-+91-9937148622 |

prerana_bgr@rediffmail.com |

  Saturday 5th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   (04-Sep-2026)       ||      ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   (04-Sep-2026)       ||      ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ    (04-Sep-2026)       ||      ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   (04-Sep-2026)       ||      ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   (04-Sep-2026)       ||      କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   (04-Sep-2026)       ||      *ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   (04-Sep-2026)       ||      ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   (04-Sep-2026)       ||      *ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   (04-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   (04-Sep-2026)       ||      *ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   (04-Sep-2026)       ||      ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   (04-Sep-2026)       ||      *ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   (04-Sep-2026)       ||      ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   (04-Sep-2026)       ||      କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||     

HOME   ଜିଲ୍ଲା

ଗୋଣ୍ଡୱାନା ସେବା ସଂଘ ଓ ଟ୍ରଷ୍ଟ  ନୂଆପଡ଼ା ଏବଂ ଗୋଣ୍ଡ ସମାଜ ପକ୍ଷରୁ ଟିଚରସିପ୍ କଉନସେଲିଙ୍ଗ

29-Oct-2023



ନୂଆଁପଡା(ବିଶି ଚନ୍ଦନ ମାଝୀ ) ଶନିବାର ଦିନ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଳକର ଚଟିଆଗୁଡ଼ା ନିକଟସ୍ଥ ଆମ୍ବ ତୋଟା ମଣ୍ଡପ ରେ ଗୋଣ୍ଡି ଧର୍ମ ସସ୍କୃତି ସଂରକ୍ଷଣ ସମିତି ଓଡିଶା ଓ ଗୋଣ୍ଡୱାନା ସେବା ସଂଘ ଓ ଟ୍ରଷ୍ଟ  ନୂଆପଡ଼ା ଏବଂ ଗୋଣ୍ଡ ସମାଜ ସିନାପାଲି ଙ୍କ ମିଳିତ ଉଦ୍ୟମରେ ସିନାପାଲି ବ୍ଲକର ହାରାହାରି ୫୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଟିଚରସିପ୍ କଉନସେଲିଙ୍ଗ (ମାର୍ଗ ଦର୍ଶନ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ କ୍ଷେତ୍ରର ଟିକନୁ ମାଝୀ ସଭାପତିତ୍ଵ କରିଥିବା ବେଳେ ଅଖିଳ ଭାରତୀୟ ଗୋଣ୍ଡାୱାନା ସିନାପାଲି ବ୍ଲକ ସଭାନେତ୍ରୀ ତିରୁମୟୀ ରମାକାନ୍ତି ମାଝି ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ରୂପେ ହୃଦାନନ୍ଦ ସିଂ ମାଝି (ଅବସର ପ୍ରାପ୍ତ ତହସିଲଦାର OAS ), ,ଯଜ୍ଞସେନି ମାଝୀ, ଅମ୍ବିକା ମରକାମ, ଅମ୍ବିକା ମାଝୀ, ମହେଶ୍ୱର ମାଝୀ ପୂଜକ ଏବଂ ସର୍କଲ ପ୍ରମୁଖ ମାନେ ଯୋଗଦେଇ ଥିଲେ l ସମସ୍ତ ଅତିଥି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ଗୋଣ୍ଡ ସମାଜର ଶିକ୍ଷା ସସ୍କୃତି ର ଉନ୍ନତି କରିବା ସହ ସମାଜ ର ଉତ୍ତରୋତ୍ତର ଉନ୍ନତି ନିମନ୍ତେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସମାଜ ର ଗର୍ବ ଓ ଗୌରବ ସନ୍ଥରାମ ମାଝୀ, ଓଡ଼ିଆ ଅଧ୍ୟାପକ, କବିସୂର୍ଯ୍ୟ ନଗର,(ଗଞ୍ଜାମ),ସ୍ୱତନ୍ତ୍ର ଭାବରେ ଛାତ୍ରଛାତ୍ରୀ ଙ୍କୁ ପିଜି, ପି. ଏଚ. ଡ଼ି, ଅଧ୍ୟାପକ, ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ମାର୍ଗଦର୍ଶନ ଦେଇଥିଲେ ଓ ନିଜ ଜୀବନର ସଂଘର୍ଷ କାହାଣୀ ମୁଖାରବିନ୍ଦୁ କରିଥିଲେ l  ସମାଜ ର ଦାରିଦ୍ର୍ୟତା, ନିରକ୍ଷରତା ଓ ଉନ୍ନତି ରେ ଶିକ୍ଷା ହେଉଛି ଏକ ମାତ୍ର ମାଧ୍ୟମ।ଯାହାକୁ ଆଧାର କରି ଆଜିର ଯୁବ ଗୋଷ୍ଠୀ ନିଜ ଜୀବନରେ ସଫଳ ବା ନିଜ ନିଜ ଲକ୍ଷ୍ୟସ୍ଥଳ ରେ ପହଞ୍ଚି ପାରିବେ। ଏହା ଥିଲା ଯୁବ ଗୋଷ୍ଠୀ ଙ୍କ ପ୍ରତି ମାର୍ଗଦର୍ଶନ ।  ।ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମାର୍ଗଦର୍ଶକ ଭାବରେ ସତ୍ୟାନନ୍ଦ ମାଝୀ (ପି. ଏଚ. ଡ଼ି), ଭୂପେନ୍ଦ୍ର ମାଝୀ ଶିକ୍ଷକ,  ପରମାନନ୍ଦ ମାଝୀ ଶିକ୍ଷକ,   ପ୍ରମୁଖ ଯୋଗ ଦେଇ ନିଜ ସଫଳତା ର ସଂଘର୍ଷ କାହାଣୀ ଛାତ୍ର ଛାତ୍ରୀ ଓ ଯୁବ ବର୍ଗ ଙ୍କ ନିକଟ ରେ ପ୍ରକାଶ କରି ସେମାନଙ୍କୁ ଉଚ୍ଚ ଶିକ୍ଷା ଓ ବୃତ୍ତି ନିମିତ୍ତ ପରାମର୍ଶ ପ୍ରଦାନ କରିଥିଲେ ଏବଂ ଏହି କାର୍ଯକ୍ରମ କୁ ପରିଚାଳନା କରିଥିଲେ ଗୋଣ୍ଡି ଧର୍ମ ସସ୍କୃତି ସଂରକ୍ଷଣ ସମିତି ଓ ଟ୍ରଷ୍ଟ ର ସଂସ୍କୃତି ପ୍ରମୁଖ ଦୀନେଶ କୁମାର ମାଝୀ ଏହି କାର୍ଯ୍ୟକ୍ରମ ରେ ଗୋଣ୍ଡି ଧର୍ମ ସସ୍କୃତି ସଂରକ୍ଷଣ ସମିତି ଓ ଟ୍ରଷ୍ଟ ମୁଖ୍ୟ ତିରୁ. ବଜରଙ୍ଗ ମାଝୀ, ଶିକ୍ଷା ପ୍ରମୁଖ ତିରୁ. ଜିରାଖନ ମାଝୀ, ଯୁବ ପ୍ରଭାଗ ତିରୁ. ଟୋପୁ ମାଝୀ ଯୋଗଦାନ କରିଥିଲେ । ସଭା ଶେଷରେ  ଆଦିବାସୀ କଲ୍ୟାଣ ସଙ୍ଘ ସିନାପାଲି ବ୍ଲକ ସଭାପତି ତିରୁ. ଦୁର୍ବଳ ମାଝୀ ଛାତ୍ରଛାତ୍ରୀ ଙ୍କୁ ଦିଗଦର୍ଶନ ଓ ମାର୍ଗଦର୍ଶନ ଦେଇ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ।**ସିନାପାଲି:(୨୮/୧୦):  ଶନିବାର ଦିନ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଳକର ଚଟିଆଗୁଡ଼ା ନିକଟସ୍ଥ ଆମ୍ବ ତୋଟା ମଣ୍ଡପ ରେ ଗୋଣ୍ଡି ଧର୍ମ ସସ୍କୃତି ସଂରକ୍ଷଣ ସମିତି ଓଡିଶା ଓ ଗୋଣ୍ଡୱାନା ସେବା ସଂଘ ଓ ଟ୍ରଷ୍ଟ  ନୂଆପଡ଼ା ଏବଂ ଗୋଣ୍ଡ ସମାଜ ସିନାପାଲି ଙ୍କ ମିଳିତ ଉଦ୍ୟମ ରେ ସିନାପାଲି ବ୍ଲକ ର ହାରାହାରି ୫୦ ଜଣ ଛାତ୍ରଛାତ୍ରୀ ଙ୍କୁ ନେଇ ଟିଚରସିପ କଉଁନସେଲିଙ୍ଗ (ମାର୍ଗ ଦର୍ଶନ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ କ୍ଷେତ୍ରର ଟିକନୁ ମାଝୀ ସଭାପତିତ୍ଵ କରିଥିବା ବେଳେ ଅଖିଳ ଭାରତୀୟ ଗୋଣ୍ଡାୱାନା ସିନାପାଲି ବ୍ଲକ ସଭାନେତ୍ରୀ ତିରୁମୟୀ ରମାକାନ୍ତି ମାଝି ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ରୂପେ ହୃଦାନନ୍ଦ ସିଂ ମାଝି (ଅବସର ପ୍ରାପ୍ତ ତହସିଲଦାର OAS ), ,ଯଜ୍ଞସେନି ମାଝୀ, ଅମ୍ବିକା ମରକାମ, ଅମ୍ବିକା ମାଝୀ, ମହେଶ୍ୱର ମାଝୀ ପୂଜକ ଏବଂ ସର୍କଲ ପ୍ରମୁଖ ମାନେ ଯୋଗଦେଇ ଥିଲେ l ସମସ୍ତ ଅତିଥି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ଗୋଣ୍ଡ ସମାଜର ଶିକ୍ଷା