-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ଜିଲ୍ଲା

ନକଲି ଜାତିଗତ ତଦନ୍ତ ନିମନ୍ତେ ଅଭିଯୋଗ କରି ବ୍ଲାକ୍ ମେଲିଂ ଅଭିଯୋଗ

18-Sep-2024



ଭବାନୀପାଟଣା(ପ୍ରେରଣା ଖବର ବ୍ୟୁରୋ) କଳାହାଣ୍ଡି ଜିଲ୍ଲାରେ  ସରକାରୀ ଚାକିରୀ କରୁଥିବା ଶିକ୍ଷକ / ଶିକ୍ଷୟିତ୍ରୀ ଓ ବନ ବିଭାଗର ରେଞ୍ଜ ଅଧିକାରୀ ପ୍ରମୁଖଙ୍କ ବିରୋଧରେ ନକଲି ଆଦିବାସୀ/ ହରିଜନ ଜାତିଗତ ପ୍ରମାଣପତ୍ରର ତଦନ୍ତ ଅଭିଯୋଗ କରି କେତେକ ତଥାକଥିତ ଆଦିବାସୀ ନେତା ସମ୍ପୃକ୍ତ କର୍ମଚାରୀଙ୍କୁ ବ୍ଲାକ୍ ମେଲିଂ କରୁଥିବା ଅଭିଯୋଗ ପ୍ରକାଶ ପାଇଛି । ଏ ସମ୍ପର୍କରେ  ଏବେ ଏକ ଖବରକାଗଜରେ ଏକ ଖବର ପ୍ରକାଶ ପାଇଥିଲା । ଏସମ୍ପର୍କରେ ଆମ ଟିମ୍ ତଦନ୍ତ କରିବାରୁ ଉପରୋକ୍ତ ଚାଞ୍ଚଲ୍ୟକର ବ୍ଲାକ୍ ମେଲିଂ ଅଭିଯୋଗ ହସ୍ତଗତ ହୋଇଛି । 

ଉଲ୍ଲେଖନୀୟ ଯେ , ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ନିକଟରେ ଜିଲ୍ଲାର ଏଭଳି ନକଲି ଜାତିଗତ ପ୍ରମାଣ ପତ୍ର ବଳରେ ସରକାରୀ ଚାକିରୀ କରୁଥିବା ଅଭିଯୋଗ ହୋଇଥିଲା । ସେଇ ଅଭିଯୋଗ କ୍ରମେ ଜିଲ୍ଲାର ୯ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ, ଅବସରପ୍ରାପ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଓ ଜଣେ ବନ ବିଭାଗର ରେଞ୍ଜ ଅଧିକାରୀଙ୍କ ନାମରେ ଉକ୍ତ ଚିଠି ନମ୍ବର ଆଦି ଉଲ୍ଲେଖ କରାଯାଇ କଳାହାଣ୍ଡି ଏସ୍ ପି ଙ୍କ ପକ୍ଷରୁ ମଧ୍ୟ ତଦନ୍ତ କରାଯାଉଥିବା ପ୍ରକାଶ ପାଇଛି ।  ଏହାପରେ ଆମ ଟିମ୍ ପକ୍ଷରୁ ଏମାନଙ୍କ ମଧ୍ୟରୁ କେତେକଙ୍କୁ ଭେଟି ଏ ସମ୍ପର୍କରେ ପଚରାଯିବାରୁ ସେମାନେ ଏହା ପଛରେ କେତେକ ସ୍ବାର୍ଥନିଷ୍ଠ ବ୍ୟକ୍ତିବିଶେଷଙ୍କର ଟଙ୍କା ଦାବି କରି ବ୍ଲାକ୍ ମେଲିଂ କରୁଥିବା ଅଭିଯୋଗ ଆମର ହସ୍ତଗତ ହୋଇଛି । 

