-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ଜିଲ୍ଲା

କିସ୍ ଆଦିବାସୀ ବିଶ୍ୱବିଦ୍ୟାଳୟକୁ ହଇରାଣ କରୁଥିବା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ବିରୁଦ୍ଧରେ ଆନ୍ଦୋଳନ, ଜୁଏଲ ଙ୍କ କୁଶ ପୁତ୍ତଳିକା ଦାହ କଲା ଆଦିବାସୀ ସଂଘ

29-Jun-2024



ବଲାଙ୍ଗିର(ଚିତ୍ରସେନ ବେହେରା): ପୃଥିବୀର ପ୍ରଥମ ଆଦିବାସୀ ଆବାସିକ ବିଶ୍ୱବିଦ୍ୟାଳୟ କିସ୍ ବିରୁଦ୍ଧରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ ରାଜନୈତିକ ଅଭିଶନ୍ଧି ମୂଳକ ଷଡଯନ୍ତ୍ର ଏବଂ ମିଥ୍ୟା ଆରୋପ ଲଗାଇ କିସ୍ ଶିକ୍ଷାନୁଷ୍ଠାନକୁ ଅପଦସ୍ତ କରୁଥିବା ପ୍ରତିବାଦରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦୃଢ଼ ପ୍ରତିବାଦ କରିଛି l କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ କୁଶପୁତ୍ତଳିକା ଦାହ କରିଛି ଆଦିବାସୀ ସଂଘ l ଆଦିବାସୀ ବିରୋଧୀ ମନ୍ତ୍ରୀ ଶ୍ରୀ ଓରାମଙ୍କୁ ମନ୍ତ୍ରୀ ପଦବୀରୁ ବହିଷ୍କାର କରିବା ପାଇଁ ଦାବୀ କରିଛି ଆଦିବାସୀ ସଂଘ l ଏହି ମର୍ମରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଧେଶ୍ୟରେ ବଲାଙ୍ଗିର ଜ଼ିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରିଛି ସଂଘ l ଆଦିବାସୀ ସଂଘ ପ୍ରକାଶ କରିଛି ଯେ କିସ୍ ହେଉଛି ଏକ ଆନ୍ତର୍ଜାତୀୟ ଶିକ୍ଷା ପ୍ରତିଷ୍ଠାନ କିସ ରେ ଓଡିଶା, ଛତିଶଗଡ, ଝାଡ଼ଖଣ୍ଡ, ବିହାର, ଆସାମ ରାଜ୍ୟର ଆଦିବାସୀ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରୁ 

