-+91-9937148622 |

prerana_bgr@rediffmail.com |

  Tuesday 30th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   (30-Jun-2026)       ||      ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା    (29-Jun-2026)       ||      ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   (29-Jun-2026)       ||      ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   (29-Jun-2026)       ||      ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   (29-Jun-2026)       ||      ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   (29-Jun-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   (29-Jun-2026)       ||      ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   (29-Jun-2026)       ||      କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   (29-Jun-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    (29-Jun-2026)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   (29-Jun-2026)       ||      *ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   (29-Jun-2026)       ||      ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   (29-Jun-2026)       ||      ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   (29-Jun-2026)       ||      ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   (29-Jun-2026)       ||      ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   (29-Jun-2026)       ||      ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||     

HOME   ଜୀବନଶୈଳୀ

ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ଅଭିଯାନରେ ନେତା ଓ କର୍ମୀ ସପର୍କର ନମୁନା ହେଲେ ହାର ପ୍ରଧାନ

06-Dec-2020



ଭୁବନେଶ୍ୱର, ସାଧାରଣ ଲୋକେ ତଥା କର୍ମୀମାନେ ନିଷ୍ଠାପର ଓ ସଚ୍ଚୋଟ ହେଲେ ଭଲ ନେତା ନିଶ୍ଚୟ ସୃଷ୍ଟି ହେବେ ଏବଂ ଦୁର୍ନିତିଗ୍ରସ୍ତ ଅପାରଗ ନେତା ରାଜନୀତିରୁ ବିଦା ହେବେ । କେବଳ ନେତା କାହିଁକି କର୍ମୀମାନେ ମଧ୍ୟ ଦିନକୁ ଦିନ ଲାଭ ଓ ଲୋଭର ବଶବର୍ତ୍ତି ହୋଇ ପଡୁଛନ୍ତି । ସେଥିପାଇଁ ଅର୍ଥ ଏବଂ ଅନ୍ୟାନ୍ୟ ଲୋଭ ବିନା କର୍ମୀ କୌଣସି ସଭା ସମିତିରେ ଯୋଗଦେବା ଅସମ୍ବବ ହୋଇ ପଡୁଛି । ହେଲେ କର୍ମୀ ଓ ନେତାର ଭାବଗତ ସମ୍ପର୍କ ନିକଟ ଅତୀତରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ସାହାଣିଢିହ ପଂଚାୟତର  କଠୌଣୀ ନିକଟରେ ହୋଇଥିବା ଏକ ସଭାରେ ଦେଖିବାକୁ ମିଳିଥିଲା । ବିନା ଅର୍ଥରେ ପ୍ରାୟ ଦେଢ ହଜାର କର୍ମୀ ଏକାଠି ହେବା ସହ ବିଜୁବାବୁଙ୍କୁ ଗୋଟିଏ ରଥରେ ବସାଇ ଶୋଭାଯାତ୍ରା କରିଥିଲେ । ଏହା ଭିତରେ ସବୁଠାରୁ ଆକର୍ଷଣର କେନ୍ଦ୍ର ଥିଲେ ଜେନାପୁର ପଣସପଡିଆର ୭୦ ବର୍ଷିୟା ବୃଦ୍ଧା ହାର ପ୍ରଧାନ । 
