-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||     

HOME   ରାଜ୍ୟ

ଅନୁଦାନ ଆବଣ୍ଟନ ନେଇ କୁକୁସିଂ-ଜିଲ୍ଲାପାଳ ମୁହାଁମୁହିଁ : ଜିଲ୍ଲାପାଳ ଏମ୍‌ପିରେ ଛିଡାହେବା ଭଳି କାର୍ଯ୍ୟକଳାପ କରୁଛନ୍ତ-କୁକୁସିଂ

12-Jan-2023



ବଲାଙ୍ଗୀର(ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟକଳାପକୁ ନେଇ ଜିଲ୍ଲାର ଲୋକପ୍ରତିନିଧି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ମୁଖ୍ୟତଃ ଜିଲ୍ଲାକୁ ଆସୁଥିବା ସରକାରୀ ଅନୁଦାନକୁ ଜିଲ୍ଲାପାଳ ଚଞ୍ଚଳ ରାଣା ମନଇଚ୍ଛା ବାଣ୍ଟୁଛନ୍ତି । ଏପରିକି କିଛି ଲୋକଙ୍କୁ ଅନୁଗ୍ରହ ଦେଖାଇ ଅଧିକ ଅନୁଦାନ ଦେଉଥିବା ବେଳେ କେତେକ ବ୍ଲକକୁ ତାଙ୍କର ନ୍ୟାର୍ଯ୍ୟ ଅନୁଦାନ ମିଳୁନାହିଁ । ଅନୁନ୍ନତ ବ୍ଲକକର ଅନୁଦାନ କାଟି ଜିଲ୍ଲାପାଳ ମନଇଚ୍ଛା କାର୍ଯ୍ୟକଳାପ କରୁଛନ୍ତି । ତେଣୁ ଆଜି ଏହି ପ୍ରସଙ୍ଗକୁ ନେଇ ଜିଲ୍ଲାପରିଷଦ ବୈଠକରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷସିଂ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି । ବୌଠକରେ ବିଜୁ କେବିକେ ଯୋଜନାର ଅର୍ଥରାଶି ଆବଣ୍ଟନନେଇ କୁକୁ ସିଂ ଅସନ୍ତୋଷ ବ୍ୟକ୍ତ କରିଥିଲେ । କୁକୁସିଂ ଅଭିଯୋଗ କରିଥିଲେ ଯେ, ଲୋକପ୍ରତିନିଧିମାନଙ୍କୁ ଅଣଦେଖା କରି ଜିଲ୍ଲାପାଳ ଆଇନର ଉଲଂଘନ କରୁଛନ୍ତି । ନିଜକୁ ଶାସକ ଭାବେ ଲୋକପ୍ରତିନିଧିଙ୍କୁ ନ୍ୟୁନ ଭାବି ଜିଲ୍ଲାକୁ ଆସିଥିବା ୧୨୦କୋଟି ଟଙ୍କାର ଅନୁଦାନକୁ ତାଙ୍କର ମନଇଚ୍ଛା ବାଣ୍ଟିଛନ୍ତି । ବିଜୁ କେବିକେ ଓ ଅନ୍ୟାନ୍ୟ ଷ୍ଟେଟସେୟାର ବଣ୍ଟନରେ ଅନୀୟମିତତା କରାଯାଇଥିବା ଅଭିଯୋଗ ହୋଇଛି । ଏହି କଥାକୁ ନେଇ କଥା କଟାକଟି ହେଲେ ବେଳେ ଜିଲ୍ଲାପାଳଙ୍କ ଚୌକିପାଖକୁ ଯାଇ ନିଜର ରାଗ ଦେଖାଇଥିଲେ କୁକୁ ସିଂ । ବୈଠକରେ ଉପସ୍ଥିତ ମନ୍ତ୍ରୀ ଟୁକୁନୀ ସାହୁ, ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ କୁକୁସିଂଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଜଣେ ସରକାରୀ କର୍ମଚାରୀ ହୋଇ ଜିଲ୍ଲାପାଳ ଯେଭଳି କାର୍ଯ୍ୟକଳାପ କରୁଛନ୍ତି ସେ ଆଗକୁ ଏମପିରେ ଛିଡା ହେବେ ସେଥିପାଇଁ ସଂଗଠନ କରୁଥିବା ଭଳି ମନେ ହେଉଛି ବୋଲି କୁକୁ ସିଂ କହିଥିଲେ ।  କଥା ଏତେ ଦୂରକୁ ଗଲା ଯେ,ଉଭୟେ ନିଜ ନିଜ ପିଏସଓଙ୍କୁ କିଛି କିଛି ଇସାରା ମଧ୍ୟ କରୁଥିବା ଦେଖାଯାଇଥିଲା । ବଲାଙ୍ଗୀରରେ ପୂର୍ବରୁ ଅନେକ ଜିଲ୍ଲାପାଳ ମନୋପଲିି କରି ଲୋକଙ୍କଠାରୁ ମାଡ ଖାଇକରି ଯାଇଛନ୍ତି । ଦରକାର ପଡିଲେ ସେଭଳି ଅବସ୍ଥା ହେବ ବୋଲି କୁକୁ ଚେତାବନୀ ଦେଇଥିଲେ । ସବୁ ବ୍ଲକକୁ ତାଙ୍କର ସେୟାର ଠିକରେ ନଦେଇ ଅନ୍ୟାୟ କରାଯାଇଛି । ଏହାକୁ ସଂଶୋଧନ କରାଯାଉ ନଚେତ ପରିଣାମ ଭୟାବହ ହେବ ବୋଲି କହିଥିଲେ । ଶେଷରେ  ଜିଲ୍ଲାପାଳ ଅନ୍ୟ ଅନୁଦାନରୁ କମ ଅନୁଦାନ ପାଇ ନଥିବା ବ୍ଲକକୁ ଅର୍ଥ ଦିଆଯିବ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା କହିବା ପରେ ନିଜ ଆସନକୁ ଯାଇ ବିଧାୟକ ଶ୍ରୀ ସାଲୁଜା ବସିଥିଲେ । ତେବେ ଜିଲ୍ଲାର ଏହି ଅବ୍ୟସ୍ଥା ନେଇ ରାଜ୍ୟସରକାରଙ୍କୁ ଚିଠି କରାଯାଇଥିବା ମଧ୍ୟ କୁକୁ ସିଂ କହିଥିଲେ । ଆଜିର ଘଟଣାରେ ଜିଲ୍ଲାପାଳଙ୍କ ମନୋପଲିକୁ ନେଇ ଖପ୍ପାଥିବା ଲୋକପ୍ରତିନିଧିମାନେ ଖୁସି ଥିବା ବେଳେ ବୈଠକରେ ନିଜ ଅଧସ୍ଥନ କର୍ମଚାରୀଙ୍କ ସାମନାରେ ଜିଲ୍ଲାପାଳ ଶ୍ରୀ ରାଣା ଅପଦସ୍ତ ହୋଇଥିଲେ ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026

You Might Also Like