-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
06-Dec-2020
ବଲାଙ୍ଗୀର, (ପ୍ରେରଣା ଖବର ): ବଲାଙ୍ଗୀର ବ୍ଲକ ସିକ୍କାଛିଡା ପଂଚାୟତ ସିନଖମନ ଠାରେ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ମହାପରି ନିର୍ବାଣ ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଧୀମତୀ ରୁପାଲୀ ମହାନନ୍ଦ, ମୁଖ୍ୟବକ୍ତା ଧୀମାନ ଚିତ୍ର ସୁନା, ଅଧକ୍ଷ ବିରଞ୍ଚି ସୁନା, ମହାପରିଚାଳକ ଧୀମାନ ସୀତାକାନ୍ତ ନାଏକ, ସମ୍ମାନିତ ଅତିଥି ଧୀମାନ ନୀଳକଣ୍ଠ ନାଗ, ପ୍ରଭାତ ମହାନନ୍ଦ, ମନୋଜ ନାଏକ, ଜୟଦେବ ବଉଦ, ପିତାମ୍ବର ସୁନା ପ୍ରମୁଖ ସହଯୋଗରେ ସିକ୍କାଛିଡା ପଂଚାୟତର ଦଳିତ ଓ ମୂଳନୀବାସୀ ଭାଇମାନେ l ଆଜିର ଦିନରେ ମୁଖ୍ୟଅତିଥି ଧୀମତି ରୁପାଲୀ ମହାନନ୍ଦ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଫୋଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ବାବାସାହେବଙ୍କ ଜୀବନୀ, ଦଳିତ ବର୍ଗଙ୍କ ପାଇଁ ସଂଘର୍ଷ ଓ ବଳିଦାନ ବିଷୟରେ ଆଲୋଚନା କରିଥିଲେ l