-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
02-Jan-2021
କଳାହାଣ୍ଡି: କୋକସରା (ତ୍ରିନାଥ ବେଶ୍ରା)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝିଗୁଡା -ଟେମେରା ରାସ୍ତା ନିକଟରେ ଜଣେ ଲୋକଙ୍କ ଟ୍ରାକ୍ଟର ଚାପ ରେ ମୃତ୍ୟୁ ଘଟିଛି।ସୂଚନା ଅନୁସାରେ ମାଝୀଗୁଡା ଗ୍ରାମ ର ଡିସେମ୍ବର ପୁଞ୍ଜି ବୋଲି ଜଣାପଡିଛି।ହ୍ୟଡ୍ୟୈଲିକକରୁଥିବା ସମୟରେ ଚାପି ହୋଇଥିବା ଅନୁମାନ କରାଯାଏ। ତେବେ କୋକସରା ଗ୍ରାମର ମହେଶ ଗୁପ୍ତା ଙ୍କ ଟ୍ରାକ୍ଟର ବୋଲି ଜଣାପଡିଛି।ଘଟଣା ସ୍ଥଳ ରେ କୋକସରା ପୋଲିସ ପହଂଚି ତଦାରଖ କରୁଥିବା ଜଣାପଡ଼ିଛି