ଏଥିମଧ୍ୟରେ କଳାହାଣ୍ଡି ବନ ବିଭାଗ ଦକ୍ଷିଣାଞ୍ଚଳ ଡିଭିଜନର ବଗାଡ ରେଞ୍ଜ ଅଧିକାରୀ ଭବାନୀ ଶଙ୍କର କାଉରଙ୍କ କହିବା କଥା ଯେ, ସେ ଜଣେ ପ୍ରକୃତରେ ଆଦିବାସୀ ଓ ତାଙ୍କ ପଛରେ ତିନୋଟି ଦଳ ପକ୍ଷରୁ ବାରମ୍ବାର ଟଙ୍କା ପାଇଁ ଏଭଳି ଉଦ୍ଦେଶ୍ୟମୂଳକ ମିଥ୍ୟା ଅଭିଯୋଗ କରାଯାଇ ଆସୁଛି । ମୁଁ ଚାହେଁ ଯେ , ଏହାର ପ୍ରକୃତ ତଦନ୍ତ ହେଉ ଓ ଏଭଳି ଅଭିଯୋଗ ସବୁଦିନ ପାଇଁ ବନ୍ଦ ହେଇଯାଉ ।' ତେବେ ସେ କେତେଦୂର ସତ , ତଦନ୍ତ ସାପେକ୍ଷ । ଅନ୍ୟପକ୍ଷରେ ସେ ପ୍ରକୃତରେ ଆଦିବାସୀ ଜାତିର ନୁହଁନ୍ତି ଓ ତାଙ୍କ ଘର ଭବାନୀପାଟଣାର ପରଦେଶୀପଡାର ହରିଜନପଡାରେ ଓ ସେ ଜଣେ ହରିଜନଜାତିର ହୋଇଥିଲେ ହେଁ , ଆଦିବାସୀ ଜାତିକୋଟାରେ ସରକାରୀ ଚାକିରୀ ହାତେଇଥିବା ଓ ଏପରିକି ତାଙ୍କର ମାଟ୍ରିକ୍ ଶିକ୍ଷାଗତ ପ୍ରମାଣ ପତ୍ରରେ ମଧ୍ୟ ଜାଲିଆତି କରାଯାଇଥିବା ସ୍ଥାନୀୟଲୋକେ କହନ୍ତି । ଏ ସମ୍ପର୍କରେ ତାଙ୍କୁ ପଚରାଯାଇଥିଲେ ହେଁ, ସେ ଏହାକୁ ଅସ୍ବୀକାର କରନ୍ତି । 

ଦ୍ବିତୀୟତଃ ଜୟନ୍ତପୁର ଆଶ୍ରମସ୍କୁଲ୍ ର ପ୍ରଧାନଶିକ୍ଷୟିତ୍ରୀ ଅସୀମା ଦୋରାଙ୍କୁ ତାଙ୍କ ଜାତିଗତ ପ୍ରମାଣ ପତ୍ର ନକଲି କି ବୋଲି ପଚରାଯିବାରୁ ସେ ମଧ୍ୟ ତାଙ୍କ ବିରୋଧରେ କଳାହାଣ୍ଡି ର ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝି ଆର ଡି ସି ଙ୍କ ନିକଟରେ ଦ୍ବିତୀୟବାର ଏଭଳି ଅଭିଯୋଗ କରିଥିବା ଓ ଏହାପଛରେ ତାଙ୍କର ଉପରୋକ୍ତ ଟଙ୍କା ଉଦ୍ଦେଶ୍ୟ ରହିଥିବା କହିଛନ୍ତି । ସେ ଏହା ମଧ୍ୟ କରିଥିଲେ ଯେ , ଅଭିଯୋଗ ହେଉ । କିନ୍ତୁ ଏହାର ସତ୍ୟାସତ୍ୟ ତଦନ୍ତ ପରେ ଯାଇ ଗଣମାଧ୍ୟମରେ ବାହାରିବା କଥା । ଏହା ଏକ ମାନସିକ ନିର୍ଯାତନା ଛଡା ଆଉ କ'ଣ  ? ଆମ ଜାତି କଣ୍ଡାଦୋରା ଓ ଆମେ ଏସ୍ ଟି ଅଟୁଁ । ଅନେକ ସ୍ଥାନରେ ଆମର ଏଇ ଜାତି ଓ ସାଙ୍ଗିଆର ଲୋକେ ଏଇ ସରକାରୀ କୋଟାର ସୁବିଧା ନେଇଛନ୍ତି । ' ସେ ଜିଲ୍ଲାର ଜୟନ୍ତପୁର ଭଳି ଏକ ନିପଟ ପଲ୍ଲୀ ଗ୍ରାମାଞ୍ଚଳରେ ଆଦିବାସୀ କଲ୍ୟାଣ ବିଭାଗର ଏକ ଆଶ୍ରମସ୍କୁଲ୍ ବା କନ୍ୟାଶ୍ରମର ପ୍ରଧାନଶିକ୍ଷୟିତ୍ରୀ ଭାବରେ ଅବସ୍ଥାପିତା ଓ ଏହି ସ୍କୁଲରେ ମୋଟ ୩୮୧ ଜଣ ଅନ୍ତେବାସିନୀଙ୍କ ସମେତ ୪୪୭ ଜଣ ଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି । ଏଠାରେ ତାଙ୍କ ସହ ୧୩ ଜଣ ଶିକ୍ଷୟିତ୍ରୀ ଓ ୬ ଜଣ ଅନ୍ୟାନ୍ୟ ମହିଳା କର୍ମଚାରୀ ଥିଲେ ହେଁ , ରାତ୍ର ଜଗୁଆଳୀ ନଥିଲେ ହେଁ , ସେ ଏହାକୁ ସୂଚାରୁରୂପେ ପରିଚାଳନା କରୁଥିବା ଦେଖାଯାଇଛି । 

