-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ଜ଼ିଲ୍ଲା ରେ ସ୍ୱାସ୍ଥ୍ୟ ସେବା ଢିଲା --ଡାକ୍ତର ମାନଙ୍କ ଭିତିରିଆ ଚାଲିଛି ନର୍ସିଙ୍ଗ ହୋମ ପାଲା --ଡାକ୍ତର  ଙ୍କ ଭୁଲ ଚିକିତ୍ସା ରେ ମହିଳା ଙ୍କ ପ୍ରାଣ ଗଲା,ଲୋକ ଙ୍କ ନଜର ଏବେ ସ୍ୱାସ୍ଥ୍ୟ ବିଭାଗ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଏକ୍ସନ କଣ ହେଲା

18-Jun-2023



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାକୁ  କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି l ରାଜ୍ୟ ଓ କେନ୍ଦ୍ର ସରକାର ମାତୃ ଓ ଶିଶୁ  ମୃତ୍ୟୁ ହାର ରୋକିବା ଦିଗରେ ଗାଁ ଗାଁ ଅଙ୍ଗନୱାଡି, ଆଶା ଙ୍କ ଜରିଆରେ ଅନେକ ପଦକ୍ଷେପ ନେଲା l ଏଠି ତଳ ସ୍ତର ର ବାସ୍ତବ ଚିତ୍ର କିନ୍ତୁ ପୁରା ଓଲଟା ଦେଖା ଦେଇଛି ସୁବର୍ଣ୍ଣପୁର ଜ଼ିଲ୍ଲା ରେ l  ପୁଣି ଖୋଦ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଜ଼ିଲ୍ଲା ରେ l  ନୁଆଁ ଏମସିଏଚ ସ୍ୱାସ୍ଥ୍ୟ ବିଭାଗ ରେ  ଏଠି ସେଇ ସ୍ୱାବଲମ୍ବୀ ମହିଳା ମାନଙ୍କୁ ଡାକ୍ତର ଖାନା ରୁ ନର୍ସିଙ୍ଗ ହୋମ କୁ ନେବାକୁ ପ୍ରବାର୍ତ୍ତାଇ ସେଠି 