ସସ୍କୃତି ର ଉନ୍ନତି କରିବା ସହ ସମାଜ ର ଉତ୍ତରୋତ୍ତର ଉନ୍ନତି ନିମନ୍ତେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସମାଜ ର ଗର୍ବ ଓ ଗୌରବ ସନ୍ଥରାମ ମାଝୀ, ଓଡ଼ିଆ ଅଧ୍ୟାପକ, କବିସୂର୍ଯ୍ୟ ନଗର,(ଗଞ୍ଜାମ),ସ୍ୱତନ୍ତ୍ର ଭାବରେ ଛାତ୍ରଛାତ୍ରୀ ଙ୍କୁ ପିଜି, ପି. ଏଚ. ଡ଼ି, ଅଧ୍ୟାପକ, ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ମାର୍ଗଦର୍ଶନ ଦେଇଥିଲେ ଓ ନିଜ ଜୀବନର ସଂଘର୍ଷ କାହାଣୀ ମୁଖାରବିନ୍ଦୁ କରିଥିଲେ l  ସମାଜ ର ଦାରିଦ୍ର୍ୟତା, ନିରକ୍ଷରତା ଓ ଉନ୍ନତି ରେ ଶିକ୍ଷା ହେଉଛି ଏକ ମାତ୍ର ମାଧ୍ୟମ।ଯାହାକୁ ଆଧାର କରି ଆଜିର ଯୁବ ଗୋଷ୍ଠୀ ନିଜ ଜୀବନରେ ସଫଳ ବା ନିଜ ନିଜ ଲକ୍ଷ୍ୟସ୍ଥଳ ରେ ପହଞ୍ଚି ପାରିବେ। ଏହା ଥିଲା ଯୁବ ଗୋଷ୍ଠୀ ଙ୍କ ପ୍ରତି ମାର୍ଗଦର୍ଶନ ।  ।ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମାର୍ଗଦର୍ଶକ ଭାବରେ ସତ୍ୟାନନ୍ଦ ମାଝୀ (ପି. ଏଚ. ଡ଼ି), ଭୂପେନ୍ଦ୍ର ମାଝୀ ଶିକ୍ଷକ,  ପରମାନନ୍ଦ ମାଝୀ ଶିକ୍ଷକ,   ପ୍ରମୁଖ ଯୋଗ ଦେଇ ନିଜ ସଫଳତା ର ସଂଘର୍ଷ କାହାଣୀ ଛାତ୍ର ଛାତ୍ରୀ ଓ ଯୁବ ବର୍ଗ ଙ୍କ ନିକଟ ରେ ପ୍ରକାଶ କରି ସେମାନଙ୍କୁ ଉଚ୍ଚ ଶିକ୍ଷା ଓ ବୃତ୍ତି ନିମିତ୍ତ ପରାମର୍ଶ ପ୍ରଦାନ କରିଥିଲେ ଏବଂ ଏହି କାର୍ଯକ୍ରମ କୁ ପରିଚାଳନା କରିଥିଲେ ଗୋଣ୍ଡି ଧର୍ମ ସସ୍କୃତି ସଂରକ୍ଷଣ ସମିତି ଓ ଟ୍ରଷ୍ଟ ର ସଂସ୍କୃତି ପ୍ରମୁଖ ଦୀନେଶ କୁମାର ମାଝୀ ଏହି କାର୍ଯ୍ୟକ୍ରମ ରେ ଗୋଣ୍ଡି ଧର୍ମ ସସ୍କୃତି ସଂରକ୍ଷଣ ସମିତି ଓ ଟ୍ରଷ୍ଟ ମୁଖ୍ୟ ତିରୁ. ବଜରଙ୍ଗ ମାଝୀ, ଶିକ୍ଷା ପ୍ରମୁଖ ତିରୁ. ଜିରାଖନ ମାଝୀ, ଯୁବ ପ୍ରଭାଗ ତିରୁ. ଟୋପୁ ମାଝୀ ଯୋଗଦାନ କରିଥିଲେ । ସଭା ଶେଷରେ  ଆଦିବାସୀ କଲ୍ୟାଣ ସଙ୍ଘ ସିନାପାଲି ବ୍ଲକ ସଭାପତି ତିରୁ. ଦୁର୍ବଳ ମାଝୀ ଛାତ୍ରଛାତ୍ରୀ ଙ୍କୁ ଦିଗଦର୍ଶନ ଓ ମାର୍ଗଦର୍ଶନ ଦେଇ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   04-Sep-2026
  ଜିଲ୍ଲା  
ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   04-Sep-2026
  ଜିଲ୍ଲା  
ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ   04-Sep-2026
  ଜିଲ୍ଲା  
ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   04-Sep-2026
  ରାଜନୀତି  
ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   04-Sep-2026
  ଜିଲ୍ଲା  
କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   04-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   04-Sep-2026
  ଜିଲ୍ଲା  
ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   04-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   04-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   04-Sep-2026
  ଜିଲ୍ଲା  
*ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   04-Sep-2026
  ରାଜ୍ୟ  
ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   04-Sep-2026

You Might Also Like