-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
06-Oct-2024
ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ବାସୁଦେବ ନଗର ତୃତୀୟ ଲାଇନ ସ୍ଥିତ ଏକ ଆପାଟମେଣ୍ଟରେ ଚାଲି ଥିବାଜୁଆ ଆଡ୍ଡାରେ ବୈଦ୍ୟନାଥପୁର ଥାନା ଅଧିକାରୀଣି ସୁଚିତ୍ରା ପରିଡ଼ା ଙ୍କ ନେତୃତ୍ୱରେ ଚଢ଼ାଉ କରି ୬ଜୁଆଡ଼ିଙ୍କୁ ଗିରଫ କରି ୨ଲକ୍ଷ ୧୮ ହଜାର ୩୪୦ ଟଙ୍କା , ୬ଟି ମୋବାଇଲ ୩ଟି ମୋଟରସାଇକେଲ ଜବତ କରିଥିବା ନେଇ ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି ।
(କୈଳାଶ ଚନ୍ଦ୍ର ଚୌଧୁରୀଙ୍କ ରିପୋର୍ଟ)