲା । ୱାଇଲ୍ଡ ଲାଇଫ ପିସିସିଏଫ୍ ହରି ଶଙ୍କର ଉପାଧ୍ୟାୟଙ୍କ ଉପସ୍ଥିତି ରେ ଘଡିଆଲ ଵଂଶ ବୃଦ୍ଧି ପାଇଁ ଗଣ୍ଡରେ ଛଡ଼ାଗଲା ଘଡ଼ିଆଳ କୁମ୍ଭୀର l ନନ୍ଦନକାନନରୁ ଅଣାଯାଇଥିଲା ଏହି ଘଡିଆଳ