-+91-9937148622 |

prerana_bgr@rediffmail.com |

  Saturday 1st August 2026 |

| | | |

R.N.I. Regd No. ODIODI/2010/46693

Breaking News

‘ଫିସକୋଫେଡ୍’ର ପ୍ରଥମ ମହିଳା ଉପାଧ୍ୟକ୍ଷା ଭାବେ ଜୟଶ୍ରୀ ଗଡ଼ନାୟକ ନିର୍ବାଚିତ    (01-Aug-2026)       ||      ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ    (01-Aug-2026)       ||      କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଅବ୍ୟବସ୍ଥାର ଅଭିଯୋଗ:ଛାତ୍ରୀଙ୍କ ସୁରକ୍ଷା ଓ ଭିତ୍ତିଭୂମିକୁ ନେଇ ଉଠିଲା ପ୍ରଶ୍ନ   (01-Aug-2026)       ||      ଐତିହାସିକ ଡ.ସଦାନନ୍ଦ ଅଗ୍ରୱାଲ ନବମଶ୍ରାଦ୍ଧ ଦିବସ ପାଳିତ♦️ ଆମର ଅତିତର ଇତିହାସ ଭବିଷ୍ୟତ ଗଠନରେ ସହାୟ ହୁଏ-ଡ.ସାକିର ହୁସେନ   (01-Aug-2026)       ||      ରାସ୍ତା ଅବରୋଧ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ଉମେଶ ଦାସ, ତୁରନ୍ତ ପଦକ୍ଷେପ ପାଇଁ ପ୍ରତିଶ୍ରୁତି   (01-Aug-2026)       ||      ଗଣ ଇସ୍ତାହାର ର ୪୬ ତମ ସ୍ଵନକ୍ଷତ୍ର ଦିବସ ସମାରୋହ♦️ ସାମ୍ବାଦିକତାରେ ତଥ୍ୟର ସତ୍ୟତା ଓ ଦାୟିତ୍ୱବୋଧ ରହିବା ଜରୁରୀ    (01-Aug-2026)       ||      ବଲାଙ୍ଗୀର ଜିଲ୍ଲାରେ କେଜିଵିଭି ସ୍କୁଲର ବିକଳ ଚିତ୍ର♦️ ଇନଚାର୍ଜ ରହନ୍ତି ବଲାଙ୍ଗୀରରେ, ରୋଗୀଣା ଛାତ୍ରୀକୁ ପଠାଇ ଦେଉଛନ୍ତି ଘରକୁ, ମେସ୍ ରୁ  ବାଟମାରଣା ଅଭିଯୋଗ  !   (01-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସମ୍ବଲପୁରୀ ଦିନ ପାଳିତ   (01-Aug-2026)       ||      ଅବସର ନେଲେ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା   (01-Aug-2026)       ||      ବାଳିକା ଫାଇନାଲ ରେ   ପାରୁଲ ଚୌଧୁରୀ ଚମ୍ପିୟାନ  ଦୀକ୍ଷା ଏସ. ଆର. ରନର୍ସ ଅପ...ବାଳକ ରେ ନିଶ୍ଚଲ ଚାନ୍ଦ ଚାମ୍ପିୟନ, ଟି. ଜ୍ଞାନ ଦତ୍ତ୍ତ ରନର୍ସ ଅପ   (01-Aug-2026)       ||      ଜାଗୃତି ଶାଖା ପକ୍ଷରୁ ଚାରାରୋପଣ ଓ ଛାତ୍ରୀମାନଙ୍କୁ ଖାତା ପ୍ରଦାନ   (01-Aug-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଦ୍ବିତୀୟ ମାସିକ ବୈଠକ ଅନୁଷ୍ଠିତ   (01-Aug-2026)       ||      ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (01-Aug-2026)       ||      *ଅବସର କାଳୀନ ସମାରୋହରେ ବୃକ୍ଷରୋପଣ କରି ଅଭିନବ ପରମ୍ପରାର ଶୁଭାରମ୍ଭ କଲା ଭାରତ ବିକାଶ ପରିଷଦ ସୋନପୁର ଶାଖା*-   (01-Aug-2026)       ||      *ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ପୌର ପରିଷଦ ପକ୍ଷରୁ ସହରରେ ରେ ମଶା ବଂଶ ନିପାତ ପାଇଁ ବଳିଷ୍ଠ ପଦକ୍ଷେପ*   (01-Aug-2026)       ||      ଚାଷୀଙ୍କ କ୍ଷତିପୂରଣ ଦାବିକଲା ଲିବରେସନ୍ ସାମାଜିକ ଅନୁଷ୍ଠାନ   (01-Aug-2026)       ||      ଦୟାନନ୍ଦ ପବ୍ଲିକ ସ୍କୁଲର ଷ୍ଟାଫ ଡେ ଓ ନର୍ସରୀ ଟିଚର୍ସ୍ ଟ୍ରେନିଂ ଛାତ୍ରୀମାନଙ୍କ ସମାବର୍ତ୍ତନ ଉତ୍ସବ   (01-Aug-2026)       ||      ଏଡିଇଓ ରଞ୍ଜିତ ଘିବେଲାଙ୍କୁ ବିଦାୟକାଳୀନ ସମ୍ବଦ୍ଧନା    (01-Aug-2026)       ||      ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   (31-Jul-2026)       ||      ଲୋଇସିଂହା ଏନଏସି ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ   (31-Jul-2026)       ||     

