-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||     

HOME   ଦେଶ ବିଦେଶ

ପ୍ରେରଣାଦାୟୀ ବୀରଙ୍ଗନା ! ବିବାହର ୩ ବର୍ଷ ପରେ ଆରପାରିକୁ ଚାଲିଗଲେ ସ୍ୱାମୀ, ପ୍ରଚଣ୍ଡ ଆତ୍ମବିଶ୍ୱାସ ବଳରେ ଏୟାରଫେ।ର୍ସରେ କାମ କରିବାର ସୁଯେ।ଗ ପାଇଲେ ରାଧା

28-Dec-2020



(ପ୍ରେରଣା ଖବର) ୨୧ ଜୁନ ୨୦୧୮ – ରାଧାଙ୍କ ପାଇଁ ଏକ କାଳ କ୍ଷଣ, ଯେଉଁଦିନ ତାଙ୍କର ସବୁକିଛି ଶେଷ ହେ।ଇଗଲା, ହୃଦଘାତରେ ଜୀବନ ହରାଇଥିଲେ ତାଙ୍କ ସ୍ୱାମୀ ୧୮ ଡିସେମ୍ବ –  ତାଙ୍କ ଟ୍ରେନିଂ ପୁରା ହେଲା ଓ ତା’ପର ଦିନ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସାମ୍ନାରେ ଫ୍ଲାଇଂ ଅଫିସର ରୂପେ ଦାୟିତ୍ବ ଗ୍ରହଣ କଲେ ରାଧା :- ଜଣେ ବୀରଙ୍ଗନାଙ୍କ ବୀରତ୍ୱର କାହାଣୀ । ବୀର ଭୂଇଁର ସେବା ଉଦ୍ଦେଶ୍ୟରେ ନିଜକୁ ସମର୍ପି ଦେଲେ ଜମ୍ମୁର ବୀର ପୁତ୍ରୀ ରାଧା ।  ରାଧା ନିକଟରେ ଏୟାରଫେ।ର୍ସର ଫ୍ଲାଇଂ ଅଫିସର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ସେ ସଫଳତାର ସ୍ୱାଦ ଚାଖିଛନ୍ତି । ୮ ଅଗଷ୍ଟ ୧୯୯୨ରେ ଜମ୍ମୁ ସାମ୍ବା ଜିଲ୍ଲାର ରମେଲପୁର ଗାଁରେ ଜନ୍ମିତ ରାଧା ଏକ ଆର୍ମି ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ବେଶ ମେଧାବୀ । ଆର୍ମି ସ୍କୁଲରେ ଦ୍ୱାଦଶ ଯାଏଁ ପଢ଼ିବା ପରେ ଜମ୍ମୁ ବିଶ୍ୱବିଦ୍ୟାଳୟରେ ଆଇନ୍ ପାଠପଢ଼ା ପାଇଁ ନାମ ଲେଖାଇଥିଲେ । ତେବେ ପାଠପଢ଼ା ଶେଷ ହେବା ପୂର୍ବରୁ ହିଁ ୨୦୧୫ରେ ତାଙ୍କର ବିବାହ କରାଇଦେଲେ ପରିବାର ଲେ।କ । ରାଧାଙ୍କ ସ୍ୱାମୀ ଏୟାରଫେ।ର୍ସରେ ଜଣେ ନନ କମିସନଡ଼ ଅଫିସର ଭାବେ କାମ କରୁଥିଲେ । ବିବାହର ଏକ ବର୍ଷ ତଥା ୨୦୧୬ରେ ନିଜ ପାଠପଢ଼ା ଶଷ କରିଥିଲେ ରାଧା ଏବଂ ଜଣେ ସାଧାରଣ ମହିଳା ପରି ଘରର କାମ କରିବାରେ ଲାଗିଲେ । ଏହାସହ ଜମ୍ମୁ ହାଇକେ।ର୍ଟରେ ହିଁ ଓକିଲାଲି ପ୍ରାକ୍ଟିସ୍ କରିବା ଆରମ୍ଭ କରିଦେଲେ । କିନ୍ତୁ ୨୧ ଜୁନ ତାଙ୍କ ପାଇଁ ଏପରି ଏକ କଳାଦିନ ଥିଲା, ଯେଉଁଦିନ ସେ ବେସାହାରା ହେ।ଇଗଲେ । କ୍ଷଣିକରେ ସବୁ କିଛି ହରେଇ ଦେଲେ ରାଧା । ଅଚାନକ ହିଁ ତାଙ୍କ ସ୍ୱାମୀ ହୃଦଘାତରେ ପ୍ରାଣ ହରାଇଥିଲେ । ଦେଖୁ ଦେଖୁ ଆଖି ଆଗରେ କଳାବାଦଲ ଘେ।ଟିଗଲା, ସବୁ ଛାରଖାର ହେ।ଇଗଲା । ସବୁବେଳେ ହସ ହସ ରହୁଥିବା ରାଧାଙ୍କ ଉପରେ ଦୁଃଖର ପାହାଡ଼ ମାଡ଼ିବସିଲା । ୨୪ ଜୁନରେ ଜମ୍ମୁ-କାଶ୍ମୀରର ପୁଲିସରେ ସବ ଇନିସେପକ୍ଟର ପେ।