-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||     

HOME   ରାଜ୍ୟ

ଟ୍ରକର ସିରିଜ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର

05-Jul-2024



ତରଭା, ତରଭା ନିକଟସ୍ଥ ବଇରାସର ବସଷ୍ଟାଣ୍ଡ ରେ ତଥା  ୫୭ ନମ୍ବର ଜାତୀୟ ରାଜପଥ  ଠାରେ ଏକ ଟ୍ରକର ସିରିଜ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ବେଳେ ତିନିଜଣ ଆହତ ହୋଇଥିବା ଜଣାପଡିଛି। 
ସୂଚନା  ଅନୁଯାୟୀ ଆଜି ଶୁକ୍ରବାର ସକାଳ  ପ୍ରାୟ ୯ ଘଣ୍ଟା ସମୟରେ ବଲାଙ୍ଗିର ପଟରୁ ସୋନପୁର ପଟକୁ ଯାଉଥିବା ଓଆର ୧୫ ଆର ୪୮୩୧ ନମ୍ବର ଏକ ଟ୍ରକ ଦ୍ରୁତ ଗତିରେ ଆସି ବଇରାସର ଡାକବଙ୍ଗଳା ପାଖରେ ବଇରାସର ଗ୍ରାମର ଭରତ ଥନାପତି ନାମକ ଏକ ବ୍ୟକ୍ତି କୁ ଧକ୍କା ଦେବାରୁ ସେ ସେଠାରେ ଗୁରୁତର ହୋଇ ରାସ୍ତାରେ ପଡ଼ି ରହିଲା ।ଖବର ପାଇ ସଙ୍ଗେ ସଙ୍ଗେ ଫାୟାର ଗାଡି ଆସି ତାକୁ ଚିକିତ୍ସା ପାଇଁ ବଲାଙ୍ଗିର ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲ କୁ ନେଇଥିଲେ। ଧକ୍କା ଦେବା ପରେ ଡ୍ରାଇଭର ଗାଡ଼ିକୁ ଆଗକୁ ବଢାଇବାରୁ ରାସ୍ତାରେ ତରେଇକେଲା ଗ୍ରାମର କପିଳାସ ବେଉରିଆ ଙ୍କ ବାଇକ କୁ ଧକ୍କା ଦେବାରୁ ବାଇକ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଥିବା ସହିତ ତାଙ୍କ ସହିତ ଥିବା ଜଣେ ମହିଳା ଓ ଜଣେ ଝିଅ ଜଳଖିଆ କିଣୁଥିବା ବେଳେ ପଡି ଆହତ ହୋଇଥିଲେ । ସେମାନେ ସମସ୍ତେ ତୁରେଇକେଲା ଗ୍ରାମକୁ ଫେରୁଥିଲେ। ସେଠାରୁ ଟ୍ରକ୍ ଟି ରାସ୍ତା କଡ଼ରେ ଛିଡ଼ା ହୋଇ ଯାତ୍ରୀମାନେ ଜଳଖିଆ କରୁଥିବା ସମୟରେ ଓଡି ୩୧ -୩୫୨୪ ନମ୍ବର ମୋନାଲିସା ବସକୁ ପଛପଟୁ ଧକ୍କା ଦେଇ ଥିଲା I  ମୋନାଲିସା ବସ୍  ଡାହାଣକୁ ଗଡ଼ି ରାସ୍ତା ର ଅପର ପାର୍ଶ୍ଵ ରେ ଥିବା ଏକ ମୋବାଇଲ ଦୋକାନରେ ଯାଇ ବାଡ଼େଇ ହେଲା। ଦୋକାନ ସମ୍ମୁଖରେ ଥିବା ଏକ ଓଡି-୩୧ ଏ ୯୩୯୩ ନମ୍ବର ସ୍କୁଟି ଉପରେ ମୋନାଲିସା ବସ୍ ଚଢି ଯିବାରୁ ସ୍କୁଟି ଗୋଟିକ ଚୁମାର ହୋଇ ଯାଇଛି। ସେହି ସମୟରେ ଡ଼୍ରାଇଭର ଟ୍ରକଛାଡି କେଉଁ ଆଡେ ଫେରାର ହୋଇଗଲା । ଏହି ସମୟରେ ଉକ୍ତ ହୋଟେଲରେ ଜଳଖିଆ କିଣୁଥିବା ମୁଣ୍ଡାପଲା ଗ୍ରାମର କହଲ ପଧାନ ନାମକ ଜଣେ ମହିଳା ହୋଟେଲ ଚୁଲିରେ ବାଡ଼େଇ ହେବାରୁ ତାଙ୍କୁ ମୁଣ୍ଡ ଫାଟି ଗୁରୁତର ହୋଇପଡି ଥିଲେ। ଖବରପାଇ ଫାୟାର ଗାଡି ଆସି ତାଙ୍କୁ ଚିକିତ୍ସା ପାଇଁ ତରଭା ଡାକ୍ତରଖାନା କୁ ନେଇଥିଲେ। ଏହା ପରେ  ସେହି ଟ୍ରକ ଅଟୋ ଷ୍ଟାଣ୍ଡ ରେ ଥିବା ଓଡି- ୦୩ କ୍ଯୁ ୬୪୨୦ ଓ ଓଡି- ୦୩ଏନ ୫୩୬୯ ଅଟୋକୁ ଧକ୍କା ଦେବାରୁ ଅଟୋ ଦ୍ବୟ ମଧ୍ୟ କ୍ଷତି ଗ୍ରସ୍ତ  ହୋଇଛି।କିଛି ସମୟ ପାଇଁ ବଇରାସର ବସ ଷ୍ଟାଣ୍ଟ ଉତ୍ତେଜନା ପୂର୍ଣ୍ଣ ରହିଥିଲା I  ଏ ସମ୍ପର୍କ ରେ ବଇରାସର ବିଟ କନେଷ୍ଟେବଳ ଙ୍କ ଠାରୁ ଖବର ପାଇ ବଲାଙ୍ଗୀର ଏସ ଡି ପି ଓ. ପ୍ରଦୀପ କୁମାର ସାହୁ ଓ ପୁଇଁତଲା ଥାନା ଆଇ ଆଇ ସି ଶୁଭ ରାଜ ଧାରୁଆ ତାଙ୍କ ସଦଳ ବଳ ବଇରାସର ଘଟଣା ସ୍ଥଳ ରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରି ପରିସ୍ଥିତି କୁ ଆୟତ୍ତ କରି ରାସ୍ତାରେ ଯାନ ବାହନ ଯାତାୟାତ ରେ ସ୍ୱାଭାବିକ କରିଥିଲେ  I ପୋଲିସ ଟ୍ରକ ଡ୍ରାଇଭର ଦୋଳାମଣୀ ସୁନାକୁ ଧରିବା ବେଳେ ତାର ଘର ପାଟଣାଗଡ ର ଗୁହିରିଆ ମୁଣ୍ଡା ବୋଲି ସୂଚନା ଦେଇଛନ୍ତି  I ଟ୍ରକ ର ସିରିଜ ଦୁର୍ଘଟଣା ରେ କ୍ଷତିଗ୍ରସ୍ତ ମାନଙ୍କୁ କ୍ଷତି ପୂରଣ ଯୋଗାଇ ଦେବା ପାଇଁ ଦାବୀ ହେଉଛି  i 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026

You Might Also Like