-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||     

HOME   ଜିଲ୍ଲା

ଦୁଇ ଜଙ୍ଗଲ ବାରାହା ଜବତ କରି ୫ ଗିରଫ୍

21-Aug-2024



କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ବନ ଅଧିକାରିଣୀ ଶ୍ରୀମତୀ ମାଣିକେଶ୍ବରୀ ପଟନାୟକଙ୍କ ତତ୍ୱଵଧାନ ରେ ଗତକାଲି ବିଳମ୍ବିତ  ରାତ୍ରରେ ରାତ୍ର ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୋଟିଏ ଦିନରେ ଅଞ୍ଚଳର ଦୁଇଟି ପୃଥକ ସ୍ଥାନରେ ବାରାହା ଶିକାରୀଙ୍କୁ ଗିରଫ କରିବାରେ ଅଭିନବ ଉପାୟ ରଚି ଥିଲେ ଟିକାବାଲି ରେଞ୍ଜର ଶ୍ରୀମତୀ ପଟ୍ଟନାୟକ  ।
    ସୂଚନା ମୁତାବକ  ଗିରଫ ଆସାମୀ ମାନେ ହେଲେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ବୃଙ୍ଗିବାଲି ଗ୍ରାମର ବୁଆନ କଂହର, ଡାଗାରୀ ପଦର ଗ୍ରାମର ର ମଧୁସୂଦନ କଂହର, ଡ଼ାକରିମୁଣ୍ଡା ଗ୍ରାମର ରସାନ୍ତ କଂହର ହୋଇଥିବା ବେଳେ l ଚକାପାଦ ବ୍ଲକ ଦଳ ଗାଁ ଗ୍ରାମର ଯୁଗେଶ୍ବର କଂହର, ବୋଲି ଜଣା ପଡିଛି l ଏହି ଚାରି ଜଣ ବ୍ୟକ୍ତି ଙ୍କୁ ଚକାପାଦ ରେ ମୃତ ବାରାହା ସହିତ ଆସାମୀ ଙ୍କୁ ଗିରଫକରି  ଓ ଆର କେଶ ନଂ ୭୬୵୨୪୵୨୫ ଏକ   ଅପରାଧିକ ମାମଳା ରୁଜୁ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଏକ ବ୍ୟକ୍ତିଙ୍କୁ  ଟିକାବାଲି ଥାନା କେନ୍ଦୁଗୁଡାରି ଗ୍ରାମର ସଦେଇ ମଳିକ ଙ୍କୁ  ମଧ୍ୟ୍ୟ ମୃତ ବାରାହା ସହିତ ଜଣେ ଆସାମୀଙ୍କୁ ବିଳମ୍ବିତ ରାତ୍ରିରେ କାବୁକରି ଗିରଫ କରି OR କେଶ ନଂ  ୭୫୵୨୪୵୨୫ ରେ ଗିରଫ କରିଥିବା ସହିତ ଏକ ଓଟୋ , ଏକ ମଟର ସାଇକେଲ, ଏବଂ ଗୋଟିଏ ସ୍କୁଟି ମଧ୍ୟ ଜବତ କରିଥିବା ସୂଚନା ରହିଛି ଶେଷରେ ଦୁଇଟି ମୃତ ବାରାହା

ଗୁଡ଼ିକୁ ଵ୍ୟବଛେଦ କରିଥିଲେ ପାବୁରିଆ ଅତିରିକ୍ତ ପ୍ରାଣୀ ଧନ ଚିକିତ୍ସକ ଅନିରୁଦ ସାହୁ l ଏପରି ଏକ ନିନ୍ଦନୀୟ ଘଟଣାକୁ ନେଇ ରେଞ୍ଜର ମାଣିକେଶ୍ବରୀ ପଟ୍ଟନାୟକ କହିଛନ୍ତି ଯେ ଜଙ୍ଗଲ, ଓ ଜନ୍ତୁଙ୍କୁ ସୁରକ୍ଷା ଦେବା ସହିତ ପରିବେଶକୁ ସୁରକ୍ଷା କରିବା  ଜଙ୍ଗଲ ବିଭାଗ ଅଧିକାରୀଙ୍କ ମୁଖ୍ୟ ଭୂମିକା ଥିବା ବେଳେ ଏପରି ବନ୍ୟ ଜୀବଜନ୍ତୁଙ୍କୁ ଗୁଳି କରି ଶିକାର କରିବା ନିହାତି ଏକ ଅପରାଧ ବୋଲି ମଧ୍ୟ୍ୟ କହିଛନ୍ତି l ତେଣୁ ଟିକାବାଲି ବ୍ଲକ ଦାୟିତ୍ୱ ରେ ଥିବା ସମସ୍ତ ବନପାଳ, ବନ ରକ୍ଷକl
ଓ ବନସୁରକ୍ଷା କମିଟି ଉଭୟ କଡ଼ା ନଜର ରଖିବା ସହିତ ଏଭଳି ଏକ ଅପରାଧ ଘଟଣା କୁ କେବେ ବରଦାସ କରାଯିବ ନାହିଁ ବୋଲି କଡ଼ା ଚେତାବନୀ ଦେଇଛନ୍ତି l 
    ଆଜିର ଏହି ଗିରଫ ଘଟଣା ରେ ଫୁଲବାଣୀ ସହକାରୀ ବନ ରକ୍ଷକ ମଳୟ ରଞ୍ଜନ କାଲୋ, ଟିକାବାଲି ବନପାଳ ଶ୍ରୀଧର ସାହୁ, ଚାହାଳୀ ବନପାଳ ମହେନ୍ଦ୍ର କୁମାର ବିଶ୍ୱାଳ ଚକାପାଦ ବନପାଳ କୋମଳ କାନ୍ତ ପ୍ରଧାନ ,ଅରୁଣ କୁମାର ପାତ୍ର, ରଜତ କୁମାର ଭୋଇ ସମେତ ସମସ୍ତ ବନ କର୍ମଚାରି ଉପସ୍ଥିତ ଥିବାର ସୂଚନା ରହିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026

You Might Also Like