-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ରାଜନୀତି

କିସ୍ ସା କୁରସି କା ! ଭୋଟ୍ ନିର୍ବାଚନ ଆସିଲେ ନେତାଙ୍କ ରୂପ ବଦଳେ

12-Feb-2024



ବଲାଙ୍ଗୀର(ପ୍ରେରଣା ଖବର ): ବଲାଙ୍ଗୀରରେ ନିର୍ବାଚନୀ ସରଗରମର ଆଭାସ ଜଳ ଜଳ ବାରି ହେଲାଣି। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନେତା ମାନେ ବିଭିନ୍ନ ଆଳରେ ଲୋକଙ୍କ ନିକଟବର୍ତ୍ତୀ ହେଉଛନ୍ତି। ବିଗତ ନିର୍ବାଚନ ରେ ଯେଉ ନେତା ମାନେ ତାଙ୍କର ସ୍ଥିତି ଜାହିର କରି ପାରିଲେନି ସେମାନେ ବଲାଙ୍ଗୀରରୁ ଛତ୍ରଭଙ୍ଗ ଦେଇ ବନବାସରେ ରହିଗଲେ।ଚାରି ବର୍ଷ କାଳ ଅଜ୍ଞାତ ବନବାସରେ ଥିବା ରାଜନେତା ଏବେ କିଛି ମାସ ହେବ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବକ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ହେବାରେ ଲାଗିଥିବା ଦେଖିବାକୁ ମିଳୁଛି।ବିଭିନ୍ନ ସଭା ସମିତି ସହ ବିଭିନ୍ନ ସଂସ୍ଥାରେ ପ୍ରତିପତ୍ତି ବିସ୍ତାର କରିଥିବା ଲୋକ ତଥା ଅନୁଷ୍ଠାନ ସହ ଜଡ଼ିତ ହୋଇ ସେମାନଙ୍କୁ ଆପ୍ୟାୟିତ କରିବାକୁ ଲାଗି ପଡିଲେଣି।ନେତା ଜାଣିଛନ୍ତି ବଲାଙ୍ଗୀର ସହରରେ ଭାତୁଆଙ୍କ କମି ନାହିଁ। ଭାତ,ମାଂସ ଦେଇ ବିଭିନ୍ନ ସଂସ୍ଥା ତଥା କିଛି ଲୋକଙ୍କ ମୁଁହ ବନ୍ଦ କରିବାର ଚେଷ୍ଟା ଚାଲିଥିବା ବେଶ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲାର ଉନ୍ନତି ତଥା ଲୋକଙ୍କ ଉନ୍ନତି ସକାଶେ ସ୍ୱରଉତ୍ତୋଳନ କରିବା ପରିବର୍ତ୍ତେ ନେତାଙ୍କ ଖାଦ୍ୟ ଏବଂ ଭୋଗରେ ଆପ୍ୟାୟିତ ହୋଇ ନେତା ମାନେ ପୂର୍ବରୁ କରିଥିବା ଭୁଲକୁ ଭୁଲି ତାଙ୍କ ହାତ ବାରିଶି ହେଉଥିବା ଚର୍ଚ୍ଚା ହେଉଛି। ନେତା ଜିତିଲେ ଲୋକଙ୍କର, ହାରିଲେ କିଏ କାହାର। ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତା ଲୋକଙ୍କୁ ମନ ମତାଣୀଆ କଥା କହି ଭୋଟ ହାତେଇବା ପାଇଁ ନିକଟବର୍ତ୍ତୀ ହେଉଛନ୍ତି।ବିଗତ ଚାରି ବର୍ଷ ଅନ୍ତଧ୍ୟାନ ହୋଇଥିବା ବେଳେ ଲୋକଙ୍କୁ ଜବାବ ଦେବାପାଇଁ ତାଙ୍କ ପାଖରେ କୌଣସି ମୁଦ୍ଦା ନ ଥିବା ପରିଲକ୍ଷିତ ହେଉଛି ।ଲୋକଙ୍କ ନିକଟବର୍ତ୍ତୀ ହେବା ପାଇଁ ବିଭିନ୍ନ ମନ୍ଦିରର ଭୋଗ ଦେଇ ନିଜର ସ୍ଥିତି ଜାହିର କରିବାରେ ଲାଗି ପଡିଛନ୍ତି।କରୋନା ବେଳେ ନିଜ ଅଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟ  ନିରାପଦ ପାଇଁ କେଉଁ ଭଗବାନଙ୍କ ଭୋଗ ଦେଇଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଭୋଟ ସାଉଁଟିବାର ନୂଆ ଅଭିନବ ପ୍ରୟାସ ନେତାଙ୍କ ସପକ୍ଷରେ ଯିବ ନା ବିପକ୍ଷରେ ଯିବ ସମୟ କହିବ।ଏବେ ଆଉ ଅନେକ ତଥ୍ୟ ଲୋକଲୋଚନକୁ ଆସି ସାରିଲାଣି।ନେତାଙ୍କ ମାଙ୍କଡ ଡିଆଁ ଆରମ୍ଭ ହୋଇ ଗଲାଣି।ଅସନ୍ତୁଷ୍ଟ ନେତା ଭାଳେଣି କରି ଏ ଦଳ ସେ ଦଳକୁ ଡିଆଁ ଡିଇଁ କରୁଥିବା ଦେଖିବାକୁ ମିଳୁଛି।ଆଗକୁ ନିର୍ବାଚନ ବିଗୁଲ ବଜାଇ ପାଖକୁ ଆସୁଛି।ନେତାଙ୍କ ହାର୍ଟବିଟ୍ ବଢ଼ିବାରେ ଲାଗିଛି।ଜିତିଲେ ତୁମର।ନ ଜିତିଲେ କିଏ କାହାର। ତେବେ ଦେଖାଯାଉ ନିର୍ବାଚନ କାହାପାଇଁ ପୁଷ ମାସ ତ ଆଉ କାହା ପାଇଁ ସର୍ବନାଶ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like