ସବୁଠାରୁ ଗୁରୁତର ବିଷୟ ଯେ, ଗତ ଜୁଲାଇ ମାସରେ ଜୁନାଗଡ କାନ୍ଦୁଗୁଡା ଗ୍ରାମ ନିବାସୀ ମନ ରଞ୍ଜନ ଭୋଇ ନାମକ ଜଣେ ପୁଲିସ୍ କର୍ମଚାରୀଙ୍କ ପକ୍ଷରୁ କଳାହାଣ୍ଡି ଆଦିବାସୀ ଚେତନା ମଞ୍ଚର ସଭାପତି ପରମାନନ୍ଦ ମାଝୀଙ୍କ ନିକଟକୁ ଲେଖିଥିବା ଏକ ଅଭିଯୋଗପତ୍ରର ନକଲ ଆମର ହସ୍ତଗତ ହୋଇଛି । ସେଥିରେ ସେ ତମ୍ବାଛଡା ଗ୍ରାମର କିଶୋର ଭୋଇ ଓ କଳାହାଣ୍ଡି ଆଦିବାସୀ ସଂଘର ସଭାପତି ହୃଦାନନ୍ଦ ମାଝି ନାମକ ୨ ଜଣ ତାଙ୍କଠାରୁ ଯଥାକ୍ରମେ ୪୦ ହଜାର ଓ ୮୦ ହଜାର ଟଙ୍କା ନେଇଥିବାର ଅଭିଯୋଗ କରାଯାଇଛି ।  ଏହା ବ୍ୟତୀତ ଆହୁରି ୧ଲକ୍ଷ ଟଙ୍କା ଦାବି କରି ଭବିଷ୍ୟତରେ ତାଙ୍କ ନାମରେ କେଶପତ୍ର କରିବୁ ନାହିଁ ଓ ଯଦି କିଛି ହୁଏ , ଆମେ ଦାୟୀ ରହିବୁ ବୋଲି ଆଶ୍ବାସନା ଦେଇଥିଲେ । ଏ ସମ୍ପର୍କରେ ଜୁନାଗଡ ତହସିଲଦାର ଓ ଥାନା ଆଇଆଇସି ତଦନ୍ତ ସାରିଥିବା ସେ ଉଲ୍ଲେଖ କରିଛନ୍ତି । କିନ୍ତୁ କେଉଁଥି ପାଇଁ ସେ ସେମାନଙ୍କୁ ଏତେ ଟଙ୍କା ଦେଇଥିଲେ , ଏହା ମଧ୍ୟ ଅନୁସନ୍ଧାନ ସାପେକ୍ଷ । ଏ ସମ୍ପର୍କରେ ଜିଲ୍ଲାରେ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ସରକାର ଦୃଷ୍ଟିଦେବାକୁ ଲୋକେ ଦାବି କରୁଛନ୍ତି । 

ତେବେ ଏ ସମ୍ପର୍କରେ ଉଦ୍ୟମ କରାଯାଇ ଥିଲେ ହେଁ , ଆଦିବାସୀନେତା ଓ ଅପର ପକ୍ଷର କିମ୍ବା ତଦନ୍ତକାରୀ ଅଧିକାରୀଙ୍କର ମତାମତ ନିଆଯାଇ ପାରିନାହିଁ । ତେବେ ଯଦି ଏହା ସତ୍ୟ ହୋଇଥାଏ, ସାଙ୍ଘାତିକ୍  !


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like

                                   
  ଜିଲ୍ଲା  

Hjk