-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ରାଜ୍ୟ

କାହା ଚାପରେ ପଡ଼ିଗଲେ କି ପୋଲିସ ? ପୁଲିସ କାର୍ଯ୍ୟାନୁଷ୍ଠାନଙ୍କୁ ନେଇ ଉଠିଛି ପ୍ରଶ୍ନ

04-Oct-2024



ବୌଦ୍ଧ/ମନମୁଣ୍ଡା:  ଆର ଆଇ ଓ ଅମିନ ପରୀକ୍ଷା ଚାଲିଥିବା କେନ୍ଦ୍ର ରେ ପୋଲିସର ଚଢାଉ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଦହ୍ୟା ସ୍ଥିତ ଓମ୍ କମ୍ପ୍ୟୁଟର କେନ୍ଦ୍ର ରେ ଚଢାଉ। ଜଣେ ନକଲି ମାଲିକଙ୍କ ଦ୍ଵାରା ଚାଲିଥିଲା କମ୍ପ୍ୟୁଟର ସେଣ୍ଟର୍ । ନକଲି ମାଲିକଙ୍କୁ ଗିରଫ ନକରି  ଛାଡିଦେଲା ମନମୁଣ୍ଡା ପୋଲିସ । ନକଲି ମାଲିକ ସୁବଳ କହଁର ଙ୍କୁ ଗିରଫ ନକରି ଛାଡିଦେଲା ପୋଲିସ । 

ଏଟାରେ ପ୍ରଶ୍ନ ଉଠୁଚିଯେ ପୋଲିସ୍ ଅଧିକାରୀ କାହା ଚାପରେ ପଡି ଗଲେକି ? 

ତାହାକୁ ନେଇ ଏବେ ବଡ ପ୍ରଶ୍ନ ।

ଗାତକାଲି ଓ ଆଜି ଏ ପରୀକ୍ଷାକୁ ପରିଚାଳନା କରୁଥିଲେ ଅତିରିକ୍ତ ତହସିଲଦାର । ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ ଦହ୍ୟା ଠାରେ ସରକାରଙ୍କ ପକ୍ଷରୁ ଅନୁମୋଦିତ ଓମ୍ କମ୍ପୁଟର ଏକାଡେମୀ ନାମକ ଏକ କେନ୍ଦ୍ରରେ ଆର ଆଇ  ଏବଂ ଅମୀନ ପରୀକ୍ଷା ଚାଲିଥିଲା । ଏହି କେନ୍ଦ୍ରରେ ପ୍ରଥମ ସିଫ୍ଟ ରେ ୩୭ ଜଣ ପରୀକ୍ଷାଥି ପରୀକ୍ଷା ଦେଉଥିବା ବେଳେ ଦିନ କୁ ତିନି ଟି ଶିଫ୍ଟରେ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେଉଥିଲେ l ଏହି ପରୀକ୍ଷା କୁ ବୌଦ୍ଧ ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳବେହେରା ପରିଚାଳନା କରୁଥିବା ବେଳେ ପରୀକ୍ଷା କେନ୍ଦ୍ର ରେ କମ୍ପ୍ୟୁଟର କେନ୍ଦ୍ର ର ଅସଲି ମାଲିକ ହେଉଛନ୍ତି ସମ୍ବିତ କୁମାର ବେହେରା କର ମଧ୍ୟ ଦେଖା ନାହିଁ । ହେଲେ ଏଠାରେ ଅସଲି ମାଲିକ ନ ରହି ପରିଚୟ ପତ୍ର ରେ ତାଙ୍କ ନାମ ବ୍ୟବହାର କରି ନିଜର ଫୋଟ ଲଗାଇ ସୁବଳ କହଁର ନାମକ ଜଣେ ବ୍ୟକ୍ତି ଏହି କେନ୍ଦ୍ରକୁ ଚଳାଇଥିଲେ। ଏ ନେଇ ମନମୁଣ୍ଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ପରୀକ୍ଷା କେନ୍ଦ୍ର ରେ ଚଢାଉ କରିଥିବା ବେଳେ ସେଠାରୁ ନକଲି ମାଲିକ ସୁବଳ କହଁର ଙ୍କୁ ଜାଲ ପରିଚୟ ପତ୍ର ସହିତ ଗିରଫ କରିଥିଲା , ଅସଲି କମ୍ପୁଟର ସେଣ୍ଟର୍ ର ମାଲିକ ସମ୍ବିଦ କୁମାର ବେହେରା ଙ୍କ ବିଷୟରେ ପୋଲିସ ପଚରାଉଚରା କରୁଥିବା ବେଳେ ଏ ଦିଗରେ ତଦନ୍ତ ଜାରି ରଖିଛି। ତେବେ ଏହି କେନ୍ଦ୍ର ବହୁ ସମୟ ଧରି ଏହି ନକଲି ମାଲିକ ଚଳାଇ ଆସୁଥିବା ସୂଚନା ମିଳିଛି।  ତେବେ ଏଠାରେ ଆର୍ ଆଇ ଅମିନ ପଦବୀ ପାଇଁ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷାକୁ ଖୋଦ୍ ବୌଦ୍ଧ ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳବେହେରା ପରିଚାଳନା କରିଥିଲେ ହେଁ କିଭଳି ଭାବେ କେନ୍ଦ୍ର ମାଲିକଙ୍କ ବିଷୟରେ ଜାଣି ପାରିଲେ ନାହିଁ ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like