-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
23-Sep-2023
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ବଲାଙ୍ଗୀର ପେଲେସଲାଇନ ସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପାଖରେ ସିଦ୍ଧିବିନାୟକ ଗଣେଷ ପୂଜା କମିଟି ପକ୍ଷରୁ ପ୍ରତ୍ୟେକ ବର୍ଷ ଗଣେଷ ଚତୁର୍ଥୀ ଧୁମ୍ ଧାମ୍ ରେ ପାଳନ କରାଯାଏ। ଏ ବର୍ଷ ମଧ୍ୟ ରିତିନୀତି ଅନୁଯାୟୀ ପୂଜା କରାଯାଇଛି। ଆଜି ଏହି କମିଟି ପକ୍ଷ୍ୟରୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ରାଜ୍ୟ ସଭା ସାଂସଦ ଅନଙ୍ଗ ଉଦୟ ସିଂହ ଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଓ ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକ ପ୍ରେସାଦ ସେବନ କରି ଭଗବାନଙ୍କ ଦର୍ଶନ ଲାଭକରିଥିଲେ।