ପୋଷ୍ଟ ଗ୍ରାଜୁଏଟ ପର୍ଯ୍ୟନ୍ତ  ମାଗଣା ଶିକ୍ଷା ପ୍ରଦାନ କରୁଛି । ଗତ ୩୨ ବର୍ଷ ଧରି କିସ୍ ଉଚ୍ଚଶିକ୍ଷା, ଗୁଣାତ୍ମକ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ବୃତ୍ତିଗତ ଶିକ୍ଷା ସହିତ  କ୍ରୀଡା ଏବଂ ସାଂସ୍କୃତିକ କାର୍ଯ୍ୟକଳାପରେ ଦେଶ ବିଦେଶରେ ସୁନାମ ଅର୍ଜନ କରିଛି ।  କିସ ରେ ଓଡିଶା ରାଜ୍ୟ ଏବଂ ରାଜ୍ୟ ବାହାରୁ ୮0  ହଜାରରୁ ଉର୍ଦ୍ଧ ଆଦିବାସୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି l ଦୀର୍ଘ ୩୨ ବର୍ଷ ମଧ୍ୟରେ କିସ ର ହଜାର ହଜାର ଆଦିବାସୀ ଛାତ୍ରଛାତ୍ରୀ ରାଜ୍ୟ ଏବଂ କେନ୍ଦ୍ର ସରକାରର ସମସ୍ତ ବିଭାଗରେ ଚାକିରୀ କରୁଛନ୍ତି l ବିଭିନ୍ନ ବ୍ୟାଙ୍କ, ବୀମା, ଶିଳ୍ପ ଅନୁଷ୍ଠାନ, ଜାତୀୟ ଅନ୍ତର୍ଜାତୀୟ କମ୍ପାନୀରେ ଚାକିରୀ କରୁଛନ୍ତି l ଅନ୍ୟପକ୍ଷରେ କିସ ଭଳିଆ ଉଚ୍ଚଶିକ୍ଷା ଓ ଗୁଣାତ୍ମକ ଶିକ୍ଷା ସହିତ ଉତ୍ତମ ସ୍ୱାସ୍ଥ୍ୟ ସେବା ଦେବାରେ କେନ୍ଦ୍ର ସରକାର ବିଫଳ ହୋଇଛି ବୋଲି ଆଦିବାସୀ ମାନେ ଉଦବେଗ ପ୍ରକାଶ କରି କେନ୍ଦ୍ର ଆଦିବାସୀ ମନ୍ତ୍ରୀ  ଜୁଏଲ ଓରାମଙ୍କ ବିରୁଦ୍ଧରେ ଗର୍ଜିଛନ୍ତି l ଆଦିବାସୀ ମାନେ କହିଛନ୍ତି ଯେ କିସ ପରିସରରେ ଥିବା ଖେଳ ପଡ଼ିଆରେ କିସ୍ କିଟ କତୃପକ୍ଷ କୌଣସି ସ୍କୁଲ, କଲେଜ, ହଷ୍ଟେଲ, ହସ୍ପିଟାଲ, ଘରଦ୍ୱାର, ହଟେଲ, ଷ୍ଟାଡିୟମ, ଅଡିଟରୀୟମ ନିର୍ମାଣ କରିନାହାନ୍ତି l କେବଳ ଆଦିବାସୀ ଛାତ୍ରଛାତ୍ରୀ ଖେଳା ବୁଲା କରନ୍ତି l ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ୨00୬ ଅନୁସାରେ ସ୍ଥାନୀୟ ଗ୍ରାମବାସୀ ପଲ୍ଲିସଭା ଦ୍ୱାରା କିସ ନିକଟରେ ଥିବା ପଡ଼ିଆକୁ କିସ ପାଇଁ ଅନୁମୋଦନ କରିଛନ୍ତି  | ଆଇନ ଅନୁସାରେ ଓଡିଶା ସରକାର ପଦକ୍ଷେପ ଗ୍ରହଣ କରି କିସମ ପରିବର୍ତ୍ତନ କରିଛନ୍ତି l ରାଜ୍ୟ ସରକାର ଆଇନ ଅନୁଯାୟୀ ଧାର୍ଯ୍ୟ ପ୍ରକ୍ରିୟା ଅନୁସରଣ କରିଛନ୍ତି  |
  ଉଲ୍ଲେଖଯୋଗ୍ୟ ଯେ, ଓଡିଶାର ଆଦିବାସୀ ମାନଙ୍କ ଦାବୀ ଆଧାରରେ ସରକାର କିସ ନିକଟସ୍ଥ ଜମିକୁ ଜଙ୍ଗଲଜମିରୁ ଅଣ-ଜଙ୍ଗଲ ଜମିକୁ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ତଥା କ୍ରୀଡ଼ା କାର୍ଯ୍ୟକଳାପର ବିକାଶ ପାଇଁ ବ୍ୟବହାର କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି  ତେଣୁ ଏହି ଅଧିନିୟମ ଅନୁଯାୟୀ କୌଣସି ଆଇନ ଉଲଂଘନ ହୋଇନାହିଁ ବୋଲି ଆଦିବାସୀ ନେତା ମାନେ କହିଛନ୍ତି  l 
କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଓଡିଶା ରାଜ୍ୟର ଆଦିବାସୀ ସମାଜକୁ ଅପମାନିତ ନିନ୍ଦିତ କରିଛନ୍ତି l ମନ୍ତ୍ରୀ ଶ୍ରୀ ଓରାମ ଆଦିବାସୀ ମାନଙ୍କ ଶିକ୍ଷାର ବିକାଶ ଚାହୁଁନାହାନ୍ତି l କ୍ଷମତାର ଅପବ୍ୟବହାର କରି ଅନୁସୂଚିତ ଜନଜାତିର ସଦସ୍ୟଙ୍କ ବିରୁଦ୍ଧରେ ଶତ୍ରୁତା, ଘୃଣା, ବିଦ୍ବେଷ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି 

ଆଦିବାସୀ ସଂଘ ସ୍ପଷ୍ଟ କରିବା ସହ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଶ୍ରୀ ଓରାମଙ୍କ କୁଶପୁତ୍ତଳିକା ଦାହ କରିଛି l ମନ୍ତ୍ରୀ ପଦବୀରୁ ବହିଷ୍କାର ଦାବୀ କରି ଜ଼ିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି l ଆନ୍ଦୋଳନରେ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନଳତା ମାଝି, ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ଭୁବନେଶ୍ୱର କୁଅଁର, ପାଳେଶ୍ୱର ଭୋଇ, ମନୋରଞ୍ଜନ ଭୋଇ, ସନ୍ତୋଷ ପୁଟା, ବିକ୍ରମ ଭୋଇ, ରସିକ ଧରୁଆ, ଚନ୍ଦ୍ରଶେଖର ବରିହା, ରାମଚନ୍ଦ୍ର ମୁର୍ମୁ, ନିତ୍ୟାନନ୍ଦ ମାଝି, ଆଦିବାସୀ ନେତା ଘାସିରାମ ମାଝି, ଦେବସିଂ ମାଝି, ଜଗନ୍ନାଥ ମାଝି,ଯଦୁମଣି ବରିହା, ଜଗଜୀବନ ଭୋଇ, ଖେଳନ୍ତି ସମରଥ, ସତ୍ୟଭାମା ମାଝି, ସୁନୀଲ ମାଝି, ଧୂବଳେଶ୍ୱର ଭୋଇ, ଘନ ଭୋଇ, ପ୍ରମୁଖ ଉଦବୋଧନ ଦେଇଥିଲେ l ବର୍ଷା ସତ୍ୱେ ଶତାଧିକ ଆଦିବାସୀ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like