-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ରାଜ୍ୟ

ରାଷ୍ଟ୍ରୀୟ ନାଟ ମେଳା ର ଦ୍ୱିତୀୟ ସନ୍ଧ୍ୟାରେ ସମ୍ବଲ ପୁର, ପଦମପୁର, ଓ ଦେବଗଡ଼ କଳାକାରଙ୍କ ତିନୋଟି ନାଟକ ପରିବେଷଣ

12-Feb-2023



ସୁବର୍ଣ୍ଣପୁର:  ସହରର ଅଗ୍ରଣୀ ନାଟ୍ୟାନୁଷ୍ଠାନ୍ ନାଟ୍ ତରଫରୁ ଗତକାଲିଠାରୁ ଚାଲିଥିବା  ୩ଦିନିଆ ରାଷ୍ଟ୍ରୀୟ ନାଟ୍ ମେଳାର ଆଜି ଦ୍ୱିତୀୟ ଦିଵସରେ  ଅତିଥି ଭାବରେ  ନାଟ୍ୟକାର କେଶରଞ୍ଜନ ପଧାନ, ଅଶୋକ ବହିଦାର, ଗୌରୀଶ୍ୟାମ ପଣ୍ଡା, ପ୍ରସନ୍ନ କୁମାର ଦାଶ ପ୍ରମୁଖ ଯୋଗଦେଇ ସୁବର୍ଣ୍ଣପୁର ର ନାଟ୍ ଅନୁଷ୍ଠାନ ର ପ୍ରୟାକୁ ଭୂରିଭୂରି ପ୍ରଶଂସା କରିବାସହ ସମସ୍ତ କଳକାର ମାନଙ୍କୁ ଉତ୍ସାହିତ କରିଥିଲେ।  ଅନୁଷ୍ଠାନର ପ୍ରଦ୍ୟୁମ୍ନ କୁମାର ସାହୁ, ବନମାଳୀ ପଣ୍ଡା, ଲକ୍ଷ୍ମୀ ନାରାୟଣ ସାହୁ ପ୍ରମୁଖ  ସହଯୋଗ କରିଥିଲେ।  ଚଳିତ ବର୍ଷ ସ୍ୱର୍ଗତ ଅଟଳବିହାରୀ ପଣ୍ଡାଙ୍କ ସୃତି ଉଦ୍ଦେଶ୍ୟରେ ସମର୍ପିତ ଏହି ନାଟ୍ ମେଲାରେ କେବଳ ସମ୍ବଲପୁରୀ କୋଶଲୀ ନାଟ ସବୁ ସ୍ଥାନପାଇଥିବାବେଳେ ଆଜି ତିନୋଟି ବହୁ ଉଚ୍ଚ ସ୍ତରୀୟ ନାଟକ ପରିବେଷଣ ହୋଇଥିଲା।ପ୍ରଥମ ନାଟକ ବାମଣ୍ଡା କଳାକାର ସଂଘ ଦେବଗଡ଼ ପ୍ରାୟୋଜିତ ଆଶିଷ ସୋନାର ମଙ୍ଗଳ ମହାକୁଡଙ୍କ ନିର୍ଦ୍ଦେଶିତ 'କେଡା'ରେ ଭଗବାନ ଙ୍କ ସୃଷ୍ଟି ଏକ ବିଚିତ୍ର ତାଙ୍କର ସୃଷ୍ଟିରେ ସମସ୍ତଙ୍କର ବଞ୍ଚିବା ଅଧିକାର ରହିଛି ହେଲେ ଏକ ଦିବ୍ୟାଙ୍ଗ ଜନ୍ମ ସମୟରୁ ଶରୀରର ସମସ୍ତ ଅଙ୍ଗ ଅକାମୀ ହୋଇଯାଇ ଥିବା କେଡା ଦୀନ ଓ ସରର ଏକମାତ୍ର ପୁତ୍ର ଭାବରେ ସମାଜରେ ବଞ୍ଚିରହିବା ଏକ ଦୁର୍ବିସହ ବୋଝ ଭଳି ଯୁଝୁଥାଏ।