-+91-9937148622 |

prerana_bgr@rediffmail.com |

  Monday 10th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||     

HOME   ରାଜ୍ୟ

ବୈତରଣୀ ନଦୀରୁ ବେଆଇନ ବାଲି ଉଠାଣ, ବଦଳିବ ନଦୀର ଗତିପଥ

08-Dec-2020



କେନ୍ଦୁଝର, (ପ୍ରେରଣା ଖବର)- କେନ୍ଦୁଝର ଜିଲ୍ଲା  ହାଟଡିହୀ  ତହସିଲ ଅଧୀନ ବୈତରଣୀ ନଦୀ ପଠା ରୁ ବେଆଇନ ବାଲି ଉଠାଣ ହେଉଛି l ପ୍ରତିଦିନ ସହ ସହ ହାଇୱା,ଟ୍ରକ ଦ୍ୱାରା ବାଲି ପରିବହନ ହେଉଛି l ଏପରିକି ସନ୍ଧ୍ୟା ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବି ବାଲି ଉଠାଣ ଓ ପରିବହନ ହେଉଛି l ଫଳରେ ସରକାର କୋଟି କୋଟି ଟଙ୍କା ର ରାଜସ୍ବ ହରାଉଛନ୍ତି l ତହସିଲ ତରଫରୁ ପୂର୍ବରୁ ପାଞ୍ଚୋଟି ବାଲି ଘାଟ କୁ ଲିଜ ଦିଆଯାଇଥିଲା lଏଥି ମଧ୍ୟରୁ ଚଳିତ ବର୍ଷ ଡ଼ିମିରିଆ ଓ ହାବଳେସ୍ୱର ବାଲି ଘାଟ ର ଲିଜ ଅବଧି ପୁରି ସାରିଛି l ଆମ୍ବ-କରୋଗଳା ଘାଟ ର ଲିଜ ଅବଧି ସରି ନ ଥିବା ବେଳେ ବଂଚ ଘାଟ କୁ ନେଇ କୋର୍ଟ ରେ ମାମଲା ବିଚାରଧୀନ ରହିଛି l କିନ୍ତୁ ମୁଖ୍ୟ କଥା ହେଉଛି ଲିଜ ଘାଟ କୁ ଛାଡି ଅନ୍ୟ ସ୍ଥାନ ରୁ ବାଲି ଉଠାଣ ହେଉଛି l ନଦୀ ବନ୍ଧ ରୁ ନଦୀ କୁ କୁତ୍ରିମ ରାସ୍ତା ତିଆରି କରାଯାଇଛି lଭରିଯାନ ଯାତାୟାତ ଦ୍ୱାରା ନଦୀ ବନ୍ଧ ଦୁର୍ବଳ ହେବା ସ୍ୱାଭାବିକ l  ନଦୀ ରେ ପାଣି ଥିବାରୁ ନଦୀ ମଝିରେ ବାଲି ଛଣା ମେସିନ ବ୍ୟବହାର କରି ବାଲି ଛାଣି ଆଡି ରେ ଗଛିତ କରାଯାଉଛି l ଆଡି ରେ ମହଜୁଦ ବାଲିକୁ ଜେସିବି ଦ୍ୱାରା ଗାଡି ଗୁଡିକୁ ଲୋଡ଼ ଦିଆଯାଉଛି l ଏପରି ହେଲେ ଆସନ୍ତା ଦିନରେ ନଦୀ ର ଗତିପଥ ବଦଳିବା ନିଶ୍ଚିନ୍ତ ଅଟେ l ନଦୀ ଗତିପଥ ବଦଳିଲେ ପ୍ରାୟ ତିରିଶ ରୁ ଉର୍ଦ୍ଧ ଗ୍ରାମ ନଦୀ ସ୍ରୋତ ରେ ନଷ୍ଟ ଭ୍ରଷ୍ଟ ହେବ l ଏଥିପ୍ରତି ପ୍ରଶାସନିକ ପଦକ୍ଷେପ ଜରୁରୀ ହୋଇପଡିଛି l ତହସିଲ ଅଧୀନ ନଅଟି ପଞ୍ଚାୟତ ବନ୍ୟା ପ୍ରଭାବିତ ଭାବେ ଜଣାଶୁଣା l ତେବେ କାହା ସ୍ୱାର୍ଥ ପାଇଁ ଏପରି ବାଲି ଉଠାଣ ଓ ପରିବହନ ହେଉଛି ଏବଂ ଏଥିପାଇଁ କିଏ ଉତ୍ତରଦାୟୀ ସେ ଦିଗରେ ବି ତଦନ୍ତ ର ଆବଶ୍ୟକତା ରହିଛି l ନଚେତ ଆସନ୍ତା ଦିନରେ ସାଧାରଣ ଲୋକ ଦୁର୍ଦ୍ଦଶା ଭୋଗିବେ l ଯାହାକୁ ନେଇ ଆନନ୍ଦପୁର ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠି ମତ ପ୍ରକାଶ କରିଛନ୍ତି l ଏପରିକି ବ୍ଲକ ସ୍ତରରୁ ଜିଲା ସ୍ତର ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ମାନେ ପିସି ନେଇ ବେଆଇନ ବାଲି ଉଠାଣ ଓ ପରିବହନ କୁ ସହଯୋଗ କରୁଥିବା ମଧ୍ୟ କହିଛନ୍ତି l  ସମଣା ଏଆରଆଇ ସଞ୍ଜୟ ପେରେଇ ଙ୍କ କହିବା ଅନୁସାରେ ମୁଁ ନୂଆ ଭାବେ ଏଠାରେ ଯୋଗ ଦେଇଛି l କୋଉଠି କଣ ହେଉଛି ମୁଁ ଜାଣିନି lଆରଆଇ ସେ ବାବଦରେ କହିପାରିବେ l ଆରଆଇ  ସୁଶାନ୍ତ ସାମଲ ଙ୍କୁ ଏ ବାବଦରେ ପଚାରିବାରୁ ସେ କହିଛନ୍ତି ଯେ ମୁଁ ତିନୋଟି ଆରଆଇ ସର୍କଲ ଦାୟିତ୍ୱ ରେ ରହି ସବୁ କାର୍ଯ୍ୟ ଠିକ ଭାବେ କରି ହେଉନି lତେଣୁ  ସେଠାକାର ଏଆରଆଇ ଓ ଅମିନ ସବୁ କଥା ବୁଝନ୍ତି ଏବଂ ସେଠାରେ କାର୍ଯ୍ୟରତ ଏଆରଆଇ  ଏକ ବର୍ଷ ରୁ ଉର୍ଦ୍ଧ ହେବ ସେଠାରେ କାର୍ଯ୍ୟ କରି ଆସୁଛନ୍ତି l ଅତିରିକ୍ତ ତହସିଲଦାର ରଶ୍ମି ରଞ୍ଜନ ଦାସ କହିଛନ୍ତି ଯେ କେଉଁଠୁ ବେଆଇନ ବାଲି ଉଠାଣ ଓ ପରିବହନ ହେଉଛି ମତେ ଜଣା ନାହିଁ l ମତେ ତଥ୍ୟ ପ୍ରଦାନ କଲେ ମୁଁ ଚଢ଼ାଉ କରିବି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026
  ଜିଲ୍ଲା  
*ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   10-Aug-2026
  ଜିଲ୍ଲା  
ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   10-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   10-Aug-2026
  ଜିଲ୍ଲା  
ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   10-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ   10-Aug-2026
  ଜିଲ୍ଲା  
ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   10-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   10-Aug-2026
  ଜିଲ୍ଲା  
*ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   10-Aug-2026

You Might Also Like