-+91-9937148622 |

prerana_bgr@rediffmail.com |

  Sunday 10th May 2026 |

| | | |

R.N.I. Regd No. ODIODI/2010/46693

Breaking News

ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   (10-May-2026)       ||      ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   (10-May-2026)       ||      *ମୌଦଲପୁର ଠାରେ ନାମ ଯଜ୍ଞ" ଅନୁଷ୍ଠିତ*   (10-May-2026)       ||      ପରିବାର ଭିତରୁ ଯୁବ ପିଢିଙ୍କ ଭିତରେ ସଂସ୍କାର ଆଣିଲେ ସେମାନେ ସଂସ୍କୃତି ର ଅବକ୍ଷୟକୁ ରୋକି ପାରିବେ    (10-May-2026)       ||      ସଡ଼କ ଦୁର୍ଘଟଣାରେ ଦୁଇଜଣ ଆହତ , ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲ କୁ ପଠାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   (10-May-2026)       ||       କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର    (10-May-2026)       ||       କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର    (10-May-2026)       ||      ନିର୍ମାଣାଧୀନ କୋଠାରୁ ପଡ଼ି ଶ୍ରମିକ ମୃତ୍ୟୁ ଘଟଣା ଯନ୍ତ୍ରୀ, ଘଟଣାର ନିରପେକ୍ଷ ତଦନ୍ତ ହେଉ    (10-May-2026)       ||      ସମାଜସେବୀ ସଂଘମିତ୍ରା ପଟେଲ ସେବା ଭରତୀ ସମ୍ମାନ ରେ ସମ୍ମାନିତ    (10-May-2026)       ||      *ସୋନପୁର ଥାନାରେ ଜୁଭେଣ୍ଟିକା ସଚେତନତା*   (10-May-2026)       ||      *ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କଳାକାର ଜୀଵନ ଅବହେଳିତ,ଭୁଲିଆ ସିକୂଆଁ ଗ୍ରାମର ପୂର୍ଣ୍ଣ ସିନ୍ଧୁର ଆଜିବି ଅନେକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ନାଁ ବାର୍ଦ୍ଧକ୍ୟ ଭତ୍ତା, ନାଁ ମିଳେ କଳାକାର ଭତ୍ତା*   (10-May-2026)       ||      *ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୬ ରେ ୫୭୯୬ ଗୋଟି ମାମଲା ସମାଧାନ,*   (10-May-2026)       ||      *ଡାବୁଗାଁ ଥାନା IIC ରଘୁନାଥ ମାଝୀ ସସ୍‌ପେଣ୍ଡ୍‌*   (10-May-2026)       ||      ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ, ପୁଲିସ ଡିଜିଙ୍କ ଉପରେ ବର୍ଷିଲେ: ବାଲିଅନ୍ତା ଜିଆରପି କନେଷ୍ଟବଳ ହତ୍ୟା ଘଟଣାର କ୍ରାଇମବ୍ରାଚ ତଦନୁ ନିର୍ଦ୍ଦେଶ   (09-May-2026)       ||      ଲକ୍ଷ୍ମୀ ବସ ଚଳାଚଳ ରୁଟ ପରିବର୍ତ୍ତନ ପାଇଁ ଦାବି   (09-May-2026)       ||      ବଲାଙ୍ଗିର: ସିଭିଲ କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ   (09-May-2026)       ||      ସେଣ୍ଟସ୍ ଭେଲି ହାଇସ୍କୁଲ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   (09-May-2026)       ||      ପଞ୍ଚାୟତ ସମିତି ବୈଠକ ରେ ତରଭା କୁ ଉପ ଖଣ୍ଡ ମାନ୍ୟତା ଦାବି ଉଠିଲା   (09-May-2026)       ||      ବଲାଙ୍ଗୀର : ଜୀବନ ସହ ଲଢ଼ୁଛନ୍ତି କୁଡ଼ସିଂହାର ଗୋପାଳ ସାହୁ   (09-May-2026)       ||      ବଲାଙ୍ଗୀର ସିଭିଲ୍ କୋର୍ଟ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର    (09-May-2026)       ||     