ଷ୍ଟ ପାଇଁ ରାଧାଙ୍କ ସାକ୍ଷାତକାର ଥିଲା । ତେବେ ଏପରି କଠିନ ସମୟରେ ହାର ନମାନି ରାଧା ଇଣ୍ଟରଭିଉ ଦେବାକୁ ଯାଇଥିଲେ ସୁଦ୍ଧା ପରୀକ୍ଷା ନଦେଇ ଫେରିଆସିଥିଲେ । ଭିତରୁ ଭିତରୁ ସମ୍ପୂଣ୍ଣ ରୂପେ ଭାଙ୍ଗିପଡ଼ିଥିଲେ ରାଧା । ଘଣ୍ଟା ଘଣ୍ଟା ଧର ପତିଙ୍କ ୟୁନିଫର୍ମକୁ ଚାହିଁ ବସୁଥିଲେ, ଆଉ ମନେ ମନେ ଚିନ୍ତା କରିନେଲେ ଆଗକୁ କ’ଣ କରିବେ । ଲ କରିଥିବାରୁ ଜଜ୍ ଆଡ଼େଭ।କେଟ୍ ଜେନେରାଲ(JAG) ପରୀକ୍ଷା ଦେବା ପାଇଁ ମନସ୍ଥ କଲେ । ତେବେ ଖବର ନେଉ ନେଉ ଜଣାପଡ଼ିଲା ସେହି ପେ।ଷ୍ଟ ପାଇଁ ରାଧା ଯେ।ଗ୍ୟ ନୁହଁନ୍ତି । ଏସବୁ ଜାଣିବା ପରେ ବି ଦୁର୍ବଳ ପଡ଼ିନଥିଲେ ରାଧା । ଅସହାୟକୁ ଭଗବାନ ଭରସା ପରି, ସେ ଜାଣିବାକୁ ପାଇଲେ ସେ ଏୟାରଫେ।ର୍ସ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ ଦେଇପାରିବେ । ଆଉ ଏହାପରେ ୨ ସେପ୍ଟେମ୍ବରରେ କେ।ଚିଂ ପାଇଁ ସେ ଦିଲ୍ଲୀ ଗଲେ । ପ୍ରଥମ ସୁଯେ।ଗ ଥିଲା, ଆଉ ପ୍ରସ୍ତୁତି କମ୍ । ରାଧା ସ୍କ୍ରିନିଂରେ ଅଯେ।ଗ୍ୟ ବିବେଚିତ ହେ।ଇ ବାହାରି ଗଲେ, ହେଲ ସାହସ ହାରିଲେ ନାହିଁ । ୨୦୧୮ ଡିସେମ୍ବରରେ ପୁଣି ଥରେ ପରୀକ୍ଷା ଦେଲେ ଓ ପୁଣି ଅସଫଳ ହେ।ଇଗଲେ । ଆଉ ଏବେ ମନକୁ ଆହୁରି ଦୃଢ଼ କଲେ । ଅସଫଳ ହେ।ଇ ଘରକୁ ଫେରିବା ପରେ କେ।ର୍ଟରେ ପ୍ରାକ୍ଟିସ, ଦ୍ବିପହରରେ କିଛି ପିଲାଙ୍କୁ ଟ୍ୟୁସନ ଏବଂ ସକାଳୁ  ଓ ସନ୍ଧ୍ୟାରେ ପଡ଼ିଆରେ ଫିଜିକାଲ ଟେଷ୍ଟ ପାଇଁ ପ୍ରସ୍ତୁତି । ଏପରି ଥିଲା ରାଧାଙ୍କ ଡେଲି ରୁଟିନ୍ । ଶେଶେର ଏକ ବର୍ଷର କଠିନ ପରିଶ୍ରମ ପରେ ସଫଳ ହେଲ ରାଧା । ଦୃଢ଼ ଆମବିଶ୍ୱାସ ବଳରେ ଏୟାରଫେ।ର୍ସରେ ରାଧାଙ୍କର ଚୟନ ହ।ଇଗଲା । ଏବଂ ୨୦୨୦, ୪ ଜାନୁୟାରୀରେ ହାଇଦ୍ରାବାଦ ଏୟାରଫେ।ର୍ସ ଏକାଡ଼େମୀ ପହଞ୍ଚିଗଲେ ରାଧା । ଏୟାରଫେ।ର୍ସରେ ଫ୍ଲାଇଂ ଅଫିସର ଭାବେ ରାଧାଙ୍କର ପ୍ରଥମ ପେ।ଷ୍ଟିଂ ଚଣ୍ଡୀଗଡ଼ରେ ହେଲା । ରାଧା କହନ୍ତି, ବିପଦ ସମୟକୁ ପାର କରି ଏପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ ନଥିଲା । କିନ୍ତୁ ଏହି ଯାତ୍ରାରେ ତାଙ୍କ ବାପା ତାଙ୍କୁ ଅନେକ ସହଯେ।ଗ କରିଥିଲେ । ସାହସର ସହ ପରିସ୍ଥିତିର ସାମ୍ନା କରିବାକୁ ବାଟ ଦେଖାଉଥିଲେ ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026

You Might Also Like