-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
03-Nov-2023
ବଲାଙ୍ଗିର (ପ୍ରେରଣା ଖବର ବ୍ୟୁରୋ): ଆଜି ରାତି ରେ ବଲାଙ୍ଗିର ସୋନପୁର ରାସ୍ତା ର ସହର ଉପକଣ୍ଠସ୍ଥ ବଲାଙ୍ଗିର କଲେଜ୍ ନିକଟରେ ଏକ ଘରୋଇ ବସ ରେ ଚଢ଼ାଉ କରିଛି ଟାଉନ ପୁଲିସ ।ବସ ରେ ତନାଘନା କରି ପ୍ରାୟ ୩୦ ଜଣ ଶ୍ରମିକ ଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ପ୍ରାଥମିକ ସୂଚନା ରହିଛି । ସୂଚନା ଅନୁସାରେ ଏହି ଦାଦନ ମାନେ ପ୍ରତିବର୍ଷ ପାଟଣାଗଡ଼ ଅଞ୍ଚଳରୁ ଆସ୍କା ଅଞ୍ଚଳ କୁ ଯାଆନ୍ତି। ଏଥର ମଧ୍ୟ ଯାଉଥିବା ବେଳେ ନାଇଟ ବସ ରେ ଦାଦନ ଚାଲାଣ ହେଉଥିବା ଖବର ପାଇଥିଲା ଟାଉନ ପୁଲିସ। ତେବେ ତଦନ୍ତ ପରେ ସମସ୍ତ କଥା ସାମ୍ନା କୁ ଆସିବା ବୋଲି କୁହା ଯାଉଛି।