-+91-9937148622 |
prerana_bgr@rediffmail.com |
Friday 27th March 2026 |
R.N.I. Regd No. ODIODI/2010/46693
Breaking News
21-Dec-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ପ୍ରଶାସନ 11 ଏବଂ ଜନ ପ୍ରତିନିଧି 11 ମଧ୍ୟରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡl ଉଚ୍ଚ ବିଦ୍ୟାଳୟ ର ଖେଳ ପଡିଆରେ ଫୂଟବଲ ବଳ ଓ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଥିଲା l ପ୍ରଶାସନ ତରଫରୁ ଅଧିନାୟକ ବିଡ଼ିଓ ଯୁଧିଷ୍ଠିର ମେହେର ହୋଇଥିବା ବେଳେ ଜନ ପ୍ରତିନିଧି ପକ୍ଷରୁ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ l
ଫୂଟବଲ ମ୍ୟାଚ ରେ ଜନ ପ୍ରତିନିଧି ଦଳ ରୁ ଯତୀନ୍ଦ୍ର ପଟେଲ 1-0 ରେ ଗୋଲ ଦେଇ ନିଜ ଦଳକୁ ବିଜୟୀ କରିଥିବା ବେଳେ ମେନ ଅଫ ଦି ମ୍ୟାଚ ର ହକଦାର ହୋଇଥିଲେ l ଏହି ପରିପ୍ରେକ୍ଷୀରେ କ୍ରିକେଟ ଦଳ ପକ୍ଷରୁ ପ୍ରଥମେ ଟଜ ଜିତି 47 ରନ କରିଥିଲା ଜନ ପ୍ରତିନିଧି ଦଳ l ଏହାକୁ ପଛରେ ପକାଇ ବାଜି ମାରିନେଲା ବ୍ଲକ ପ୍ରଶାସନ ଦଳ l ଚୌକା ଓ ଛକା ମାରି ଦର୍ଶକ ଙ୍କ ମନ ଜିଣି ନେଇ ମେନ ଅଫ ଦି ମ୍ୟାଚ ସାଜିଥିଲେ ଯୋଗାଣ ଅଧିକାରୀ ସୋମ୍ୟରଞ୍ଜନ ମହାନନ୍ଦ l