-+91-9937148622 |

prerana_bgr@rediffmail.com |

  Wednesday 24th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଭିଭାବକ ଛେଉଣ୍ଡ ମେଧାବୀ ଛାତ୍ରକୁ ଉଚ୍ଚଶିକ୍ଷା ପାଇଁ ପ୍ରଶାସନର ସହାୟତା   (24-Jun-2026)       ||      ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ     (24-Jun-2026)       ||      ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   (24-Jun-2026)       ||      ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ    (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (23-Jun-2026)       ||      ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   (23-Jun-2026)       ||      ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   (23-Jun-2026)       ||      ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   (23-Jun-2026)       ||      ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   (23-Jun-2026)       ||      ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ    (23-Jun-2026)       ||      ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Jun-2026)       ||      ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   (23-Jun-2026)       ||      ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ    (23-Jun-2026)       ||      ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା ଉପଲକ୍ଷେ ସାଲେଭଟା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   (23-Jun-2026)       ||      ଆସନ୍ତା ଜୁଲାଇ ୧୨ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହେବ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ନିଜ ଜନ୍ମ ମାଟିରେ ଡଃ ନିବେଦିତା ରଥଙ୍କୁ ଅଭୁତପୂର୍ବ ସଂବର୍ଦ୍ଧନା   (23-Jun-2026)       ||     

HOME   ଜିଲ୍ଲା

ପନି ପରିବା ଚାଷ ସିଡ଼ିପି ଯୋଜନା ରେ ଲକ୍ଷ ଲକ୍ଷ ଟଙ୍କାର ତୋଶର ପାତ ଅଭିଯୋଗ ,ପ୍ରଶାସନିକ ତଦନ୍ତ ଦାବି