HOME   ଜିଲ୍ଲା

ବିଶ୍ଵ ପ୍ରସିଦ୍ଧ ଯୋରନ୍ଦାରେ ମହିମା ମନ୍ଦିର ଭୂମି ପୂଜନ ପାଇଁ ନବରଙ୍ଗପୁର ଜିଲ୍ଲାରୁ 5ହଜାର ଭକ୍ତଙ୍କ ସମାଗମ

21-Dec-2023



ନବରଙ୍ଗପୁର (ମିହିର ଶଙ୍କର ପାତ୍ର,) ଜିଲ୍ଲାର ପ୍ରତ୍ୟେକ ବ୍ଲକ ରୁ ମହିମା ଧର୍ମର ଭକ୍ତ  ସମାଗମରେ ମୈଦଲ ପୁର ସାଗର ପାଖରେ 50ଟି ବସରେ ରେ 5000 ଭକ୍ତ ସମାଗମ ହୋଇଥିଲା। ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ରେ ମହିମା ଧର୍ମର ମନ୍ଦିର ର ଭୂମି ପୂଜନ ଉତ୍ସବରେ ଯୋଗଦେବା ପାଇଁ ନବରଙ୍ଗପୁର ଜିଲ୍ଲା ର ପଶ୍ଚିମାଞ୍ଚଳ ମହିମା ଧର୍ମର ସନ୍ଥ ସମାଗମ ହୋଇ ଭୂମି ପୂଜନ ଉତ୍ସବରେ ଯୋଗଦେବା ଲୋକମାନଙ୍କ ମଧ୍ୟରେ ଧର୍ମ ପ୍ରତି ଲୋକଙ୍କ ଆଗ୍ରହ ଆମ ସମସ୍ତଙ୍କ ପାଇଁ ପ୍ରେରଣା ର ଉତ୍ସ। ମହିମା ଧର୍ମର ଭୀମ ଭୋଇ ବାର୍ତ୍ତା -ପ୍ରାଣୀ ର ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।ଏ ବାଣୀ ସମାଜର ସମସ୍ତଙ୍କୁ ଧର୍ମ ସୂତ୍ରରେ ବନ୍ଦନ କରୁଛି। ମହିମା ଧର୍ମର ଲୋକଙ୍କ ମଧ୍ୟରେ ସୂର୍ଯ୍ୟ ଦୟପୂର୍ବ ରୁ ଉଠିବା। ନିରାକାର ପରମବ୍ରହ୍ମ କୁ ନାମ ସ୍ମରଣ, ଭୂମି ରେ ମୁହଁ ପାଦ ସନଯୋଗ ରେ ପରଂବ୍ରହ୍ମ କୁ ସ୍ମରଣ ଦ୍ବାରା ମାନଵ ଜୀବନ ସୁଫଳ ନିଶ୍ଚିତ ଅନୁଭବ ହେଉଛି।ମ‌ହିମା ଧର୍ମ ଦର୍ଶନ ରେ ଲୋକସମୁହ ଆକୃଷ୍ଟ ହୋଇ ଦୀକ୍ଷା ରେ ଦୀକ୍ଷିତ ହୋଇସାରିବା ଦ୍ବାରା ଲୋକଙ୍କ ସମାଜ ଜୀବନର ଉନ୍ନତି ସମ୍ଭବ ହେଉଛି। ସାଧୁସନ୍ଥଙ୍କ ଅବଦାନକୁ ସମାଜରେ ବୁଦ୍ଧି ଜୀଵି, ଶିକ୍ଷିତସମାଜ ର ଲୋକଂକ  ଉଛ ପ୍ରଶଂସା କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
‘ଫିସକୋଫେଡ୍’ର ପ୍ରଥମ ମହିଳା ଉପାଧ୍ୟକ୍ଷା ଭାବେ ଜୟଶ୍ରୀ ଗଡ଼ନାୟକ ନିର୍ବାଚିତ   01-Aug-2026
  ଜିଲ୍ଲା  
ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ   01-Aug-2026
