-+91-9937148622 |

prerana_bgr@rediffmail.com |

  Wednesday 1st April 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର    (31-Mar-2026)       ||      ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ କ୍ୟାମ୍ପ୍ କୋର୍ଟ ଓ ଜନ ଅଭିଯୋଗ ଶୁଣାଣି   (31-Mar-2026)       ||      ସେବିକା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   (31-Mar-2026)       ||      ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ପଟଖଣ୍ଡା    (31-Mar-2026)       ||      ବଲାଙ୍ଗୀରରେ ରକ୍ତଦାନ ଶିବିର, ୮୩ ୟୁନିଟ ରକ୍ତ ସଂଗ୍ରହ    (31-Mar-2026)       ||      ପଦ୍ମପୁର ରଜାପଡା ଠାରେ ମା ସମଲେଶ୍ୱରୀ ଝାରୀ,ଚଣ୍ଡୀ ଙ୍କ ପୂଜା ଅନୁଷ୍ଠିତ   (31-Mar-2026)       ||      ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜା ରାଜେନ୍ଦ୍ରନାରାୟଣସିଂହଦଓ ୧୧୪ ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି   (31-Mar-2026)       ||      ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର   (31-Mar-2026)       ||      ଏକ ଦିବସୀୟ ଜାତୀୟ କାର୍ଯ୍ୟଶାଳା ଅନୁଷ୍ଠିତ   (31-Mar-2026)       ||      ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ    (31-Mar-2026)       ||      ଧୂମଧାମରେ ସମ୍ପନ୍ନ ହେଲା ଡାବୁଗାଁରେ ନବ ଦିନାତ୍ମକ କୋଳସ ଯାତ୍ରା*   (31-Mar-2026)       ||      ଘୁଷୁରାମୁଣ୍ଡା ମହିମାମଠ ରେ ବିଶ୍ୱଶାନ୍ତି ବାଲ୍ୟଳିଲା ବ୍ରହ୍ମଯଜ୍ଞ ଅନୁଷ୍ଠିତ   (31-Mar-2026)       ||      ଘୁଷୁରାମୁଣ୍ଡା ମହିମାମଠ ରେ ବିଶ୍ୱଶାନ୍ତି ବାଲ୍ୟଳିଲା ବ୍ରହ୍ମଯଜ୍ଞ ଅନୁଷ୍ଠିତ   (31-Mar-2026)       ||      ଆତ୍ମରକ୍ଷା ତାଲିମ୍ ଝିଅମାନଙ୍କ ପାଇଁଏକ କବଚ ସଦୃଶ? ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ    (31-Mar-2026)       ||      ଶୋଚନୀୟ ହେଲାଣି ବରୁଆଁ-ବରୀ ରାସ୍ତା, ମରାମତି କରୁନାହିଁ ପୂର୍ତ୍ତ ବିଭାଗ   (31-Mar-2026)       ||      "ବୁଢାଦେଓଙ୍କ ଗାଦିଯାତ୍ରାରେ ଟିମନପୁର କାନ୍ଦିଉଠିଲା ଭକ୍ତିରେ—ଆଖିରେ ଆନନ୍ଦର ଲୁହ"   (31-Mar-2026)       ||      ଭବିଷ୍ୟ ଇଂରାଜୀ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ   (31-Mar-2026)       ||      ପଲଶାଗୋରା ସରସ୍ଵତୀ ଶିଶୁ ମନ୍ଦିର ବାର୍ଷିକ ଉତ୍ସବ ♦️ ଶିକ୍ଷା, ସଂସ୍କୃତି ଓ ଅନୁଶାସନ ରେ ଶିଶୁମନ୍ଦିର ର ଭୂମିକା ଅନନ୍ୟ    (31-Mar-2026)       ||      ଖାଉଟି ଅଦାଲତର ରେ ଫ୍ଲିପକାର୍ଡ ଦଣ୍ଡିତ    (31-Mar-2026)       ||      ଲୁହୂରାମୁଣ୍ଡା ପଂଚାୟତ ରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Mar-2026)       ||     

HOME   ଜିଲ୍ଲା

ଡିଗ୍ରୀ କଲେଜ କୁଶଙ୍ଗରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

17-Dec-2023



(ପ୍ରେରଣା ଖବର )
ବିଗତ ଏକ ତାରିଖରୁ ଚାଲିଥିବା ନୂଆଁ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଅଧ୍ୟକ୍ଷ ବିଜୟ କୁମାର କଲେଟଙ୍କ ସଭାପତିତ୍ବରେ ଆଜି ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଇ କାର୍ଯ୍ୟକ୍ରମର ମୂଲ୍ୟବୋଧକୁ ଜୀବନରେ ବିନିଯୋଗ କରିବା ପାଇଁ ବକ୍ତବ୍ୟ ରଖିଥିଲେ l ସମ୍ମାନିତ ଅତିଥି ଭାବେ  ଶ୍ରୀ ନୀଳାଞ୍ଚଳ ଚିରଗୁନ ଛାତ୍ର ଜୀବନର ମହତ୍ୱ ଉପରେ ବୁଝାଇ ଥିଲେ l ସମାଜସେବୀ ଗୋଲକ ପଟେଲ ପିଲାଙ୍କୁ ଉତ୍ତମ ମଣିଷ ହେବା ପାଇଁ ପ୍ରେରଣା ଦେଇଥିବା ବେଳେ ନୋଡାଲ ଅଫିସର ଶମ୍ଭୁ ପ୍ରସାଦ ସାହୁ, ଡ. ଅଜିତ କୁମାର ଭୋଇ, ଡ. ଲକ୍ଷ୍ମଣ ମେହେର ମଞ୍ଚାସିନ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ l