ଏହା ଭଗବାନଙ୍କ ସୃଷ୍ଟିର କେଉଁ ଦିଗକୁ ଇଂଗିତ କରୁଥାଏ ଏଭଳି ଏକ ବିଷୟବସ୍ତୁ ଉପରେ ଆଧାରିତ କେଡା ଉପସ୍ଥିତ ଦର୍ଶକଙ୍କ ଉପରେ ଗଭୀର ରେଖାପାତ ସୃଷ୍ଟି କରିଥିଲା ସେହିପରି ଦ୍ୱିତୀୟ ନାଟକ ଟି ପଦ୍ମପୁର ର 'ଲୁ' ଅନୁଷ୍ଠାନ ପକ୍ଷରୁ ନାଟ୍ୟକାର ଓ ନିର୍ଦ୍ଦେଶକ କେଶ ରଞ୍ଜନ ପଧାନ,ଅଶୋକ ମିଶ୍ର ଜଗନ୍ନାଥ ସେଠ୍ ଙ୍କର ନାଟକ 'ଗାନ୍ଧୀ ଛକ' ରେ ମହାତ୍ମାଗାନ୍ଧୀଙ୍କୁ ସାଂପ୍ରତିକ ପରିସ୍ଥିତିରେ ମଣିଷ କେବଳ ଏକ ଷ୍ଟେଚ୍ୟୁ ସ୍ଥାପନା କରିଦେଇ ନିଜ ଦାୟିତ୍ୱ ସମାପ୍ତ କରିଥିବା ବେଳେ ଏକ ଅସହାୟ ଅବସ୍ଥାରେ ଓ ଅବହେଳିତର ଚରମ ଉଦାହରଣ ସାଜିଥାଏ। ସେ ପରିବେଶରେ କେବେ ପିଲାମାନଙ୍କର କ୍ରିକେଟ ଷ୍ଟମ୍ପ ତ କେବେ ଚଉହଦିରେ ଡ଼ଷ୍ଟବିନ  ଭଳି ବ୍ୟବହାର କରିବାକୁ ସଂକୋଚ କରିନଥାଏ ଏ ସ୍ୱାର୍ଥପର ମଣିଷ ଏପରି ଏକ ଶିକ୍ଷଣୀୟ କାହାଣୀକୁ ନେଇ ଉପସ୍ଥାପନ କରାଯାଇଥିଲା ସେହିପରି ତୃତୀୟ ନାଟକ ଟି ପଣ୍ଡିତ ଲକ୍ଷ୍ମୀ ନାରାୟଣ ସାଂସ୍କୃତିକ ସଂସଦ ସମ୍ବଲପୁର ପ୍ରାୟୋଜିତ ସନ୍ତୋଷ କୁମାର ମିଶ୍ର ଙ୍କ ରଚିତ ଓ ନିର୍ଦ୍ଦେଶିତ  'ଭାଗ ' ନାଟକଟିରେ  ସଂପର୍କକୁ ନିବିଡ ଭାବରେ ଗଢ଼ି ତୋଳିବା ଉପରେ ଗୁରୁତ୍ୱ ଦେବା ଉପରେହିଁ ପର୍ଯ୍ୟବେସିତ ଥିବାବେଳେ  ବର୍ତ୍ତମାନ ର ସାଂପ୍ରତିକ ପରିସ୍ଥିତିରେ ପରିବାରର ବୟସ୍କ ମାନଙ୍କୁ ସସମ୍ମାନେ  ଗୁରୁତ୍ୱ ଦେବାଭଳି ଏକ ବିରାଟ ବାର୍ତ୍ତା ପ୍ରଦାନ କରିଥିଲେ ଉକ୍ତ ନାଟ୍ୟାନୁଷ୍ଠାନ। ନାଟ୍ ସବୁର  ବିଚାରକ ଭାବରେ ଆଜି ମଧ୍ୟ ଡ. ଦ୍ୱାରିକା ନାୟକ,ଡ.ସୁଧାଂଶୁ ଶେଖର ପଟ୍ଟନାୟକ, ହରିହର ପ୍ରଧାନ ଓ ପ୍ରସନ୍ନ ଦାଶ ପ୍ରମୁଖ ଦାୟୀତ୍ୱ ନିର୍ବାହ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like