-+91-9937148622 |
prerana_bgr@rediffmail.com |
Friday 27th March 2026 |
R.N.I. Regd No. ODIODI/2010/46693
Breaking News
21-Dec-2023
ସୋନପୁର(ମନୋରଞ୍ଜନ ତ୍ରିପାଠୀ )-ସୁବର୍ଣ୍ଣପୁର ଜିଲ୍ଲା ବିଜେପି ର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ମୂରଲୀଧର ମଲ୍ଲିକ ଗତକାଲି ରାୟପୁର ଠାରେ ଏକ ଘରୋଇ ହସ୍ପିଟାଲରେ ଇହଲୀଳା ସମ୍ବରଣ କରିଛନ୍ତି। ତାଙ୍କ ସମୟରେ ୨୦୦୨ ରେ ସୁବର୍ଣ୍ଣପୁର ଜିଲ୍ଲା ରେ ବିଜେପି ପ୍ରଥମେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାସଲ କରିଥିଲା। ଶ୍ରୀ ମଲ୍ଲିକ ଜଣେ ସରଳ, ଅମlୟିକ ବ୍ୟକ୍ତିତ୍ବ ଥିବା ବେଳେ ବିଜେପି ଦଳ ର ଜଣେ ସୂ -ସଙ୍ଗଠକ ଭବେ ଖୁବ ଜଣାଶୁଣା ଥିଲେ l