-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
18-Jan-2023
ବଲାଙ୍ଗୀର, ଗୁଡ଼ଭେଲାବ୍ଳକ ଅନ୍ତର୍ଗତ ତେନ୍ତୁଲିଖୁଣ୍ଟି ଗ୍ରାମପଞ୍ଚାୟତ ମକର ମେଳା-୨୦୨୩ ମହୋତ୍ସବ ସ୍ଥାନୀୟ ମକର ଖେଳ ପଡିଆରେ ଅନୁଷ୍ଠିତ ସଭାରେ ଗୁଡ଼ଭେଲାବ୍ଳକ ବିଡିଓ ଗୁରେଶ୍ବର ଭୋଇ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଜୈନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଭିନ୍ନ ସମସ୍ୟାକୁ ପ୍ରଶାସନଙ୍କ ଦୃଷ୍ଟିଆକର୍ଷଣ କରୁଥିବା ସହ ଜନହିତକର କାର୍ଯ୍ଯ କରୁଥିବାରୁ ସମ୍ମାନୀତ କରାଯାଇଥିବା କମିଟି ପକ୍ଷରୁ ପ୍ରକାଶ କରାଯାଇଛି।