-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ମା’ ତାରାତାରିଣୀଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ

03-Oct-2024



ବ୍ରହ୍ମପୁର ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରାଇପୁର ପଞ୍ଚାୟତ ର  ପୁଣ୍ୟତୋୟା ଋଷିକୁଲ୍ୟା ନଦୀ  ତଟ ଓ ରତ୍ନଗିରି  ପାହାଡ଼ ଉପରେ  ବିରାଜିତ ଗଞ୍ଜାମ ଜିଲ୍ଲା ର ଆରଧ୍ୟ ଦେବୀ ମା ତାରା ତାରିଣୀଙ୍କ ନବଦିନାତ୍ମକ  ପୁଜା ଆରମ୍ଭ ହୋଉଛି| ଏହା କେବଳ ବହୁତ ଭକ୍ତଙ୍କ ମାନସିକ, ପୁଜା, ଚଣ୍ଡୀପାଠ, ସହିତ  ମାଜଣା, ଅଖଣ୍ଡ ଦୀପ  ପାଇଁ  ଏହା ନବମ ଦିନ ପାଇଁ ପୁଜା ହେଉଛି |   କିନ୍ତୁ ଏହି ପୀଠରେ ଆଶ୍ୱିନ କୃଷ୍ଣ ମୂଳା ଷ୍ଟମୀ  ଠାରୁ ଏହି ପୁଜା ଆରମ୍ଭ ହୋଈ ଯାଇଛି  | ତେବେ ଷୋଡଶ ଦିନ ବ୍ୟାପି ଏହି ପୂଜାରେ ପ୍ରାୟ ୨୫ ଭାଗ ଭକ୍ତଙ୍କୁ ଛାଡିଦେଲେ ବାକି ୭୫ ଭାଗ ଭକ୍ତ  ୧୫ ଦିନ ଅପର ପକ୍ଷ ହେଉଥିବାରୁ  କେବଳଶୁକ୍ଳ ପକ୍ଷ ପ୍ରତିପାଦା ଠାରୁ ମହା ନବମୀ ପର୍ଯ୍ୟନ୍ତ  ଭକ୍ତ ମାନେ  ନିଘା,ନିଷ୍ଟା  ରେ  ଏହି ପୁଜା କୁ ପାଳନ କରି ମାଙ୍କ ଦର୍ଶନ କରିଥାନ୍ତି  | 

 ଏହାକୁ ଦୃଷ୍ଟିରେ ରଖୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଛତ୍ରପୁର ଉପଜିଲ୍ଲାପାଳ  ଦେବଦତ ମହନ୍ତ,   ପରିଚାଳନା ସଦସ୍ୟ ପ୍ରମୋଦ ପଣ୍ଡା, ମନ୍ଦିର କାର୍ଯ୍ୟ ନିର୍ବାହୀ  ଅଧିକାରୀ  ଟିକେ ରେଡିଙ୍କ ସହିତ ଅନ୍ୟ ବିଭାଗୀୟ ଅଧିକାରୀଓଥାନା ଏସ୍ଡ଼ିପିଓ ରଜନୀ କାନ୍ତ ସାମଲ, ଆଇ ଆଇସି  ବିପିନ ବିହାରୀ ହୋତା ଏବଂ ସେବାୟତ ମାନଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟ ସୁରୁଖୁରୁ ରେ ସମ୍ପର୍ଣ ପାଇଁ ଏକ ବୈଠକ କରାଯାଇ ଥିଲା  ଏହା ପୂର୍ବରୁ ଦୀପଘରେ ତିନି, ତିନି ଥର ନିଆଁ ଲାଗି  ଦୀପ ଘର ପୋଡି ଯାଇଥିବା ଯୋଗୁଁ ଏହିବର୍ଷ ଦୀପ ଘରେ ସତର୍କତା ଅବଲମ୍ବନ କରିବାକୁ ସେବାୟତମାନଙ୍କୁ କୁହାଯାଇଥିଲା । ପ୍ରତିପଦାଠାରୁ ମହାନବମୀ ପର୍ଯ୍ୟନ୍ତ ମା'ଙ୍କ ବିଭିନ୍ନ ବେଶ, ପୂଜା ଏବଂ ଭକ୍ତଙ୍କ ଭିଡ଼କୁ ପ୍ରଶମିତ କରିବା ଏବଂ ପୂଜା ସମୟରେ ଯେପରି କୌଣସି ଚୋରି , ଡକାୟତି ଭଳି ଘଟଣା ନ ଘଟେ ସେଥିପ୍ରତି ଗୁରୁତ୍ଵଦିଆଯାଇଛି। ପୁରୁଷୋତ୍ତମପୁର ଥାନା ପୁଲିସ ଷ୍ଟାଫ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି। ରୀତିନୀତି ଅନୁସାରେ ପୁରୋହିତମାନଙ୍କ ମନ୍ତ୍ର ଉଚ୍ଚାରଣରେ ମାଙ୍କ ଷୋଡଶ ଉପଚାର ପୁଜା, ଚଣ୍ଡୀପାଠ, ହୋମ ଓ ଅର୍ଣ୍ଣଭୋଗ କାର୍ଯ୍ୟ  ସମ୍ପାଦିତ କରାଯାଉଛି  |  ଏହି ଉତ୍ସବରେ ବିଭିନ୍ନ ସ୍ଥାନରୁ ବହୁ ଭକ୍ତ ମାଙ୍କ ପୂଜାର୍ଚନା ସହିତ ଭୋଗ, ରାଗ କରି  ଠାକୁରାଣୀଙ୍କୁ ପ୍ରତକ୍ଷ ଦର୍ଶନ କରି   ପ୍ରଣିପାତ କରିଥାନ୍ତି | 
  ମନ୍ଦିର ସେବାୟତ ସଂଘ ସଭାପତି ତପନ କୁମାର ରଣା, ମୁଖ୍ୟ ସେବାୟତ ବାପୁଜୀ ରଣାଙ୍କ ସମେତ ସବୁ ସେବାୟତ ମନ୍ଦିରର ନୀତିକାନ୍ତି ପ୍ରକାରେ ପୂଜାର୍ଜନ କରୁଛନ୍ତି I ଗଞ୍ଜାମ ଜିଲ୍ଲା ତଥା ବାହାରୁ ଆସୁଥିବା ଭକ୍ତଙ୍କ ମନୋରଥ ପୂର୍ଣ ସହିତ ଜଗତର କଲ୍ୟାଣ ପାଇଁ ଏହି ପୂଜା ହୋଇଥାଏ  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like