HOME   ଜିଲ୍ଲା

ସୋନେପୁର ମହାବିଦ୍ୟାଳୟରେ ଏନ୍ ସି ସି ଦିବସ

26-Nov-2023



ସୋନେପୁର( ପ୍ରେରଣା ଖବର )
 ସୋନେପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଜୀବ ଲୋଚନ ଆଚାର୍ଯ୍ୟ ପତାକା ଉତ୍ତୋଳନ କରି ଏନ୍ ସି ସି କ୍ୟାଡେଟ ମାନଙ୍କୁ ଏକତା ଶୃଙ୍ଖଳା ଓ ଅନୁଶାସନ ରକ୍ଷା କରି ଦେଶ ଜାତି ଓ ସମାଜ ପାଇଁ ଉତ୍ସର୍ଗୀକୃତ ହେବାକୁ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟର ଏନ୍ ସି ସି ଅଫିସର ଲେପ୍ଟେନାଣ୍ଟ ଆଶିଷ କୁମାର ଅଗ୍ରୱାଲ ଏନ୍ ସି ସି ର ଇିହାସ ଓ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ଦୃଷ୍ଟିପାତ କରିଥିଲେ। ମହିଳା ସମର ଶିକ୍ଷ୍ୟାର୍ଥି ବାହିନୀ ଇଉନିଟର କ୍ୟାଡେଟ ମାନେ ଏନ୍ ସି ସି ର ସାମୁହିକ ସଙ୍ଗୀତ ପରିବେଶ କରିଥିଲେ। ଏହାପରେ ଅଧ୍ୟକ୍ଷ ଉଭୟ ପୁରୁଷ ଓ ମହିଳା ଏନ୍ ସି ସି ଇଉନିଟ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ପ୍ୟାରେଡ ଓ ଗାର୍ଡ ଅଫ ଅନର କାର୍ଯ୍ୟକୁ ଅଣ୍ଡର ଅଫିସର ସୁବ୍ରତ ନାୟକ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ବ୍ୟୋଦ୍ଧିକ ଶିବିରରେ କ୍ୟାଡେଟ ମାନଙ୍କୁ ବିଭିନ୍ନ ପ୍ରକାରର ସାମାଜିକ କର୍ତ୍ତବ୍ୟ ଉପରେ ତାଲିମ ଦିଆଯାଇଥିଲା। ଏହି ଉତ୍ସବରେ ଏନ୍ ସି ସି ର ପୂର୍ବତନ କମାଣ୍ଡର ତଥା ଅଭିଜ୍ଞ ପରାମର୍ଶ ଦାଦାମନେ ଯୋଗ ଦେଇଥିବା ବେଳେ ମହାବିଦ୍ୟାଳୟର ସମସ୍ତ ପୁରୁଷ ଓ ମହିଳା କ୍ୟାଡେଟ ମାନେ ଅଂଶଗ୍ରହଣ କରିଥିଲେ ମିଷ୍ଟାଣ୍ଟ ବଣ୍ଟନପରେ କର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।ଏନସିସି କେଡେଟ ଆକାଶ, ଶିରୋମଣି, ସୁବ୍ରତ, ଛବିଳ,ଝାସକେତନ, ଲୋକନାଥ, ବିଦ୍ୟାଧର, ଲୋକନାଥ, ଜଗନ୍ନାଥ, ଉଜ୍ଜଲ, ରାଜେଶ୍, ବିଘ୍ନେଶ୍ୱର,କଲ୍ୟାଣୀ ତଥା ସମସ୍ତ ସମର ଶିକ୍ଷାର୍ଥି ବାହିନୀ ଯୋଗଦେଇ ସହଯୋଗ କରିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   10-May-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   10-May-2026
  ଜିଲ୍ଲା  
*ମୌଦଲପୁର ଠାରେ ନାମ ଯଜ୍ଞ" ଅନୁଷ୍ଠିତ*   10-May-2026
  ରାଜ୍ୟ  
ପରିବାର ଭିତରୁ ଯୁବ ପିଢିଙ୍କ ଭିତରେ ସଂସ୍କାର ଆଣିଲେ ସେମାନେ ସଂସ୍କୃତି ର ଅବକ୍ଷୟକୁ ରୋକି ପାରିବେ   10-May-2026
  ଜିଲ୍ଲା  
ସଡ଼କ ଦୁର୍ଘଟଣାରେ ଦୁଇଜଣ ଆହତ , ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲ କୁ ପଠାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   10-May-2026
  ଜିଲ୍ଲା  
 କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର   10-May-2026
  ଜିଲ୍ଲା  
 କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର   10-May-2026
  ଜିଲ୍ଲା  
ନିର୍ମାଣାଧୀନ କୋଠାରୁ ପଡ଼ି ଶ୍ରମିକ ମୃତ୍ୟୁ ଘଟଣା ଯନ୍ତ୍ରୀ, ଘଟଣାର ନିରପେକ୍ଷ ତଦନ୍ତ ହେଉ   10-May-2026
  ଜିଲ୍ଲା  
ସମାଜସେବୀ ସଂଘମିତ୍ରା ପଟେଲ ସେବା ଭରତୀ ସମ୍ମାନ ରେ ସମ୍ମାନିତ   10-May-2026
  ଜିଲ୍ଲା  
*ସୋନପୁର ଥାନାରେ ଜୁଭେଣ୍ଟିକା ସଚେତନତା*   10-May-2026
  ଜିଲ୍ଲା  
*ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କଳାକାର ଜୀଵନ ଅବହେଳିତ,ଭୁଲିଆ ସିକୂଆଁ ଗ୍ରାମର ପୂର୍ଣ୍ଣ ସିନ୍ଧୁର ଆଜିବି ଅନେକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ନାଁ ବାର୍ଦ୍ଧକ୍ୟ ଭତ୍ତା, ନାଁ ମିଳେ କଳାକାର ଭତ୍ତା*   10-May-2026
  ଜିଲ୍ଲା  
*ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୬ ରେ ୫୭୯୬ ଗୋଟି ମାମଲା ସମାଧାନ,*   10-May-2026

You Might Also Like