-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
29-Oct-2023
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର ): ବଲାଙ୍ଗୀର ରୂଗୁଡି ପଡା ଠାରେ ଚବିଶ ବର୍ଷ ହେବ ମାଆ ଗଜଲଷ୍ମୀ ପୂଜା ପୁଜା କମିଟି ଦ୍ବାରା ଧୁମଧାମରେ ମାନଙ୍କୁ ପୁଜା କରାଯାଉଛି। ବିଭିନ୍ନ ରଂଗ ବିରଙ୍ଗ ଲାଇଟ୍ ଓ ଚମତ୍କାର ମେଢ ସୁସଜ୍ଜିତ ହୋଇ ସଂଧ୍ଯା ସମୟରେ ଶତାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି। ମାଆଙ୍କ ପୂଜାରେ କର୍ତ୍ତା ଭାବରେ ମୁନା ଠାକୁର ଓ ତାଙ୍କ ଧର୍ମପତ୍ନୀ ରଶ୍ମୀତା, ସେଶଦେବ ନନ୍ଦ ଓ ନୀଳାଞ୍ଚଳ ତ୍ରିପାଠୀଙ୍କ ଦ୍ବାରା ପୂଜା ଅର୍ଚନା କରାଯାଉଛି। ପୂଜାକମିଟି ବାବୁଲୁ ବଗର୍ତି, ଟୁପୁଲୁ ବର୍ତି, ଭବାନୀ ଦୀପ, ପିଣ୍ଟୁ ମହାକୁର, ବିନୁ ଶତପଥିଙ୍କ ଶୁସାନ୍ତ ଜାଲ, ପପ୍ପୁ, ବଡବାବୁ ସେଲମା,ଜାନୁ ଚନ୍ଦନ, ରୋନିତ ଚନ୍ଦନ, କୁଲଦୀପ, ଜୈତି ରଞ୍ଜନ ନାୟକ, ବାଦଲ ବଗର୍ତି, ଅନିଲ ମହାନ୍ତି, ପ୍ରଦିପ କୁମାର ଦାସ୍, ସୁରତ ପଟ୍ଟନାୟକ, ପବନ ସେଠ୍ ଓ ବାବୁ ପୂଜାରୀଙ୍କ ସହଯୋଗ ରେ ମାଆଙ୍କ ପୂଜା ଆଡମ୍ବର ସହ ପାଳନ କରାଯାଉଛି।