-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||     

HOME   ଜିଲ୍ଲା

ଭାରତ ବନ୍ଦ ର ମହା ପ୍ରଭାବ, ଅଖଚକ ବନ୍ଦ ଜନ ଜୀବନ ପ୍ରଭାବିତ।

21-Aug-2024



କଳାହାଣ୍ଡି 
କୋକସରା ( ତ୍ରିନାଥ ବେଶ୍ରା )
ଆଜି ସାରା ଭାରତ ରେ ଅଖ,ଚକ,ବନ୍ଦ 
ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ଏସ ଟି ଏସ ସି ମାନଙ୍କ ଉପ ବର୍ଗୀକରଣ ଓ କ୍ରିମୀଲେୟାର ସମ୍ବନ୍ଧୀୟ ରାୟ କୁ ପ୍ରତିବାଦ କରି ଆଜି ଏସ ଟି,ଏସ ସି ଅଧିକାର ସୁରକ୍ଷା ମହାସଙ୍ଘ କଳାହାଣ୍ଡି ଜିଲ୍ଲା ପକ୍ଷରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦ ପାଳନ ସହ ଅଖ ଚକ ଜାମ କରାଯାଇଛି।  ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ ର କୋକସରା ଏସ.ଟି,ଏସ.ସି ସଙ୍ଘ ପକ୍ଷରୁ କୋକସରା ଥାନା ସମ୍ମୁଖରେ ସକାଳ ୬ ଘଣ୍ଟା ରୁ ଜାତୀୟ ରାଜପଥ ୨୬ ଅବରୋଧ କରି ଶତାଧିକ କର୍ମକର୍ତ୍ତା ମାନେ ନାରାବାଜି କରିବା ସହ ଉପ ବର୍ଗୀକରଣ ଓ କ୍ରିମୀଲେୟାର ସମ୍ବନ୍ଧୀୟ ରାୟ କୁ ପ୍ରତିବାଦ କରି ବନ୍ଦ ପାଳନ କରିବା ସହ ଆନ୍ଦୋଳନକାରୀ ମାନେ ପିକେଟିଂ କରି ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ବନ୍ଦ କରିଥିଲେ। ରାସ୍ତା ଅବରୋଧ ଅନେକ ଯାତ୍ରୀବାହୀ ବସ ର ଯାତ୍ରୀ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି ଓ ଜନ ଜୀବନ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା।।ବନ୍ଦ ପାଳନ ରେ ଆଦିବାସୀ ସଙ୍ଘ ସଭାପତି ହେମନ୍ତ କୁମାର ମାଝୀ, ଅଳ ଓଡିଶା ସିଡ୍ୟୁଲକାଷ୍ଟ ଫେଡରେସନ ର ଆବାହକ ଗୋବର୍ଦ୍ଧନ ବାଗ, ପୂର୍ବତନ ଆଦିବାସୀ ସଙ୍ଘ ସଭାପତି ପଦ୍ମ କିଶୋର ପୁଝାରି,ଡମ୍ବ ସମାଜ ସମ୍ପାଦକ ଧବଳେଶ୍ବର ନାଗ, ବଂଜାରା ସମାଜ ଜିଲ୍ଲା ସଭାପତି ଯଶୋବନ୍ତ ସିଂ ନାଏକ,ଜୟଲାଲ ନାଏକ, ମୁକ୍ତେଶ୍ଵର ନାଏକ,ଗରୁଡ ଧ୍ଵଜ ମାଝୀ, ଅଶୋକ ପୁଝାରି, ସତ୍ୟବାନ ପାଣିଗ୍ରାହୀ, ବେଣୁପାଣି ଦୁର୍ଗା, ଘନଶ୍ୟାମ ଜାଲ,ଘନଶ୍ୟାମ ନାଏକ, ବାହାଦୂର ମାଝୀ, ବୈଦ୍ୟନାଥ ମାଝୀ, ଅଶୋକ ପୁଝାରି,କେଶବଲାଲ ବାଗ, ବଳରାମ ବାଗ,ରାମଚନ୍ଦ୍ର ପାଣିଗ୍ରାହୀ,ହେରମ୍ବ ସେନାପତି,ପ୍ରଧାନୀ ବାଗ,ଦିଗାମ୍ବର ବେମାଲ, କିଶୋର ଚନ୍ଦ୍ର ନାଏକ, କେଶବ ଚନ୍ଦ୍ର ନାଏକ, ହରେକୃଷ୍ଣ ନାଏକ,ମାର୍କଣ୍ଡ ବେମାଲ, ପରୀକ୍ଷିତ ବେଶ୍ରା, ଉଦ୍ଧବ ନାୟକ, ଚଉଧରୀ ଛତ୍ରିଆ,ମହେନ୍ଦ୍ର ଧରୁଆ,ଧର୍ମାନନ୍ଦ ନେଗି,ପ୍ରବୀଣ ପାଣିଗ୍ରାହୀ ନାରିନେତ୍ରୀ ଫୁଲତୋଳା ଖମାରି, କୁନ୍ତୀ ପାଳ,ଡାଳ ପୁଝାରି ପ୍ରମୁଖ ଉପସ୍ଥିତ ରହି ଥିଲେ। ଅନୁରୂପ ଭାବେ ଆମପାଣି  ଠାରୁ ଟିକିଚନ୍ଦ୍ର ଧ. ମାଝୀ ଓ ମନୋରଞ୍ଜନ ବାଣୁଆ, ଲଡୁଗାଁ ଠାରେ ଆଦିବାସୀ ନେତା ଲକ୍ଷ୍ମଣ ଶବର,ଧର୍ମାନନ୍ଦ ଶବର, ଭକ୍ତରାମ।ଶବର ଓ ଅନୁସୂଚିତ ଜାତି ପକ୍ଷରୁ ଗରୁଡ଼ ବାଗ,ପ୍ରଧାନୀ ବାଗ ଙ୍କ ନେତୃତ୍ୱରେ ଆନ୍ଦୋଳନ କରା ଯାଇଥିଲା। ଦିନ ୨ ଘଣ୍ଟା ରେ ରାସ୍ତା ଅବରୋଧ ହଟିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026

You Might Also Like