ବାଦ୍ଧକ୍ୟ ଏବଂ ଅଭାବର ଦାଉରେ ହାର ପ୍ରଧାନଙ୍କ ଭାରାକ୍ରାନ୍ତ । ଅତ୍ୟନ୍ତ ଦୁର୍ବଳ ସ୍ୱାସ୍ଥ୍ୟ । ଏହାପରେ ବି ହାର କିନ୍ତୁ ନିଜର ନେତା ପ୍ରତି ଆନୁଗତ୍ୟ ଦେଖାଇବାରେ ଅବହେଳା କରି ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ଅଭିଯାନ ଚଲାଇଥିବା ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ଡାକରାରେ ହୋଇଥିବା ଏହି ସଭାରେ ହାର ଦୀର୍ଘପଥ ଚାଲି ଚାଲି ଯୋଗ ଦେଇଥିଲେ । ହାରଙ୍କ ପରି ବହୁ ସଂଖ୍ୟାରେ ମହିଳା ଏହି ସଭାରେ ଧାନବିଲ ରାସ୍ତାରେ ଚାଲି ଚାଲି ଆସି ସଭାସ୍ଥଳରେ ପହଂଚି ଥିଲେ । ହେଲେ ହାରଙ୍କ ବୟସ ଏବଂ ଦୁର୍ବଳ ସ୍ୱାସ୍ଥ୍ୟର ବୋଝରେ ବି ତାଙ୍କର ନେତା ପ୍ରତି ଥିବା ଅଙ୍ଗିକାରବଦ୍ଧତା ଏବଂ ନିବିଡତା ତଥା ଆପଣା ପଣିଆ ରାଜନୀତିରେ ନେତା ଓ କର୍ମୀ ଭିତରେ ଥିବା ଆନ୍ତରିକତାର ସଂକେତ ହେଉଥିଲା । କର୍ମୀ ମଧ୍ୟରେ ଥିବା ନିଷ୍ଠାର ନିଦର୍ଶନ ହେଉଥିଲା । ହାର କେବଳ ଏହି ସଭାରେ ଯୋଗ ଦିଏନାହିଁ । ଦଃୁସ୍ଥ ଓ ଅବହେଳିତବର୍ଗର ସ୍ୱାର୍ଥରକ୍ଷା ପାଇଁ ସତୀଶଙ୍କ ବିଭିନ୍ନ ସଭାରେ ହାର ଯୋଗ ଦେଇଥାଏ । କିଛି ଦୂରରେ ବସି ସବୁ ଭାଷଣ ଶୁଣେ । ସମାଜର ବାସ୍ତବିକ ବିକାଶ ପାଇଁ  ସେବା ଓ ନିଷ୍ଠାପର ନେତାଙ୍କ ଉତଥାନ ପାଇଁ କାମନା କରି ହାର ଫେରିଯାଏ । 
ରାଜନୀତିର ପ୍ରଥମ ମୂଳ ଆଧାର ହେଉଛି ସେବା । ଲୋକଙ୍କ ସମସ୍ୟାର ସମାଧାନ ଏବଂ ସମାଜର ଅବହେଳିତଙ୍କୁ ନ୍ୟାୟ ଏବଂ ସେମାନଙ୍କ ହକ ପ୍ରଦାନ ହେଉଛି ଜଣେ ରାଜନେତାର ପ୍ରଥମ କର୍ତ୍ତବ୍ୟ । ନେତାର ଦକ୍ଷତା, ଯୋଗ୍ୟତାର ପରିଭାଷା ପରିବର୍ତ୍ତିତ ପରିସ୍ଥିତିରେ ଯେତେ ବଦଳି ଗଲେ ବି ସେବାକୁ ମୂଳ ଆଧାର କରି ଏବେ ବି କେତେକ ନେତା ନିଜର ସାଧନାକୁ ବଳବତ୍ତର କରି ଚାଲିଛନ୍ତି । ସମାଜର ଦଃୁସ୍ଥ ଏବଂ ଅବହେଳିତବର୍ଗର ସ୍ୱାର୍ଥରକ୍ଷା ପାଇଁ ଅହରହ କାର୍ଯ୍ୟ କରୁଥିବା ସେହିଭଳି ଜଣେ ନେତାଙ୍କ ସହ ଏକ ସଭାରେ ଏକ ଅନ୍ତରଙ୍ଗ ମୁହୁର୍ତ୍ତ ଦେଖିବାକୁ ମିଳିଥିଲା । ୭୦ ବର୍ଷ ବୟସରେ ଚାଲିବାକୁ ଶକ୍ତି ନଥିଲେ ବି ଜଣେ ଅସହାୟ ଗରୀବ ବୃଦ୍ଧା ନିଜର ନେତାଙ୍କୁ ସଭା ପରେ କୁଣ୍ଡାଇ ଧରି ଆର୍ଶିୀବାଦ ଢାଳି ଦେବାର ଦୃଶ୍ୟ ମଧ୍ୟ କିଛି ସମୟ ପାଇଁ ଭାବାବେଗ ପରିସ୍ଥିତି ସୃଷ୍ଟି କରିଥିଲା । 
 ସେବା ନିକଟରେ କ୍ଷମତା ଓ ପ୍ରତିପତ୍ତି ମୂଲ୍ୟହୀନ । ଓଡିଶା ରାଜ୍ୟର ଜନପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଥାଟି ବାରମ୍ବାର ଗୁରୁତ୍ୱ ଦେଇଛନ୍ତି । ଦଳୀୟ କର୍ମୀଙ୍କ ଠାରୁ ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମାଜର ଅବହେଳିତ ବର୍ଗର ସେବା ଏବଂ ଦଃୁଖି ମଣିଷଙ୍କ ସମସ୍ୟାର ସମାଧାନ ପାଇଁ ଆହ୍ୱାନ ଦେଇଛନ୍ତି । ରାଜନେତାମାନେ ପ୍ରଥମେ ସେବାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କଲେ ଗରୀବ, ଦଃୁସ୍ଥ ମଣିଷ ମାନଙ୍କ ଦଃୁଖ ଦୂର ହେବା ସହ ନେତା ମାନେ କ୍ଷମତାରେ ନରହି ମଧ୍ୟ ଲୋକଙ୍କ ହୃଦୟର ନେତା ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।   
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   30-Jun-2026
  ରାଜ୍ୟ  
ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା   29-Jun-2026
  ଜିଲ୍ଲା  
ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   29-Jun-2026
  ଜିଲ୍ଲା  
ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   29-Jun-2026
  ଜିଲ୍ଲା  
ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   29-Jun-2026
  ଜିଲ୍ଲା  
ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   29-Jun-2026
  ଜିଲ୍ଲା  
କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   29-Jun-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