-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||     

HOME   ଜିଲ୍ଲା

ସନ୍ଥକବି ଭୀମଭୋଇ କୃଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

11-Dec-2023



ରେଢାଖୋଲ ( ଅନିଲ ପୃଷ୍ଟି ) ସନ୍ଥକବି ଭୀମ ଭୋଇ କୃଷକ ସଂଘର ସମ୍ପାଦକ ଅଜୟ କୁମାର ସାହୁ ଙ୍କ ନେତୃତ୍ୱରେ ରେଢାଖୋଲ ଉପଖଣ୍ଡ ର ଉପ ସଭାପତି ମହେଶ ପ୍ରଧାନ ଙ୍କ ସହଯୋଗ ରେ ରେଢାଖୋଲ ପଞ୍ଚାୟତ ସମିତି ଅଞ୍ଚଳ ବିଭିନ୍ନ କୃଷକ ସଂଘର କୃଷକ ନେତୃବୃନ୍ଦ ଙ୍କ କୃଷକଙ୍କ ବିଭିନ୍ନ ସମସ୍ୟା ନେଇ ୧୨ ଦଫା ଦାବି ନେଇ ରେଢାଖୋଲ ଉପ ଜିଲ୍ଲାପାଳଙ୍କ ଜରିଆରେ କାର୍ଯ୍ୟାଳୟ କୁ ଆସି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆହୋଇଥିଲା ଏଥିରେ ମୁଖ୍ୟ ସମସ୍ୟା ହେଲା ସର୍ବନିମ୍ନ ସହାୟକ ମୂଲ୍ୟ ଧାନ କ୍ୱିଣ୍ଟାଲ ପ୍ରତି ୩୨୦୦ ଟଙ୍କା କୁ ବୃଦ୍ଧି କରାଯାଉ, ମଣ୍ଡି ମାନଙ୍କରେ କଟନୀ ଛଟନି ବନ୍ଦକରାଯାଉ, ରବିଫସଲ ଓ ଧାନର ଏମ ଏସ ପି କୁ ଆଇନରେ ପରିଣତ କରାଯାଉ,ଚାଷିଙ୍କ ଟୋକନରେ ବିକ୍ରି କରିବାପାଇଁ ଅନୁମତି ଦିଆଯାଇଥିବା ଧାନ ର ପରିମାଣ ର ପୁନର୍ବାର ଆକଳନ କରି ( ରିଭେରିଫିକେସନ )କରାଯାଉ, ଅଣଜଳ ସେଚିତ ଜମିରେ ଧାନ ର ଏକର ପ୍ରତି ୧୮ କ୍ୟୁଣ୍ଟାଲ କରାଯାଉ,ପ୍ରାକୃତିକ ଦୁର୍ବିପାକ ହେଲେ ଓ ମରୁଡ଼ି ହେଲେ ଇନପୁଟ ସବସିଡି ଏକର ପ୍ରତି 20 ହଜାର ଟଙ୍କା କରାଯାଉ,ଚାଷିକୁ ଯଦି କୌଣସି ମୃତ୍ୟୁ ହେଲେ ବା ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ପରିବାର ବର୍ଗଙ୍କୁ ୧୫ ଲକ୍ଷ ଟଙ୍କା ସମୟ ସୀମା ମଧ୍ୟରେ ଦିଆଯାଉ, ମାଙ୍କଡ ମାନଙ୍କ ଦ୍ୱାରା କ୍ଷୟକ୍ଷତି ହେଲେ ଆଇନରେ ପରିଣତ କରାଯିବା ସହିତ ବନବିଭାଗ ଦ୍ୱାରା କ୍ଷତିପୂରଣ ରାଶି ସମୟ ସୀମା ମଧ୍ୟରେ ଦିଆଯାଉ,ଅଦିନିଆ ବର୍ଷରେ କ୍ଷୟକ୍ଷତି ଓ ବନ୍ୟଜନ୍ତୁ ଙ୍କ ଦ୍ୱାରା ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତାଙ୍କ କ୍ଷତିପୂରଣ ପ୍ରଦାନ କରାଯାଉ, କୃଷିବିଭାଗ ଓ କୃଷିଯନ୍ତ୍ରପାତି ବିକ୍ରି କରୁଥିବା ଡିଲର ସହିତ ବ୍ୟାଙ୍କ ମାନଙ୍କରେ ଦେଖାଦେଉଥିବା ସମସ୍ୟା ଉପରେ

ଦୃଷ୍ଟି ଆକର୍ଷଣ କରି  ଚାଷୀଙ୍କ ପାଇବାକୁ ଥିବା ସବସିଡି ର ରାଶି ସମୟ ସୀମା ମଧ୍ୟରେ ଦିଆଯାଉ, ଏଭଳି ୧୨ ରୁ ଉର୍ଦ୍ଧ୍ଵ ଦଫା ଦାବି ଦିଆଯାଇଥିଲା ।ବିଭିନ୍ନ ପଞ୍ଚାୟତ ରୁ ଚାଷୀ ନେତୃବୃନ୍ଦ ଉପସ୍ଥିତ ରହି ଦିଆହୋଇଥିଲା,  ଯଦି ଆଗାମୀ ଦିନରେ କୃଷକଙ୍କ ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏଥିରେ ରେଢାଖୋଲ ଉପଖଣ୍ଡ ଉପସଭାପତି ମହେଶ ପ୍ରଧାନ,ସନ୍ଥ କବି ଭୀମ ଭୋଇ କୃଷକ ସଂଘର  ସଭାପତି ଅଶ୍ୱିନି ପ୍ରଧାନ, ଉପ ସଭାପତି ପ୍ରମୋଦ ପ୍ରଧାନ, ରାଜେନ୍ଦ୍ର ବେହେରା,  ରାଜେନ୍ଦ୍ର ପ୍ରଧାନ , ପୁର୍ବତନ ସରପଞ୍ଚ ନିର୍ବାଚନ ଦେହୁରୀ, ନନ୍ଦକିଶୋର ବେହେରା, କଦଳୀଗଡ ଦଧିବାମନ କୃଷକ ସଂଘ ର ସଭାପତି ବୃଷଭାନୁ ପ୍ରଧାନ,ସତ୍ୟାନନ୍ଦ ବାଘ, ଭୁବନେଶ୍ବର ପ୍ରଧାନ,ବଡବାହାଳ ଗ୍ରାମ ପଞ୍ଚାୟତର କୃଷକ ନେତା ଭଗବାନ ପ୍ରଧାନ,ଭିକାରି ବେହେରା, ବିଭିନ୍ନ ପଞ୍ଚାୟତ ରୁ ବହ କୃଷକ ନେତୃବୃନ୍ଦ ଉପସ୍ଥିତ ରହି ଦାବିପତ୍ର ଦିଆହୋଇଥିଲା,


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026

You Might Also Like