-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
02-Jan-2021
ନୂଆଦିଲ୍ଲୀ, (ପ୍ରେରଣା ଖବର)- ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୯,୦୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩,୦୫,୭୮୮ରେ ପହଞ୍ଚିଲା । ଦିନକରେ ଦେଶରେ ୨୨୪ ମୃତ ହୋଇଥିବା ବେଳେ କରୋନା ମୃତ୍ୟୁସଂଖ୍ୟା ୧,୪୯,୨୧୮ରେ ପହଞ୍ଚିବାର ସୂଚନା!!*