-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   (04-Sep-2026)       ||      ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ    (04-Sep-2026)       ||      ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   (04-Sep-2026)       ||      ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   (04-Sep-2026)       ||      କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   (04-Sep-2026)       ||      *ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   (04-Sep-2026)       ||      ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   (04-Sep-2026)       ||      *ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   (04-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   (04-Sep-2026)       ||      *ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   (04-Sep-2026)       ||      ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   (04-Sep-2026)       ||      *ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   (04-Sep-2026)       ||      ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   (04-Sep-2026)       ||      କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||     

HOME   ଜିଲ୍ଲା

୩୮ ତମ ପ୍ରସିଦ୍ଧ ମାଁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

30-Oct-2023



ବେଲପଡ଼ା (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ନୁନହାଡ ଗାଁ ରେ ୩୮ ତମ ପ୍ରସିଦ୍ଧ ମାଁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ ୨୭.୧୦.୨୩ ଦିନ ଅପରାହ୍ନ ୨ ଟାରେ ସ୍ଥାନୀୟ ଲାନ୍ଥ ନଦୀ ଠାରୁ କିର୍ତନ୍ୟ ମୃଦଙ୍ଗ କରି ପାଣି ଆଣି କଳସ ଯାତ୍ରା କରାଯାଇଥିଲା।୨୮.୧୦.୨୩ ଦିନ ସକାଳେ ପୂଜାରମ୍ଭ ହୋଇଥିବା ବେଳେ ରାତିରେ ମନୋରଞ୍ଜନ ପାଇଁ ବୈଠକୀ କୀର୍ତ୍ତନ ଓ ପୁରୁଷ ଦଣ୍ଡନୃତ୍ୟ ର ଆୟୋଜନ କରାଯାଇଥିଲା।୨୯/୧୦/୨୩ ଦିନ ରାତି ରେ ମନୋରଞ୍ଜନ ପାଇଁ ପୁରୁଷ ଦଣ୍ଡନୃତ୍ୟ ଓ ମହିଳା ଦଣ୍ଡନୃତ୍ୟ ର ଆୟୋଜନ କରାଯାଇଥିଲା।୩୦/୧୦/୨୩ ପୁରୁଷ ଓ ମହିଳା ଦଣ୍ଡନୃତ୍ୟ ର ଆୟୋଜନ କରାଯାଇଥିବାବେଳେ ୩୧/୧୦/୨୩ ରାତିରେ ଉଭୟ ପୁରୁଷ ଓ ମହିଳା ଦଣ୍ଡନୃତ୍ୟ ର ଆୟୋଜନ କରାଯାଇଛି।୧/୧୧ ଶେଷ ଦିବସ ରେ ଖାଲି ପୁରୁଷ ଦଣ୍ଡନୃତ୍ୟ ରହିଛି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଦର୍ଶକଙ୍କ ପାଇଁ ଷ୍ଟେଜ ରହିଛି। ମୁଖ୍ୟ ଆକର୍ଷଣ ରେ କଟକ ର ରାଜଧାନୀ ଅପେରା ଚାଲୁଥିବା ବେଳେ ମୀନାବଜାର ମଧ୍ୟ ଚାଲିଛି। ନୁନହାଡ଼ ଗାଁ ର ଶାନ୍ତି ଶୃଙ୍ଖଳା ଓ ନାରୀମାନଙ୍କ ପ୍ରତି ସମ୍ମାନ ରହୁଥିବା ଯୋଗୁଁ ଅଞ୍ଚଳର ବହୁତ ଗୁଡ଼ିଏ ଶିଶୁ ଓ ମହିଳା ଏବଂ ପୁରୁଷ ଙ୍କ ଭିଡ଼ ଜମୁଛି। ପ୍ରତ୍ୟେକ ଶ୍ରଦ୍ଧାଳୁ ପାଇଁ କମିଟି ପକ୍ଷରୁ ଅନ୍ନ ପ୍ରସାଦ ଦିଆଯାଇଥାଏ। ମାଁ ଙ୍କ ପୂଜା ସ୍ଥାନରେ ମହାଦେବ ମେହେର ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବେ ଦାୟୀତ୍ବ ତୁଲାଉଥିବା ବେଳେ ପୂଜକ ଭାବେ ଶ୍ୟାମ ସୁନ୍ଦର ପଣ୍ଡା ଦାୟିତ୍ଵ ତୁଲାଉଛନ୍ତି। ଭକ୍ତମାନଙ୍କ ପାଇଁ ଗୀତଗାନ କରାଇବା ପାଇଁ ଗାୟକ ଭାବେ ସଞ୍ଜିବ ଶତପଥୀ ରହିଛନ୍ତି।ଚଳିତବର୍ଷ କମିଟିର ସଭାପତି ଦେବ ସାହୁ,ଉପ ସଭାପତି ସ୍ବପ୍ନେଶ୍ବର ମଲ୍ଳିକ, ସମ୍ପାଦକ ପ୍ରମୋଦ ମେହେର,ସହ ସମ୍ପାଦକ ଶୁଶାନ୍ତ ସାହୁ, କୋଷାଧ୍ୟକ୍ଷ ସମୀର ପଣ୍ଡା ଓ ଅନ୍ୟାନ୍ୟ ସଦସ୍ୟ ଗଣେଶ ମେହେର, ଅନିଲ ସାହୁ, ଟିକେଶ୍ବର ମେହେର, ସୂର୍ଯ୍ୟକାନ୍ତ ପୁଟେଲ, ଜ୍ଞାନ ସମରଥ,ତପନ ମେହେର,ଭକ୍ତ ବେହେରା, ନରେଶ ସାହୁ, ରାଧେଶ୍ୟାମ ବାଗ , ତ୍ରିଭୁବନ ନାଏକ,ସୁରେଶସନ ମେହେର, ଅର୍ଜୁନ ମହାଖୁଡ, ରଞ୍ଜନ ସାହୁ,ଭୋଲାନାଥ ସାହୁ, ମଣ୍ଟୁ ନାଏକ ଦାୟିତ୍ଵ ତୁଲାଉଛନ୍ତି। ମାଁ ଙ୍କ ଦର୍ଶନ କରିବାକୁ ଆଜି କଂଗ୍ରେସ ର ପି ସି ସି ସଦସ୍ୟ ଅନିଲ କୁମାର ମେହେର ଯୋଗଦାନ କରିଥିବା ବେଳେ ତାଙ୍କ ସାଙ୍ଗରେ ଯୁବ କଂଗ୍ରେସ ସଭାପତି ଚନ୍ଦନ ସାହୁ ,ସାଧୁ ମେହେର, ବିଦ୍ୟାଧର ମେହେର ପ୍ରମୁଖ ଉପସ୍ଥିତ ଥିଲେ। ନୁନହାଡ଼ ଗାଁ ର ଏକତା ହିଁ ବଳ ଯାତ୍ରା କୁ  ଆଗାମୀ ଦିନରେ ଆହୁରି ସୁଦୃଢ଼ କରିପାରିବ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   04-Sep-2026
  ଜିଲ୍ଲା  
ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ   04-Sep-2026
  ଜିଲ୍ଲା  
ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   04-Sep-2026
  ରାଜନୀତି  
ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   04-Sep-2026
  ଜିଲ୍ଲା  
କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   04-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   04-Sep-2026
  ଜିଲ୍ଲା  
ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   04-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   04-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   04-Sep-2026
  ଜିଲ୍ଲା  
*ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   04-Sep-2026
  ରାଜ୍ୟ  
ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   04-Sep-2026
  ଜିଲ୍ଲା  
*ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   04-Sep-2026

You Might Also Like