17-Jan-2024



କଲାହାଣ୍ଡି/ ବ୍ୟୁରୋ (ଦିପକ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପଲମ୍ ଗ୍ରାମ ପଞ୍ଚାୟତ କେନ୍ଦୁ ବାହାଲି , ମହ ଗାଁ , ପଲମ ଆଦି ଗ୍ରାମରେ ୨୦୨୦-୨୧ ମସିହାରୁ ସିଡିପି ଯୋଜନା ରେ ଚାଷୀ ଙ୍କ ଆର୍ଥିକ ସ୍ଥିତି ବୃଦ୍ଧି କରିବା ନିମନ୍ତେ ଉଦ୍ୟାନ ବିଭାଗ ଜରିଆରେ ମେଗା ଲିଫ୍ଟ ଅଧିନସ୍ଥ ପନିପରିବା ଚାଷୀ ମାନଙ୍କୁ ପ୍ରତି ଚାଷୀ ଙ୍କୁ ୫୦ ଡିସିମିଲ ପନିପରିବା ଚାଷ ପାଇଁ ୨୨ ହଜାର ଟଙ୍କା ପ୍ରୋତ୍ସାହନ ଯୋଗାଇଦେଉଥିବା ବେଳେ ଏଠୀ ଚାଷୀଙ୍କ ଅର୍ଥକୁ ଜଣେ ବିଭାଗୀୟ ମହିଳା କର୍ମଚାରୀ ନିଜ ସ୍ବାମୀ ଙ୍କୁ ଲଗାଇ ଦଲାଲ ଜରିଆରେ ଚାଷୀ ମାନଙ୍କ ୨୨ ହଜାର ଟଙ୍କାରୁ ୧୧ ହଜାର ଟଙ୍କା ହରିଲୁଟ କରିନେଉଥିବା ଅଭିଯୋଗ ହୋଇଛି  ପ୍ରାପ୍ତ ସୂଚନା ଅନୁଯାୟୀ ମୋଟ ଚାରିଖଣ୍ଡ ଗ୍ରାମର ତିନିଶହ ରୁ ଉର୍ଦ୍ଧ୍ବ ହିତାଧିକାରୀ ଥିବାରୁ ପ୍ରତି ଚାଷୀଙ୍କ ୧୧ ହଜାର ହେଲେ    ବାର୍ଷିକ ୩୩ ଲକ୍ଷ ଟଙ୍କା ଘୋଟାଲା ହୋଇଥିବା ବେଳେ ତିନିବର୍ଷ କୁ ପାଖାପାଖି ୧ କୋଟି ଟଙ୍କା ଚାଷୀଙ୍କ ପ୍ରୋତ୍ସାହନ ରାଶି ହାରିଲୁଟ ହୋଇଥିବା ଅଭିଯୋଗ ହୋଇଛି ,କାରଣ ଏଠି ପାଞ୍ଚ ପ୍ରତିଶତ ମାତ୍ର ପ୍ରକୃତ ଚାଷୀ ପନିପରିବା ଚାଷୀ ଚାଷ କରୁଥିବା ବେଳେ ବାକିତକ ସମ୍ପୂର୍ଣ୍ଣ ମିଥ୍ୟା ବିଲ କରାଯାଉଛି ଏଭଳି କି ଗୋଟେ ପରିବାରରେ ସ୍ବାମୀ ସ୍ତ୍ରୀ ଙ୍କୁ ବେ ଆଇନ ଭାବରେ ଆର୍ଥିକ ସହାୟତା ଦିଆଯାଇଛି,ଫଳରେ ଚାଷୀ ଚାଷ ନ କରି ଅଧେ ଟଙ୍କା ପାଉଥିବା ବେଳେ ବାକି ଅଧେ ଟଙ୍କା ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଙ୍କ ଭାଗ ବଣ୍ଟା ଥିବାରୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ତଦନ୍ତ କିମ୍ବା କାର୍ଯ୍ୟନୁଷ୍ଠାନ ନ  ହେବାରୁ ଅଭିଯୋଗକାରୀ ମାନେ କଳାହାଣ୍ଡି ଜିଲ୍ଲାପାଳ ମହୋଦୟା ଙ୍କୁ ଏହାର ତଦନ୍ତ କରାଯାଇ ଦୁର୍ନୀତି ରାଣୀ କର୍ମଚାରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଲିଖିତ ଜଣାଇଥିଲେ ଉକ୍ତ ଅଭିଯୋଗ ର ସତ୍ୟତା କୁ ହୃଦୟଙ୍ଗମ କରି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତୁରନ୍ତ ସେ ମହିଳା କର୍ମଚାରୀ ଙ୍କୁ ନର୍ଲା ବ୍ଲକ ରୁ ଅନ୍ୟତ୍ର ବଦଳି କରିବା ପାଇଁ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଫଳରେ ସେ ମହିଳା କର୍ମଚାରୀ ଙ୍କୁ ୬ ମାସ ହେଲାଣି ନର୍ଲା ରୁ କର୍ଲାମୁଣ୍ଡା ବଦଳି କରାଯାଇଛି କିନ୍ତୁ ଦୁଃଖର ବିଷୟ ଅଧିକାରୀ ମାନଙ୍କ  ଅହେତୁକ ଅନୁକମ୍ପା କାରଣ ଜନିତ ଉକ୍ତ ମହିଳା କର୍ମଚାରୀ ଅଦ୍ୟାବଧି ବ୍ଲକ ର ସମ୍ପୂର୍ଣ୍ଣ ଚାର୍ଜ ହେଣ୍ଡ ଓଭର ନ କରି ବର୍ତ୍ତମାନ ପର୍ଯ୍ୟନ୍ତ ନର୍ଲା ବ୍ଲକ ର ସିଡ଼ିପି ଯୋଜନା ର ଚାଷୀଙ୍କ ଅର୍ଥ ଆଦାୟ କରିବାରେ ଲିପ୍ତ ରହୁଛନ୍ତି ଫଳରେ  ପ୍ରକୃତ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ଏଣୁ ଏହି ଦୁର୍ନୀତି ରେ ଲିପ୍ତ ଥିବା ମହିଳା କର୍ମଚାରୀଙ୍କ  ବିରୋଧରେ ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି ହେଉଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଭିଭାବକ ଛେଉଣ୍ଡ ମେଧାବୀ ଛାତ୍ରକୁ ଉଚ୍ଚଶିକ୍ଷା ପାଇଁ ପ୍ରଶାସନର ସହାୟତା   24-Jun-2026
  ରାଜ୍ୟ  
ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ    24-Jun-2026
  ଜିଲ୍ଲା  
ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   24-Jun-2026
  ଜିଲ୍ଲା  
ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   23-Jun-2026
  ଜିଲ୍ଲା  
ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   23-Jun-2026
  ଜିଲ୍ଲା  
ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   23-Jun-2026
  ଜିଲ୍ଲା  
ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ   23-Jun-2026
  ଜିଲ୍ଲା  
ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Jun-2026

You Might Also Like