  ଜିଲ୍ଲା  
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଅବ୍ୟବସ୍ଥାର ଅଭିଯୋଗ:ଛାତ୍ରୀଙ୍କ ସୁରକ୍ଷା ଓ ଭିତ୍ତିଭୂମିକୁ ନେଇ ଉଠିଲା ପ୍ରଶ୍ନ   01-Aug-2026
  ଜିଲ୍ଲା  
ଐତିହାସିକ ଡ.ସଦାନନ୍ଦ ଅଗ୍ରୱାଲ ନବମଶ୍ରାଦ୍ଧ ଦିବସ ପାଳିତ♦️ ଆମର ଅତିତର ଇତିହାସ ଭବିଷ୍ୟତ ଗଠନରେ ସହାୟ ହୁଏ-ଡ.ସାକିର ହୁସେନ   01-Aug-2026
  ଜିଲ୍ଲା  
ରାସ୍ତା ଅବରୋଧ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ଉମେଶ ଦାସ, ତୁରନ୍ତ ପଦକ୍ଷେପ ପାଇଁ ପ୍ରତିଶ୍ରୁତି   01-Aug-2026
  ଜିଲ୍ଲା  
ଗଣ ଇସ୍ତାହାର ର ୪୬ ତମ ସ୍ଵନକ୍ଷତ୍ର ଦିବସ ସମାରୋହ♦️ ସାମ୍ବାଦିକତାରେ ତଥ୍ୟର ସତ୍ୟତା ଓ ଦାୟିତ୍ୱବୋଧ ରହିବା ଜରୁରୀ   01-Aug-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାରେ କେଜିଵିଭି ସ୍କୁଲର ବିକଳ ଚିତ୍ର♦️ ଇନଚାର୍ଜ ରହନ୍ତି ବଲାଙ୍ଗୀରରେ, ରୋଗୀଣା ଛାତ୍ରୀକୁ ପଠାଇ ଦେଉଛନ୍ତି ଘରକୁ, ମେସ୍ ରୁ  ବାଟମାରଣା ଅଭିଯୋଗ  !   01-Aug-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସମ୍ବଲପୁରୀ ଦିନ ପାଳିତ   01-Aug-2026
  ଜିଲ୍ଲା  
ଅବସର ନେଲେ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା   01-Aug-2026
  ରାଜ୍ୟ  
ବାଳିକା ଫାଇନାଲ ରେ   ପାରୁଲ ଚୌଧୁରୀ ଚମ୍ପିୟାନ  ଦୀକ୍ଷା ଏସ. ଆର. ରନର୍ସ ଅପ...ବାଳକ ରେ ନିଶ୍ଚଲ ଚାନ୍ଦ ଚାମ୍ପିୟନ, ଟି. ଜ୍ଞାନ ଦତ୍ତ୍ତ ରନର୍ସ ଅପ   01-Aug-2026
  ଜିଲ୍ଲା  
ଜାଗୃତି ଶାଖା ପକ୍ଷରୁ ଚାରାରୋପଣ ଓ ଛାତ୍ରୀମାନଙ୍କୁ ଖାତା ପ୍ରଦାନ   01-Aug-2026
ତୁଷୁରା କ୍ଲଷ୍ଟର ସ୍ତରୀୟ ଦ୍ବିତୀୟ ମାସିକ ବୈଠକ ଅନୁଷ୍ଠିତ   01-Aug-2026

You Might Also Like