ଏଥିରେ ଅଧ୍ୟାପକ ଅନନ୍ତ କୁମାର ଆର୍ଯ୍ୟ, ଅଧ୍ୟାପିକା ବିଜ୍ଞଶ୍ରୀ ଗୁରୁ, ବାରିଧି ତନୟା ତ୍ରିପାଠୀ ଖେଳ ଶିକ୍ଷକ ରମାକାନ୍ତ ରାଉତ ତଥା କଲେଜର ଅନ୍ୟାନ୍ୟ କର୍ମଚାରୀ ଚକ୍ରଧର ପଟେଲ, ପଞ୍ଚାନନ ପଟେଲ, ଚକ୍ରପାଣି ପଟେଲ, ଗୌର ପଟେଲ, ପବିତ୍ର ବାଗ, ବୈଷ୍ଣବ ତ୍ରିପାଠୀ, ବିପିନ ପୋଡ଼ଙ୍କ ପୂର୍ଣ୍ଣ ସହଭାଗିତା ଥିଲା l ସାମାଜିକ, ସାଂସ୍କୃତିକ ଏବଂ କ୍ରୀଡା ଭିତ୍ତିକ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମର ବିଶେଷ ସଫଳତା କ୍ଷେତ୍ରରେ ଅଙ୍କିତ ଦେହେରୀ, ଅଙ୍କିତ ପଟେଲ, ରାହୁଲ ସାହୁ, ରୁପେଶ ସେଠ, ଈଶ୍ୱର ମଲ୍ଲିକ, ପଙ୍କଜିନୀ ଗଡ଼ତ୍ୟା, କାଜଲ ପୃଷ୍ଟି, ବର୍ଷାରାଣୀ ମେହେର, ଲିସା ବାଗ ପ୍ରମୁଖଙ୍କ ଅକ୍ଲାନ୍ତ ପରିଶ୍ରମ ରହିଥିଲା l ମୋଟାମୋଟି 300 ରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ଭାଗ ନେଇଥିଲେ l ସମସ୍ତଙ୍କ ସହଯୋଗରେ ପ୍ରତ୍ୟେକ ପ୍ରତିଯୋଗିତାଗୁଡ଼ିକ ସାଫଲ୍ୟମଣ୍ଡିତ ହୋଇଥିଲା


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର   31-Mar-2026
  ଜିଲ୍ଲା  
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ କ୍ୟାମ୍ପ୍ କୋର୍ଟ ଓ ଜନ ଅଭିଯୋଗ ଶୁଣାଣି   31-Mar-2026
  ଜିଲ୍ଲା  
ସେବିକା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   31-Mar-2026
  ଜିଲ୍ଲା  
ପଦ୍ମଫୁଲ ବେଶରେ ଦର୍ଶନ ଦେଲେ ମା ପଟଖଣ୍ଡା   31-Mar-2026
  ଜିଲ୍ଲା  
ବଲାଙ୍ଗୀରରେ ରକ୍ତଦାନ ଶିବିର, ୮୩ ୟୁନିଟ ରକ୍ତ ସଂଗ୍ରହ   31-Mar-2026
  ଜିଲ୍ଲା  
ପଦ୍ମପୁର ରଜାପଡା ଠାରେ ମା ସମଲେଶ୍ୱରୀ ଝାରୀ,ଚଣ୍ଡୀ ଙ୍କ ପୂଜା ଅନୁଷ୍ଠିତ   31-Mar-2026
  ଜିଲ୍ଲା  
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜା ରାଜେନ୍ଦ୍ରନାରାୟଣସିଂହଦଓ ୧୧୪ ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି   31-Mar-2026
  ଜିଲ୍ଲା  
ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର   31-Mar-2026
  ରାଜ୍ୟ  
ଏକ ଦିବସୀୟ ଜାତୀୟ କାର୍ଯ୍ୟଶାଳା ଅନୁଷ୍ଠିତ   31-Mar-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ   31-Mar-2026
  ଜିଲ୍ଲା  
ଧୂମଧାମରେ ସମ୍ପନ୍ନ ହେଲା ଡାବୁଗାଁରେ ନବ ଦିନାତ୍ମକ କୋଳସ ଯାତ୍ରା*   31-Mar-2026
  ଜିଲ୍ଲା  
ଘୁଷୁରାମୁଣ୍ଡା ମହିମାମଠ ରେ ବିଶ୍ୱଶାନ୍ତି ବାଲ୍ୟଳିଲା ବ୍ରହ୍ମଯଜ୍ଞ ଅନୁଷ୍ଠିତ   31-Mar-2026

You Might Also Like