ଭୁଲ ଚିକିତ୍ସା ଦ୍ୱାରା ମାରି ଦିଆ ଯାଉଥିବା ଭଳି ଅନେକ ସମ୍ବେଦନ ଶୀଳ ଘଟଣା  ସାମନା କୁ ଆସିଛି l  କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଚେଷ୍ଟା ରେ ଏଠି ମା ଓ ଶିଶୁ ଙ୍କ  ଉତ୍ତମ ଚିକିତ୍ସା ପାଇଁ ଭବ୍ୟ ଶିଶୁ ମାତୃ ଚିକିତ୍ସା କେନ୍ଦ୍ର ନିର୍ମାଣ ହୋଇଛି l  ସୋନପୁର ଓ ବୌଦ୍ଧ ଉଭୟ ଜ଼ିଲ୍ଲା ର ଗରିବ  ଶ୍ରେଣୀର ହଜାର ରୋଗୀ ଏଇ ଡାକ୍ତର ମାନଙ୍କ ଉପରେ ପୁରା ଭାରସା କରି ଆସୁ ଥିବା ବେଳେ ପ୍ରାୟତଃ ରୋଗୀ ମାନେ ଭାରସା ଜାଗାରେ ନିରାଶା ହେଉ ଥିବା ଜଣା ପଡିଛି l  ଏବେ ସୋନପୁର ମେଡିକାଲ କୁ  ଏକ ନୁଆଁ ପ୍ରସୂତି କାଳୀନ କରିତକର୍ମା ଡା. ମନୋଜ ନାଏକ ଯୋଗଦାନ କରୁ କରୁ  ଘରେ ନ ପଶୁଣୁ ଚାଲ ବାଜିଲା ପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି l ଗତ 7 ତାରିଖ ଭୋର ରେ ବିନିକା ସିନ୍ଦୁରପୁର ଗାଁ ର  ପ୍ରସୂତି ରୋଗୀ ରଂଜିତା ବାଘ  ଙ୍କୁ  ଜରୁରୀ ଚିକିତ୍ସା ଆଳ ରେ ନୁଆଁ ଏମସିଏଚ ରୁ ସ୍ଥାନୀୟ ଆଶା ନର୍ସିଙ୍ଗ ହୋମ କୁ  ପ୍ରବାର୍ତ୍ତାଇ ପଠାଇ ଥିବା ଓ ସେଠି ଭୁଲ ଚିକିତ୍ସା କରି ପ୍ରଚୁର ରକ୍ତ ଶ୍ରାବ ହେବା ଓ 5    ଗୋଟି ରକ୍ତ ଦେବା ପରେ ମୁମୂର୍ଶୁ ଅବସ୍ଥl ରେ ବୁର୍ଲା ରେଫର  କରାଇଥିଲେ ଯଦ୍ୱାରା କି  ବାଟରେ ମୋ ସ୍ତ୍ରୀ ଙ୍କ ପ୍ରାଣ ଚାଲିଗଲା ବୋଲି ରୋଗୀ ଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି l  ଆଜି ଏ ନେଇ ଏକ ଉଚ୍ଚ ସ୍ତରୀୟ ମିଡ଼ିଆ ଗ୍ରୁପ   ମୃତା ରଂଜିତା ଙ୍କ ସିନ୍ଦୁରପୁର ଗାଁ ରେ  ପହଂଚି  ସମବେଦନା ଜଣାଇ  ଡାକ୍ତର ମନୋଜ ନାଏକ ଓ  ନର୍ସିଙ୍ଗ ହୋମ  ବିରୁଦ୍ଧ ରେ  ଚାଞ୍ଚଲ୍ୟକର ତଥ୍ୟ ସଂଗ୍ରହ କରିଥିଲା l ପରେ ସୁବର୍ଣ୍ଣପୁର  ଏମ ସିଏଚ ମେଡିକାଲ କୁ ପହଂଚି ବିଭିନ୍ନ ଡାକ୍ତର, ପଦାଧିକାରୀ ଓ ମୁଖ୍ୟ ଚିକିତ୍ସାଳୟ ରେ ସିଡିଏମ  ପି ଏଚ ଓ  ଶ୍ରୀ  ବିଶ୍ୱ ରଞ୍ଜନ ପତି  , ଏଡିଏମଓ  ଦୈତ୍ୟ ନାରାୟଣ ପାଢ଼ୀ, ଦୁର୍ଗଦତ୍ତ ଦାଶ ଙ୍କୁ ଭେଟି ଏ ବିଷୟ ରେ ପୁଙ୍ଖା ନୁ ପୁଙ୍ଖ ଆଲୋଚନା କରି ଏହାର  ଉଚ୍ଚ ସ୍ତରୀୟ ତଦନ୍ତ ଓ  ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜ଼ିଲ୍ଲା ଓ ରାଜ୍ୟ ପ୍ରଶାସନ ର ଦୃଷ୍ଟି ଗୋଚର ଲାଗି  ଅନେକ ତଥ୍ୟ ଜଣାଇଛନ୍ତି l  ଡା. ଶ୍ରୀ ନାଏକ ଚୋରା ପୀରତି ଓ  ଘରୋଇ ଚିକିତ୍ସା ପ୍ରୀତି  ଅଭିଯୋଗ ରେ ପୂର୍ବରୁ ମନମୁଣ୍ଡା ମେଡିକାଲ ରେ ଖୁବ ହଟ ହଟା ହେବା ଘଟଣା ବି ଏବେ ସାମ୍ନା କୁ ଆସିଛି l ପୁଣି ସେଠୁ ଶହ ଶହ   ନର୍ମାଲ ଡେଲିଭରି କେଶ ସବୁକୁ ସୋନପୁର ର ଏକ ନିର୍ଦ୍ଧିଷ୍ଟ ନର୍ସିଙ୍ଗ ହୋମ କୁ ପଠାଇ  ବି ଏସ କେ ୱାଇ   ଯୋଜନା ର ପ୍ରଚୁର ଟଙ୍କା ହରଣଚାଳ କରୁଥିବା ଅନେକ ନଜିର ଅଛି l ଏଠି କଥା ଉଠେ ଯେ  ସରକାର ଙ୍କ ରାଜସ୍ବ ହାନି କୁ ରୋଗୀ ଙ୍କ ଜୀବନ ହାନି ଘଟଣା ବର୍ତମାନ ସବୁଠି ଚର୍ଚ୍ଚା l  ଡା. ମନୋଜ  ସାମ୍ବାଦିକ ଙ୍କ ପ୍ରଶ୍ନ ରେ ଅନେକ ସଫେଇ ଦେଇଥିବା ବେଳେ ଯଦି ଏହି ଡାକ୍ତର ଙ୍କ ଭୁଲ ନାହିଁ ତ ମୃତା ରଂଜିତା ଙ୍କ ଗାଁ କୁ ଘରକୁ ଯାଇ ଦଶ ହଜାର ଟଙ୍କା ଖର୍ଚ୍ଚ ଦେବୁ, ଓ କଣ ପାଇଁ  ମିଡ଼ିଆ ଙ୍କୁ ମେଡିକାଲ ଷ୍ଟାଫ ଙ୍କୁ  ସତ ଘଟଣା କହିବ ନି, ଏହା ପ୍ରଘଟ ହେଲେ ତମେ କିଛି ଆଉ ସହଯୋଗ ପାଇବନି ବୋଲି କହିଛନ୍ତି ଶୁଣନ୍ତୁ ଡାକ୍ତର ଓ ସାଥି ଘରୋଇ ମେଡିକାଲ ଵାଲା ଙ୍କ ଭଏସ ରେକର୍ଡ ଏବେ  ସବୁଠି ଭାଇରlଲ l  ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ଓ ଅଧିକାରୀ ଏ ଘଟଣା କୁ ଗୁରୁତର ସହିତ ବିଚାର କରି ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲେ  ଓ  ଏ ପରିବାର କୁ ଅନାଥ  ବା  ମା ଛେଉଣ୍ଡ ଶିଶୁ କୁ ପର୍ଯ୍ୟlପ୍ତ  ସରକାରୀ  ସହାୟତା କଲେ ମୃତା ରଂଜିତା ଙ୍କ ଆତ୍ମା ଶାନ୍ତି ପାଇବ ବୋଲି ଏଇ ଗ୍ରାମ ବାସୀ  ମତ ଦେଇଛନ୍ତି l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like