-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
23-Dec-2020
ବଲାଙ୍ଗୀର ( ସନ୍ତୋଷ କୁମାର ଠାକୁର) , ଜିଲ୍ଲା ପରିଷଦ ଜୋନ୍ ୨୬ ର ଉପ ନିର୍ବାଚନ ରେ ବିଜେଡି ବିଜୟୀ ହୋଇଛି । ଆଜି ହୋଇଥିବା ଭୋଟ ଗଣନା ରେ ବିଜେଡି ପ୍ରାର୍ଥୀ ବିଶ୍ବାମିତ୍ର ବିଶି ମୋଟ ୧୦,୧୯୩ ଖଣ୍ଡ ଭୋଟ ପାଇ ନିକଟତମ ବିଜେପି ଦଲ ର ପ୍ରତିଦ୍ବନ୍ଦି ପ୍ରାର୍ଥୀ କୁନୁ ମୁଣ୍ଡା ଙ୍କୁ ୪୨୯୪ ଖଣ୍ଡ ଭୋଟ ବ୍ଯବଧାନ ରେ ପରାସ୍ତ କରିଛନ୍ତି । ପରାଜିତ କୁନୁ ମୁଣ୍ଡା ୫୮୯୯ ଖଣ୍ଡ ଭୋଟ ପାଇଥିବା ବେଳେ କୋଶଳ ସମର୍ଥିତ ପ୍ରାର୍ଥୀ ୧୫୨୪ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ୫୦୩ ଖଣ୍ଡ ଭୋଟ ପାଇଥିବା ସୂଚନା ମିଳିଛି ।